Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଏପ୍ରିଲ ୧୪ ତାରିଖ ସୋମବାର ପଡ଼ୁଥିବାରୁ ଆଜିର ଦିନଟି କେମିତି ହେବ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

ଏପ୍ରିଲ ୧୪ ତାରିଖ ସୋମବାର ପଡ଼ୁଥିବାରୁ ଆଜିର ଦିନଟି କେମିତି ହେବ

utkala khabar
Last updated: April 14, 2025 11:17 am
utkala khabar
Published April 14, 2025
Share
SHARE

ମେଷ-  ଦିନଟି ବହୁତ ଭଲରେ କଟିବ। ଆରମ୍ଭ କରିଥିବା କାର୍ଯ୍ୟ ଠିକ୍ ସମୟରେ ଶେଷ ହେବ। ଚାକିରିରେ ପଦୋନ୍ନତିର ସମ୍ଭାବନା ଅଛି । ଅର୍ଥ ନିବେଶରେ ଲାଭଦାୟକ ହେବ ।

ବୃଷ- ମିଳୁନଥିବା ଧନ ମିଳିବ। କାର୍ଯ୍ୟରେ ଖୁସି ହୋଇ ବନ୍ଧୁମାନଙ୍କ ଦ୍ଵାରା ପ୍ରଶଂସାର ପାତ୍ର ହେବେ। ପ୍ରେମ ସମ୍ପର୍କ ସୁଦୃଢ଼ ହେବ। ଲୁଚି ରହିଥିବା ଦକ୍ଷତାର ପରି ପ୍ରକାଶ ହେବ। ବିଦ୍ୟାର୍ଥୀମାନେ ଉତ୍ତମ ଫଳ ପ୍ରାପ୍ତ କରିବେ ।

ମିଥୁନ- ଘାତ ଚନ୍ଦ୍ର ଯୋଗୁ ସତର୍କ ରହିବା ବିଧେୟ। ଜମିଜମାକୁ ନେଇ ରହିଥିବା ବିବାଦର ଅନ୍ତ ଘଟିବ। କର୍ମ ବ୍ୟସ୍ତତାରେ ଦିନଟି କଟିବ। ଚିନ୍ତା ବଢ଼ିପାରେ। ବାଣିଜ୍ୟରେ ମଧ୍ୟମ ଫଳ ପ୍ରାପ୍ତ ହେବ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ପଛରେ ରହିବେ।

କର୍କଟ- ଅଷ୍ଟମ ଚନ୍ଦ୍ର ଯୋଗୁ ଦିନଟିରେ ଆପଣ ଚିନ୍ତାରେ ପଡ଼ିବେ। ଜୀବନ ସାଥୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନ୍ନତି ଦେଖା ଦେବ। ମିତ୍ରଙ୍କ ଠାରୁ ଉପହାର ମିଳିବ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ । ବିଦ୍ୟାର୍ଥୀମାନେ ଅସଫଳ ହେବେ ।

ସିଂହ- ଚାକିରିରେ ସଫଳତା ମିଳିବ। ଦିନଟିରେ ଉନ୍ନତି ଆଶାନୁରୂପ ହେବ। ବିଦେଶ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। କିଛି ଲୁଚି ରହିଥିବା ମିଥ୍ୟା ସର୍ବ ସମ୍ମୁଖକୁ ଆସିପାରେ। ସନ୍ତାନଙ୍କ ସହ ମନୋମାଳିନ୍ୟ ହୋଇପାରେ ।

କନ୍ୟା-  କର୍ମରେ ମଧ୍ୟମ ଫଳ ପ୍ରାପ୍ତି ଯୋଗ ରହିଛି। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଶତ୍ରୁଙ୍କ ଠାରୁ ଦୂରତା ରକ୍ଷା କରନ୍ତୁ। ନିବେଶ ପାଇଁ ଦିନଟି ଉତ୍ତମ ରହିଛି। ବିଦ୍ୟାର୍ଥୀମାନଙ୍କୁ ପ୍ରଶଂସା ମିଳିପାରେ।

ତୁଳା- ଦିନଟି ଖୁସିରେ କଟିବ। ପରିବାରରେ ସାଧାରଣ ସମସ୍ୟା ସୃଷ୍ଟି ହେବ। ଉଚ୍ଚପଦସ୍ଥ ଲୋକଙ୍କ ସହ ଭେଟ ହେବ। ବ୍ୟବସାୟରେ ଲାଭ ଯୋଗ ରହିଛି। ବିଦ୍ୟାର୍ଥୀମାନେ ସଫଳତା ପ୍ରାପ୍ତ କରିବେ।

ବିଛା- ବାକିଥିବା କାର୍ଯ୍ୟକୁ ସମୟାନୁସାରେ ପୂରଣ କରନ୍ତୁ। ବନ୍ଧୁଙ୍କ ସହ ଅଧିକାଂଶ ସମୟ କଟିବ । ଜୀବନସାଥୀଙ୍କ ସହଯୋଗ ମିଳିବ। ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଉପଯୁକ୍ତ ହେବେ। ବଡ଼ ପଦବୀ ପାଇଁ ଆଶାୟୀ ହେବେ।

ଧନୁ- ଦିନଟି ଭଲ ଫଳ ପ୍ରଦାନ କରିବ। ସଭା ସମିତିରେ ନେତୃତ୍ୱ ଲାଭ କରିବେ। ପରିବାରରୁ ପ୍ରଶଂସା ମିଳିବ। ପୂର୍ବରୁ ଥିବା ବିବାଦର ଅନ୍ତ ଘଟିବ। ବିଦ୍ୟାର୍ଥୀମାନେ ପରୀକ୍ଷାକୁ ନେଇ ଚିନ୍ତାରେ ରହିବେ।

ମକର- ଦିନଟି ଅନୁକୂଳ ରହିବ। ସାମାଜିକ କାର୍ଯ୍ୟରେ ମନୋନିବେଶ କରିବେ। ପରିବାରରୁ ଆର୍ଥିକ ସହାୟତା ମିଳିବ। ମିଛ ପ୍ରତିଶ୍ରୁତି ଦିଅନ୍ତୁ ନାହିଁ । ବିଦ୍ୟାର୍ଥୀମାନଙ୍କ ମନ ଉଣା ରହିବ। ଆର୍ଥିକ ବ୍ୟୟ  ସାମାନ୍ୟ ଅଧିକ ରହିବ ।

କୁମ୍ଭ- ମିତ୍ରଙ୍କ ଠାରୁ ଭଲ ଖବର ମିଳିବ। ଧନ ସଂପତ୍ତି କ୍ରୟ କରିବେ। ପ୍ରତିଶ୍ରୁତି ପୂରଣ କରନ୍ତୁ । ଅନ୍ୟ ଲୋକଙ୍କ କାର୍ଯ୍ୟରେ ସମୟ ନିବେଶ କରିବେ। ସୌଜନ୍ୟ ଭାବ ମନରେ ରହିବେ। ବିଦ୍ୟାର୍ଥୀ ଲାଭବାନ ହେବେ। ସମ୍ମାନ ପ୍ରାପ୍ତି ହେବେ ।

ମୀନ- ଘାତ ଚନ୍ଦ୍ର ଯୋଗୁଁ ସାବଧାନ ରହିବା ବିଧେୟ । ବ୍ୟବସାୟରେ ଲାଭ ଯୋଗ ରହିଛି । କର୍ମ କ୍ଷେତ୍ରରେ ନୂତନ ପଦବୀ ମିଳିପାରେ। ପରିବାରରେ ସାମାନ୍ୟ ମନୋମାଳିନ୍ୟ ଦେଖାଦେବ। ଛାତ୍ରଛାତ୍ରୀମାନେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।

You Might Also Like

ଏସଆଇଆରଡି ଆଣ୍ଡ ପିଆର ପାଇଁ ଓଡ଼ିଶାକୁ ମିଳିଲା ୨ଟି ଜାତୀୟ ପଞ୍ଚାୟତ ପୁରସ୍କାର

ଓଡ଼ିଶା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ୨ ସପ୍ତାହ ମଧ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା

ଚୋରା ମଦ ବିକ୍ରି ବିରୁଦ୍ଧରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା!

ପୁରୀକୁ ଗଡିବ ହଜାରେ ବସ, ଯାତ୍ରୀଙ୍କୁ ୧୦ ଟଙ୍କାରେ ମିଳିବ ମିଲ୍

ମେ’ ପହିଲାରୁ ୩ ମାସ ବନ୍ଦ ରହିବ ଭିତରକନିକା

TAGGED:#horoscope#odishaMondayRashifal 2025
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?