Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: କାହିଁକି ବିଗବି କେବିସି ଛାଡ଼ିବେ ? କିଏ କରିବେ ହୋଷ୍ଟ ?
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

କାହିଁକି ବିଗବି କେବିସି ଛାଡ଼ିବେ ? କିଏ କରିବେ ହୋଷ୍ଟ ?

utkala khabar
Last updated: May 22, 2025 3:56 pm
utkala khabar
Published May 22, 2025
Share
SHARE

ମୁମ୍ଵାଇ ୨୨/୫ : ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ । ଗତ ୨୫ ବର୍ଷ ଧରି ସବୁଠାରୁ ଲୋକପ୍ରିୟ ଟିଭି ଶୋ’ ‘କୌନ ବନେଗା କରୋଡପତି’ ହୋଷ୍ଟ କରିଆସୁଛନ୍ତି। ଏହି ଶୋ’ରେ ଶାହରୁଖ ଖାଁ ଗୋଟିଏ ସିଜିନ୍ ମଧ୍ୟ ହୋଷ୍ଟ କରିଥିଲେ, କିନ୍ତୁ ସବିଏଁ ବିଗ୍‌ ବିଗ୍‌ ଖୋଜିଥିଲେ। ଏବେ ଲାଗୁଛି ଯେ ଏହି ଶୋ’ ସହିତ ତାଙ୍କର ଯାତ୍ରା ଶେଷ ହେବାକୁ ଯାଉଛି।

ସଲମାନ ଖାନ KBC ପାଇଁ ଆଲୋଚନାରେ କରୁଛନ୍ତି। ଏକ ସୂତ୍ରରୁ ଜଣାପଡିଛି ଯେ, “ସଲମାନ ଖାନ ଛୋଟ ପରଦାର ରାଜା ଏବଂ ଦର୍ଶକଙ୍କ ସହିତ ତାଙ୍କର ଭଲ ସମ୍ପର୍କ ଥିବାରୁ ସେ ଅମିତାଭ ବଚ୍ଚନଙ୍କ ସ୍ଥାନ ନେବା ପାଇଁ ଉପଯୁକ୍ତ ବ୍ୟକ୍ତି। ଏହା ମଧ୍ୟ କୁହାଯାଉଛି ଯେ ଟଙ୍କାକୁ ନେଇ ଆଲୋଚନା ଚାଲିଛି ଏବଂ ଯଦି ସବୁକିଛି ଠିକ୍ ରହେ ତେବେ ସଲମାନ ଖାନ ‘କୌନ ବନେଗା କରୋଡପତି’ର ନୂଆ ହୋଷ୍ଟ ହୋଇପାରିବେ। କାରଣ ଅମିତାଭ ବ୍ୟକ୍ତିଗତ କାରଣରୁ ଶୋ’ ଛାଡି ଦେଉଛନ୍ତି। ଏ ବିଷୟରେ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ।

ସଲମାନ ଖାନଙ୍କ ଲୋକପ୍ରିୟ ରିଆଲିଟି ଶୋ ‘ବିଗ୍ ବସ୍’ ବିଷୟରେ ମଧ୍ୟ ଖବର ଆସିଛି। ଏକ ରିପୋର୍ଟ ଅନୁଯାୟୀ, ସଲମାନ ଖାନ ଜୁନ ମାସରେ ଏହି ଶୋ’ର ପ୍ରୋମୋ ଭିଡିଓ ସୁଟିଂ କରିବେ। ଏହି ଶୋ’ ଜୁଲାଇ ମାସରୁ ଟିଭିରେ ପ୍ରସାରିତ ହେବ। ଏବେ ଏଣ୍ଡେମୋଲସାଇନ୍ ଇଣ୍ଡିଆ ନାମକ ଏକ ପ୍ରଯୋଜନା କମ୍ପାନୀ ‘ବିଗ୍ ବସ୍’ ପ୍ରଡ୍ୟୁସ୍‌ କରିବ।

You Might Also Like

ସୁନ୍ଦରଗଡ଼ରେ ବେଆଇନ ଖଣି ଖନନ ଉପରେ ମନ୍ତ୍ରୀଙ୍କ ନେତୃତ୍ୟ

କେଉଁ ରାଶି ବ୍ୟକ୍ତିଙ୍କ ପାଇଁ କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ ରହିବ ଜାଣନ୍ତୁ

କଟକ ନୂଆସାହି ଅଞ୍ଚଳରେ ଅଭାବନୀୟ ଘଟଣା, ଘର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

ତାତିରୁ ମିଳିପାରେ ମୁକ୍ତି, ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ

ପ୍ରଥମ କ୍ବାଲିଫାୟାର ମ୍ୟାଚ୍: ପଞ୍ଜାବ କିଙ୍ଗସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

TAGGED:#entertainment news#UTKALA KHABARAmitabh BachchanHost showLeave Kbc show
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?