Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆପଣ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ବ୍ୟବହାର କରୁଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଖବର…
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ବାଣିଜ୍ୟ

ଆପଣ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ବ୍ୟବହାର କରୁଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଖବର…

utkala khabar
Last updated: April 1, 2025 5:39 pm
utkala khabar
Published April 1, 2025
Share
SHARE

ଆପଣ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ବ୍ୟବହାର କରୁଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଏଣିକି ଆଉ ମାଗଣାରେ ଆପଣ ଫେସବୁକ୍ ଓ ଇନଷ୍ଟାଗ୍ରାମ ଚଲାଇପାରିବେ ନାହିଁ । ଏଥିପାଇଁ ଆପଣଙ୍କୁ ଟଙ୍କା ଦେବାକୁ ହେବ । ଆଜ୍ଞା ହିଁ, ଏହି ଖବର ଏବେ ବେଶ୍ ଚର୍ଚ୍ଚାରେ । ଆସନ୍ତୁ ଜାଣିବା ଏହାପଛର ସତ୍ୟତା…

ଆଜିକା ଦିନରେ ସମସ୍ତେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ବ୍ୟବହାର କରନ୍ତି। ବିଶ୍ୱର ଅନେକ ଲୋକ ଏଥିରୁ ରୋଜଗାର ମଧ୍ୟ କରୁଛନ୍ତି। କିନ୍ତୁ ଏବେ ମେଟା ଏହି ଦୁଇଟି ପ୍ଲାଟଫର୍ମ ବ୍ୟବହାର କରିବା ପାଇଁ ଉପଭୋକ୍ତାଙ୍କଠାରୁ ମାସିକ ଟଙ୍କା ନେବାକୁ ଯାଉଛି।

ଏପର୍ଯ୍ୟନ୍ତ ଭାରତରେ ଏଗୁଡ଼ିକୁ ବ୍ୟବହାର କରିବା ପାଇଁ କୌଣସି ଶୁଳ୍କ ଲାଗୁ କରାଯାଇ ନାହିଁ। କିନ୍ତୁ ମେଟା ଏବେ ଏକ ନୂତନ ରୁଲ୍ ଆଣିବାକୁ ଚିନ୍ତା କରୁଛି। ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ବ୍ୟବହାର କରିବା ପାଇଁ ଆପଣଙ୍କୁ ଦେୟ ଦେବାକୁ ପଡ଼ିପାରେ

ଯେଉଁମାନେ ଇନଷ୍ଟାଗ୍ରାମ ଏବଂ ଫେସବୁକରେ ବିଜ୍ଞାପନ ଦେଖିବାକୁ ଚାହୁଁନାହାଁନ୍ତି, ସେମାନଙ୍କୁ ଏଥିପାଇଁ ସବସ୍କ୍ରିପସନ ନେବାକୁ ପଡିବ। ଏହା ପରେ ଆପଣଙ୍କୁ ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ବିଜ୍ଞାପନ ଆସିବ ନାହିଁ ।ମେଟା ୟୁକେରେ ରହୁଥିବା ଉପଭୋକ୍ତାଙ୍କ ପାଇଁ ଏକ ସବସ୍କ୍ରିପସନ୍ ମଡେଲ୍ ପ୍ରଚଳନ କରିବାକୁ ଯୋଜନା କରୁଛି। ଏହି ନୂତନ ନୀତି ସେହି ଉପଭୋକ୍ତାଙ୍କ ପାଇଁ ଯେଉଁମାନେ ଫିଡରେ ବିଜ୍ଞାପନ ଦେଖିବାକୁ ପସନ୍ଦ କରନ୍ତି ନାହିଁ।

You Might Also Like

ବିରାଟଙ୍କ ସହ ବିବାଦ ମଧ୍ୟରେ ରାହୁଲଙ୍କୁ ଅନ୍‌ଫଲୋ କଲେ ଚହଲ-ପାଣ୍ଡ୍ୟା

୬୦୦ କର୍ମଚାରୀଙ୍କୁ ଛଟେଇ କଲା ଜମାଟୋ, ବିନା ନୋଟିସ୍‌ରେ ବିଦା କରିବାରୁ କର୍ମଚାରୀ ଅସନ୍ତୋଷ

ଦୀପିକା-ରଣବୀରଙ୍କ ଝିଅ ଦୁଆ ପାଇଁ କିଣିଲେ ୧୦୦ କୋଟି ଟଙ୍କାର ଆପାର୍ଟମେଣ୍ଟ

ଭାରତରେ ୮ ହଜାର X ଆକାଉଣ୍ଟ ବ୍ଳକ୍ ହେଲା

ମୋଦୀଙ୍କ ଫଟୋ ଥିବା ନେକଲେସ ପିନ୍ଧି ଚର୍ଚ୍ଚାରେ ମଡେଲ

TAGGED:#facebook#intragram#social media#viral news3utkal khabar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?