Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ପ୍ରଡ୍ୟୁସର ସଲିମ ଅଖତରଙ୍କ ପରଲୋକ, ୮୨ ବର୍ଷ ବୟସରେ ଦୁନିଆରୁ ବିଦାୟ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

ପ୍ରଡ୍ୟୁସର ସଲିମ ଅଖତରଙ୍କ ପରଲୋକ, ୮୨ ବର୍ଷ ବୟସରେ ଦୁନିଆରୁ ବିଦାୟ

utkala khabar
Last updated: April 9, 2025 3:40 pm
utkala khabar
Published April 9, 2025
Share
SHARE

ଫିଲ୍ମ ଜଗତରେ ଅନ୍ଧକାରର ଛାଇ ଘେରିହୋଇରହିଛି । ଜଣଙ୍କ ପରେ ଜଣେ ଭଲ କଳାକାରଙ୍କର ମର୍ତ୍ତ୍ୟମଣ୍ଡଳରୁ ବିଦାୟ ନେଉଛନ୍ତି । ଯେଉଁଥି ପାଇଁ ଇଣ୍ଡଷ୍ଟ୍ରିର ମେରୁଦଣ୍ଡ ଦୁର୍ବଳ ହେବାରେ ଲାଗିଛି । ମନୋଜ କୁମାରଙ୍କ ବିୟୋଗ ଖବରକୁ ନେଇ ଇଣ୍ଡଷ୍ଟ୍ରି ଜଗତରେ ଦୁଃଖର ଭାର କମି ନଥିବାବେଳେ ପୁଣି ଇଣ୍ଡଷ୍ଟ୍ରି ପାଇଁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ।

ବଲିଉଡ ଫିଲ୍ମର ପ୍ରଡ୍ୟୁସର ସଲିମ ଅଖତରଙ୍କ ଦେହାନ୍ତ ହୋଇଛି ।  ୮୨ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି । କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ୮ଏପ୍ରିଲ ତାରିଖ ଦିନ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ସଲିମ ଅଖତର । ୧୯୮୦ରୁ୧୯୯୦ ମସିହା ସମୟରେ ବେଶ୍ ସକ୍ରିୟ ଥିଲେ । ପରେ ସେ ନିଜ ପ୍ରଡକ୍ସନ ହାଉସ କ୍ରିଏଟ କରିଥିଲେ । ଯାହାର ନାମ ‘ଆଫତାବ ପିକ୍ଚର୍ସ’ନାମ ଥିଲା ।

ସେ ଶମା ଅଖତରଙ୍କୁ ବିବାହ କରିଥିଲେ । ବଲିଉଡରେ ଜଣାଶୁଣା ଚର୍ଚ୍ଚିତ ଅଭିନେତ୍ରୀ ରାଣୀ ମୁଖାର୍ଜୀ, ନମନ୍ନା ଭାଟିଆଙ୍କ ବ୍ୟତୀତ ମିଥୁନ ଚକ୍ରବର୍ତ୍ତୀ, ଅଜୟ ବେଗନଙ୍କ ଭଳି ଅନେକ ଷ୍ଟାରଙ୍କ କ୍ୟାରିୟର ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଗ୍ରହଣ କରିଥିଲେ । ଲଗାତାର ଭାବେ ବଲିଉଡ ଇଣ୍ଡଷ୍ଟ୍ରିରେ ସକ୍ରିୟ ରହିଥିଲେ । ବର୍ତ୍ତମାନ କିନ୍ତୁ ତାଙ୍କ ବିୟୋଗକୁ ନେଇ ଇଣ୍ଡଷ୍ଟ୍ରିରେ ଶୋକର ବାତାବରଣ ଖେଳିଯାଇଛି ।

ଅନ୍ୟପକ୍ଷରେ ୯ଏପ୍ରିଲ ଦ୍ବିପହର ୧.୩୦ମିନିଟରେ ଜୋହର ନମାଜ ପରେ ତାଙ୍କୁ ଇର୍ଲାର ମସଜିଦ ନିକଟରେ ତାଙ୍କୁ କବର ଦିଆଯିବା ଖବର ଶୁଣିବାକୁ ମିଳୁଛି । ସଲିମ ଅଖତରଙ୍କ ବିୟୋଗରେ ଅନେକ ସେଲିବ୍ରେଟି ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିଛନ୍ତି ।

You Might Also Like

ମିଶନ ଶକ୍ତିର ବଦଳିବ ରୂପରେଖ : ପ୍ରଭାତୀ ପରିଡା

ସଲମାନ ଖାନ୍‌ଙ୍କୁ ପୁଣି ମିଳିଲା ହତ୍ୟା ଧମକ

୧୪ ଦିନ ପରେ ପରସ୍ପରଙ୍କୁ ଦେଖିଲେ ଅପରାଧୀ ପ୍ରେମୀଯୁଗଳ

ଲକ୍ଷ୍ନୌକୁ ହରାଇଲା ପଞ୍ଜାବ

ପହଲଗାମ ହମଲା ପରେ ସଲମାନଙ୍କ ବଡ ନିଷ୍ପତ୍ତି, ପୋଷ୍ଟପୋନ୍ କଲେ ୟୁକେ ଟୁର୍‌

TAGGED:#bollywood producer#entertainment#manoj kumar death#salim akhtar#utkal khabar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?