Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ବାହାଘରର ୮ ବର୍ଷ ପରେ ବାପା ହେଲେ ଜାହିର ଖାନ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ବାହାଘରର ୮ ବର୍ଷ ପରେ ବାପା ହେଲେ ଜାହିର ଖାନ

utkala khabar
Last updated: April 16, 2025 2:45 pm
utkala khabar
Published April 16, 2025
Share
SHARE

ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଜାହିର ଖାନ ଏବଂ ଅଭିନେତ୍ରୀ ସାଗରିକା ଘଟକେଙ୍କ ଘରକୁ ଆସିଛନ୍ତି କୁନି ଅତିଥି । ଜାହିରଙ୍କ ପତ୍ନୀ ସାଗରିକା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ବିବାହର ଦୀର୍ଘ ୮ ବର୍ଷ ପରେ ଦୁହେଁ ପ୍ରଥମ ପିଲାଙ୍କୁ ଭିନ୍ନ ଅନ୍ଦାଜରେ ସ୍ବାଗତ କରିଛନ୍ତି । ଦୁହେଁ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଏହାସହିତ ପିଲାର ନାମ ମଧ୍ୟ ସମସ୍ତଙ୍କ ସହିତ ସେୟାର କରିଛନ୍ତି ।ସାଗରିକା ଏବଂ ଜାହିର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି, ବେବି ବଏର ମାତାପିତା ହେଇଗଲୁ । ଏହାସହିତ ପିଲାର ନାମ ଫତେହସିନ ଖାନ ରଖିଥିବା ଜଣାପଡିଛି ।

ଫଟୋରେ ଦୁହେଁ କଳାଧଳା ଫଟୋରେ ଜାହିରଙ୍କ କୋଳରେ ପୁଅକୁ ଧରିଥିବା ନଜର ଆସିଥିବା ବେଳେ ସାଗରିକା ସୋଫା କଡରେ ବସିଥିବା ନଜର ଆସିଛନ୍ତି । ଆଉ ଏକ ଫଟୋରେ ଦୁହେଁ ପିଲାର ହାତ ଧରିଥିବା ନଜର ଆସିଛନ୍ତି ।ସେମାନେ ଲେଖିଛନ୍ତି, ଭଲପାଇବା, କୃତଜ୍ଞତା ଏବଂ ଈଶ୍ବରଙ୍କ ଆଶୀର୍ବାଦ ଯୋଗୁଁ ଆମେ ଛୋଟ ପିଲା ଫତେହସିନ ଖାନଙ୍କୁ ସ୍ବାଗତ କରୁଛୁ । ଏହି ଫଟୋ ସେୟାର ହେବା ମାତ୍ରେ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି । ଅଙ୍ଗଦ ଦେବୀ, ହରଭଜନ ସିଂ ସହିତ ଅନ୍ୟ ଖେଳାଳି ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।ସୂଚନାଯୋଗ୍ୟ, ଦୁହେଁ ୨୦୧୭ରେ ବିବାହ କରିଥିଲେ । ଏବେ ବିବାହର ୮ ବର୍ଷ ପରେ ଦୁହେଁ ମାତାପିତା ହେବା ପରେ ସମସ୍ତେ ଖୁସି ହୋଇଯାଇଛନ୍ତି

 

You Might Also Like

ଧର୍ମ ଜାଗରଣ ସମିତିର ବୈଠକ ଅନୁଷ୍ଠିତ

୪୫ ଟପିଲା ଝାରସୁଗୁଡ଼ା ପାରଦ: ଆଜି ୪ ଜିଲ୍ଲାକୁ ହିଟୱେଭ ସତର୍କତା

ଅକ୍ଷୟ ତୃତୀୟାରେ କମିଲା ସୁନା ଓ ରୂପା ଦର, ଜାଣନ୍ତୁ କେଉଁଠି କେତେ ଅଛି ଦର ?

କଠଉରେ ଲୁଚି ରହିଛି ଉତ୍ତମ ସ୍ଵାସ୍ଥ୍ୟ ଜାଣନ୍ତୁ

୩୪ ନିଖୋଜ ଶିଶୁ ଉଦ୍ଧାର

TAGGED:#UTKALA KHABARCricket teamIndian cricket playerZaheer khan
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?