Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଭାରତରେ ଲଞ୍ଚ କଲା ଦମଦାର Tiguan କାର, ଜାଣନ୍ତୁ ଏହାର ଫିଚର୍ସ ଏବଂ ପ୍ରାଇସ୍
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ବାଣିଜ୍ୟ

ଭାରତରେ ଲଞ୍ଚ କଲା ଦମଦାର Tiguan କାର, ଜାଣନ୍ତୁ ଏହାର ଫିଚର୍ସ ଏବଂ ପ୍ରାଇସ୍

utkala khabar
Last updated: April 18, 2025 1:54 pm
utkala khabar
Published April 18, 2025
Share
SHARE

ହୁତ ଦିନର ଅପେକ୍ଷା ପରେ, Volkswagen India ଭାରତରେ ଏହାର ନୂଆ ସ୍ପୋର୍ଟି SUV Tiguan R-Line ଲଞ୍ଚ କରିଛି । ଏହି କାରର ପ୍ରାରମ୍ଭିକ ଏକ୍ସ-ଶୋରୁମ୍ ପ୍ରାଇସ୍ ୫୦ ଲକ୍ଷ ଟଙ୍କା ରଖାଯାଇଛି । Volkswagen କହିଛି ଯେ ଏହି କାରକୁ ଭବିଷ୍ୟରେ ପରିବତର୍ତ୍ତନ କରାଯାଇପାରିବ । Volkswagen Tiguan R-Line ନୂଆ MQB Evo ପ୍ଲାଟଫର୍ମର ଏକ ଅପଡେଟ୍ ଭର୍ସନରେ ପ୍ରସ୍ତୁତ କରାଯାଇଛି ।

Volkswagen Tiguan R-Line କୁ ପୂର୍ବ ଅପେକ୍ଷା ଅଧିକ ସ୍ପୋର୍ଟି ଲୁକ୍ ଏବଂ ଅନେକ ଫିଚର୍ସ ସହିତ ଲଞ୍ଚ କରାଯାଇଛି । ଏହି Volkswagen କାରଟି ୨.୦ ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ୍ ସହିତ ଲେସ୍ । ଯେଉଁଥିରେ ୭-ସ୍ପିଡ୍ DSG ଅଟୋମେଟିକ୍ ଗିୟରବକ୍ସ ଅଛି । ଏହି ଗାଡିଟି ଅଲ୍-ହ୍ବୁଲ୍ ଡ୍ରାଇଭ୍ ମୋଡରେ ଚାଲିବ । କାରଟିରେ ପ୍ରୋ ଆଡପ୍ଟିଭ୍ ସସପେନସନ୍ ଏବଂ Tiguan ର ନ୍ୟୁ ଜେନେରେସନ୍ ମଡେଲକୁ ନୂଆ ଷ୍ଟାଇଲ୍ ଦିଆଯାଇଛି । ଏହି କାର ଏକ ସାର୍ପ ଲୁକ୍ ସହିତ ଆସୁଛି ।

Tiguan R-Line ର ଫିଚର୍ସ ଏବଂ ଇଣ୍ଟେରିୟର :
Tiguan ର ଇଣ୍ଟେରିୟର ମଧ୍ୟ ମର୍ଡନ ଲୁକ୍ ପ୍ରଦାନ କରେ । Volkswagen Tiguan ଏକ ପରଫରମାନ୍ସ SUV ଯାହା ୧୫.୧-ଇଞ୍ଚ ଟଚସ୍କ୍ରିନ୍ ସହିତ ଆସିଥାଏ । ଏହି କାରର ପ୍ରାଇସ୍ ୫୦ ଲକ୍ଷ ଟଙ୍କା ରଖାଯାଇଛି । ଭାରତୀୟ ବଜାରରେ Tiguan ର ସେଲ୍ ପାଇଁ ପୂର୍ବରୁ ଉପଲବ୍ଧ ହୋଇସାରିଛି ।

କିନ୍ତୁ ଏବେ ୨.୦-ଲିଟର TSI ଇଞ୍ଜିନ୍ ସହିତ ଏହା ପୂର୍ବ ଅପେକ୍ଷା ଆହୁରି ପାୱାରଫୁଲ୍ ହୋଇଯାଇଛି । ଏହି Volkswagen କାରଟି ସମ୍ପୂର୍ଣ୍ଣ ଭାବରେ ବିନେଶରେ ତିଆରି ହୋଇଛି ।

ଏହି Volkswagen କାରରେ ଆପଣଙ୍କୁ ୬ଟି କଲର ଅପ୍ସନ ମିଳିପାରିବ । ଏହି କାରଟି ପର୍ସିମନ୍ ରେଡ୍ ମେଟାଲିକ୍ ଏବଂ ସିପ୍ରେସିନୋ ଗ୍ରୀନ୍ ମେଟାଲିକ୍ ଭଳି କଲରରେ ଉପଲବ୍ଧ । ଆପଣ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ କିମ୍ବା ନିକଟତମ ଡିଲରସିପକୁ ଯାଇ ଏହି କାର୍ ବୁକ୍ କରିପାରିବେ ।

ଯାହା ପ୍ରିମିୟମ୍ ସ୍ପୋର୍ଟି SUV Golf GTI ସହିତ ସେଲ୍ ହେବ । କାରର ସେଫ୍ଟି ଫିଚର୍ସ ବିଷୟରେ କହିବାକୁ ଗଲେ ଏଥିରେ ୯-ଏୟାରବ୍ୟାଗ୍ ଦିଆଯାଇଛି ଏବଂ ADAS ଲେବଲ୍ 2 ଫିଚର ରହିଛି । ଖାସ୍ କଥା ହେଉଛି ଯେ NCAP ସେଫ୍ଟି ରେଟିଙ୍ଗରେ 5–ଷ୍ଟାର୍ ରେଟିଂ ପାଇଛି ।

You Might Also Like

୧୦ ବର୍ଷ ପରେ ପ୍ରଥମ ଥର ପାଇଁ ପରିବର୍ତ୍ତନ ହେଲା Googleର ନୂଆ ଲୋଗୋ

ଖୁବ୍ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Tata Nanoର ଇଲେକ୍ଟ୍ରିକ୍ କାର୍

ଫ୍ଲିପକାର୍ଟର ଜବରଦସ୍ତ ସେଲ୍‌ ଶସ୍ତାରେ ମିଳିବ ଏସି ଠାରୁ ଆରମ୍ଭ କରି ସ୍ମାର୍ଟଫୋନ୍‌

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଜାଣନ୍ତୁ କେତେ ରହିଛି ?

ଅପରେସନ୍‌ ସିନ୍ଦୂର ; ଏଟିଏମ୍‌-ୟୁପିଆଇକୁ ଅର୍ଥ ମନ୍ତ୍ରଣାଳୟର କଡା ନିର୍ଦ୍ଦେଶ

TAGGED:#priceBusiness newsCar launchedFeaturesSUV Tiguan R-Line
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?