Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ନବମ ଥର ପାଇଁ ବିଜେଡିର ସଭାପତି ହେଲେ ନବୀନ ପଟ୍ଟନାୟକ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ନବମ ଥର ପାଇଁ ବିଜେଡିର ସଭାପତି ହେଲେ ନବୀନ ପଟ୍ଟନାୟକ

utkala khabar
Last updated: April 19, 2025 3:32 pm
utkala khabar
Published April 19, 2025
Share
SHARE

ରାଜ୍ୟ ୧୯/୪ : ନବମ ଥର ପାଇଁ ବିଜେଡିର ସଭାପତି ହେଲେ ନବୀନ ପଟ୍ଟନାୟକ । ସଭାପତି ଲାଗି ଏକମାତ୍ର ପ୍ରାର୍ଥୀ ଭାବେ ନବୀନ ନାମାଙ୍କନ ଭରିବା ପରେ ସର୍ବସମ୍ମତି କ୍ରମେ ନିର୍ଦ୍ୱନ୍ଦରେ ହୋଇଛନ୍ତି ନିର୍ବାଚିତ । ରାଜ୍ୟ ପରିଷଦ ବୈଠକରେ ସଭାପତି ଭାବେ ନବୀନଙ୍କ ନାଁ ଘୋଷଣା କରାଯାଇଛି । ନବୀନ ସଭାପତି ହେବା ପରେ ଦଳୀୟ ନେତା ଓ କର୍ମୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ନିର୍ବାଚିତ ହେବା ପରେ ଓଡ଼ିଶାର ପ୍ରିୟ ନେତା ବିଜୁ ବାବୁଙ୍କୁ ସ୍ମରଣ କରିଥିଲେ ବିଜେଡି ସୁପ୍ରିମୋ । କହିଥିଲେ, ବିଜୁ ବାବୁଙ୍କ ଆଦର୍ଶ ଆମକୁ ସବୁବେଳେ ବାଟ ଦେଖାଇବ । ଲୋକଙ୍କ ଆଶୀର୍ବାଦରୁ ୨୪ ବର୍ଷ ଧରି ରାଜ୍ୟର ସେବା କରିଥିଲା ବିଜେଡି ।୨୦୦୦ରୁ ୨୦୨୪ ରାଜ୍ୟ ବିକାଶର ସୁବର୍ଣ୍ଣ ଯୁଗ ଥିଲା । ବିଜେଡି ସବୁବେଳେ ରାଜ୍ୟବାସୀଙ୍କ ସେବା କରି ଚାଲିଛି , ଆଗାମୀ ସମୟରେ ମଧ୍ୟ ରାଜ୍ୟବାସୀଙ୍କ ସେବା କରିବ ବୋଲି କହିଛନ୍ତି ନବୀନ । ଆଞ୍ଚଳିକ ବିକାଶ ଉପରେ ବିଜେଡିର ଫୋକସ୍ । ଓଡ଼ିଶାର ହକ୍ ପାଇଁ ଆମର ଲଢ଼େଇ ଜାରି ରହିବ । ଓଡ଼ିଶାର ସ୍ଵାଭିମାନ ଆମ ପାଇଁ ସବୁଠୁ ଊର୍ଦ୍ଧ୍ଵରେ ବୋଲି କହିଥିଲେ ନବୀନ ।

You Might Also Like

ୟୁଟ୍ୟୁବର ପ୍ରିୟଙ୍କାଙ୍କ ସହ ଜ୍ୟୋତିଙ୍କ ଲିଙ୍କ୍ ନେଇ ତନାଘନା କରୁଛି ପୁରୀ ପୁଲିସ

ହୁ ହୁ ହୋଇ ଜଳିଗଲା ବ୍ୟାଟେରୀ ସ୍କୁଟି

କାଳବୈଶାଖୀ ଯୋଗୁଁ କମିଛି ପାରଦ, ୪ ଦିନ ପରେ ପୁଣି ବଢିବ ତାତି

SHG ମହିଳା ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣରେ ସୁଧ ଦେବେନି

ପୁଣି କମିଲା ସୁନା ଦର, ୨୨ ଓ ୨୪ କ୍ୟାରେଟ୍ ପିଛା କେତେ ଜାଣନ୍ତୁ

TAGGED:#odishaBJD PartyBJD PresidentNaveen Patnaik
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?