Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ତୁର୍କୀ, ତୀବ୍ରତା ୬.୦
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ତୁର୍କୀ, ତୀବ୍ରତା ୬.୦

utkala khabar
Last updated: April 23, 2025 5:54 pm
utkala khabar
Published April 23, 2025
Share
SHARE

ତୁର୍କୀ ୨୩ /୪ : ତୁର୍କୀରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ତୀବ୍ରତା ୬.୦ ବୋଲି ଜଣାପଡିଛି । ଭୂକମ୍ପ ଝଟକା ପରେ ଲୋକମାନେ ଭୟରେ ଘରୁ ଦୌଡି ଚାଲିଆସିଥିଲେ । ଭୂକମ୍ପରେ କ୍ଷୟକ୍ଷତି ବିଷୟରେ କିଛି ସୂଚନା ମିଳିନାହିଁ । ଭୂକମ୍ପ ଯୋଗୁଁ ଲୋକଙ୍କୁ ବିଲିଡିଂରୁ ସୁରକ୍ଷିତ ଭାବେ ବାହାର କରାଯାଇଛି ।

ଭୂକମ୍ପର କେନ୍ଦ୍ର ଇସ୍ତାନବୁଲର ପଶ୍ଚିମରେ ପ୍ରାୟ ୮୦ କିମି ଦୂର ସିଲିଭରି ଅଞ୍ଚଳରେ ବୋଲି ଜଣାପଡିଛି । ଏହାର ଗଭୀରତା ୧୦ କିମି । ଭୂକମ୍ପ ଯୋଗୁଁ ବାଲକୋନୀରୁ ଡେଇଁ ଜଣେ ଲୋକ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ, ୨୦୨୩ରେ ତୁର୍କୀରେ ଆସିଥିବା ବିନାଶକାରୀ ଭୂକମ୍ପ ଯୋଗୁଁ ଜନଜୀବନ ଛାରଖାର ହୋଇଯାଇଥିଲା । ଏହାର ତୀବ୍ରତା ୭.୮ ରହିଥିଲା ।

୨୪ ହଜାର ଲୋକ  ମୃତ୍ୟୁବରଣ କରିଥିଲେ  । ପାଖାପାଖି ଏକ ଲକ୍ଷ ଲୋକ ଆହତ ହୋଇଥିଲେ  ।

 

You Might Also Like

କେମିତି କଟିବ ଆଜିର ଦିନ

ଏପ୍ରିଲ ୧୮ ତାରିଖ ଶୁକ୍ରବାର ପଡ଼ୁଥିବାରୁ ଆଜିର ଦିନଟି କେମିତି କଟିବ ଜାଣନ୍ତୁ

ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ପାକିସ୍ତାନ ଉପରେ ଭାରତର ଆଉ ଗୋଟିଏ ଆକ୍ସନ, ଆମଦାନୀ ଓ ରପ୍ତାନୀ ସଂପୂର୍ଣ୍ଣ ଭାବେ ବନ୍ଦ

ଅତ୍ୟଧିକ ଲିଚୁ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ

TAGGED:#UTKALA KHABARDisasterEmergency AuthorityIstanbulMagnitude 6.2Turkey earthquake
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?