Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆପଣ ଡିପ୍ରେସନରେ ରହୁଛନ୍ତି କି? ତେବେ ଜାଣନ୍ତୁ କ’ଣ ରହିଛି ଏହାର କାରଣ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ଆପଣ ଡିପ୍ରେସନରେ ରହୁଛନ୍ତି କି? ତେବେ ଜାଣନ୍ତୁ କ’ଣ ରହିଛି ଏହାର କାରଣ

utkala khabar
Last updated: April 30, 2025 3:49 pm
utkala khabar
Published April 30, 2025
Share
SHARE

ବେଳେବେଳେ କୌଣସି କାରଣରୁ ଆମେ ଦୁଃଖୀ, ଉଦାସ ରହିଥାଉ । ଅନେକାଂଶ ସମୟରେ ଦୁଃଖୀ ହେବାର କୌଣସି କାରଣ ହିଁ ନଥାଏ । ଅନେକ ଲୋକ କୁହନ୍ତି ଉଦାସ ହୋଇ ରହିବା ଅଭ୍ୟାସ ଥାଏ । ହେଲେ ଦୁଃଖ ପଛରେ କାରଣ ଲୁଚି ରହିଥାଏ । ବାରମ୍ବାର ଦୁଃଖୀ, ଉଦାସ ରହିବା ଦ୍ଵାରା ଡିପ୍ରେସନର କାରଣ ହୋଇପାରେ । ତେଣୁ ଏଭଳି ସମସ୍ୟାଠାରୁ ନିଜକୁ ଦୂରେଇ ରଖିବା ଗୁରୁତ୍ବପୂର୍ଣ୍ଣ ।

ଯଦିଓ ପାଣିପାଗ, ପରିବେଶରେ ପରିବର୍ତ୍ତନ, ନିଦରେ କମି, ହର୍ମୋନାଲ ଏବଂ ପରିୟର୍ଡସରେ ପରିବର୍ତ୍ତନ, ଗର୍ଭବତୀ ସମୟରେ ଦୁଃଖୀ, ଉଦାସ ଅନୁଭବ ହେବାରେ ଲାଗିଥାଏ । ଏକ୍ସରସାଇଜ୍, ମେଡିଟେସନ ଏବଂ ବିଶ୍ରାମ କରିବା ଫଳରେ କିଛି ସମୟ ପାଇଁ ଆମକୁ ରିଲାକ୍ସ ଲାଗିବାରେ ସାହାଯ୍ୟ କରିଥାଏ । ଆପଣ ଉଦାସ ଏବଂ ଦୁଃଖୀ ରହୁଛନ୍ତି କି? ତେବେ ଜାଣନ୍ତୁ କେଉଁ କାରଣରୁ ଏପରି ସମସ୍ୟା ଦେଖାଦେଇଥାଏ ତେବେ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।

ବ୍ୟାୟୋଲୋଜିକାଲ କାରଣ : ଯଦି ଆପଣ ଉଦାସ ରହୁଛନ୍ତି ତେବେ ଆପଣ ସେରୋଟୋନିନ ଏବଂ ଡୋପାମାଇନ ହରମୋନ ହୋଇଥାଇପାରେ ।ଅକ୍ସିଟୋସିନ, ବେସୋପ୍ରାଟିନ ଏବଂଏଣ୍ଡୋଜେନି, ଓପିଓଇଡ ଭଳି ରାସାୟନିକ ପ୍ରୋଲକ୍ଟିନ ଏବଂ ଟେଷ୍ଟୋଷ୍ଟେରୋନ ଭଳି ହର୍ମୋନ ଥିବା ଫଳରେ ବ୍ୟକ୍ତିଙ୍କ ଉପରେ କାନ୍ଦିବା ଭଳି ପ୍ରଭାବ ପଡିଥାଏ । ପ୍ରଭାବିତ ହେବା ଯୋଗୁଁ ଆପଣ କାହିଁକି ଦୁଃଖୀ ରହୁଛନ୍ତି ତା’ର କାରଣକୁ ସ୍ପଷ୍ଟ କରିଥାଏ ।

ହର୍ମୋନାଲରେ ପରିବର୍ତ୍ତନ : ରିପୋର୍ଟ ଅନୁଯାୟୀ ହରମୋନରେ ପରିବର୍ତ୍ତନ ହେବା ଫଳରେ ମନୋଭାବରେ ପରିବର୍ତ୍ତନ,  ଚିଡ଼ିଚିଡ଼ା, ନର୍ଭସନେସ୍, ପ୍ରେସର ଏବଂ ଦୁଃଖ ଉଦାସ ଭଳି ଲକ୍ଷଣଗୁଡ଼ିକୁ ଆପଣଙ୍କୁ ପ୍ରଭାବିତ କରିଥାଏ। ମାସିକ ଋତୁସ୍ରାବ କିମ୍ବା ଗର୍ଭାବସ୍ଥାରେ ହରମୋନ ଅସନ୍ତୁଳନ ହେବା ଦ୍ବାରା ଦୁଃଖ, ଉଦାସକୁ ବଢାଇଦେଇଥାଏ ।

ମାନସିକ ସ୍ଥିତିରେ ପରିବର୍ତ୍ତନ : ବେଳେବେଳେ ଆଘାତ ପାଇବା ଦ୍ବାରା ଆମେ ଦୁଃଖୀ ଉଦାସ ଅନୁଭବ କରିଥାଉ । ଯାହା ଆମକୁ ମାନସିକ ସ୍ତରରେ ସିଧାସଳଖ ପ୍ରଭାବ ପକାଇଥାଏ । ହଠାତ୍ ପୁରୁଣା କଥାକୁ ନେଇ ଆମେ ଦୁଃଖୀ ହେଇଯାଉ । କିନ୍ତୁ ଆମେ ସେସବୁ ଜାଣି ପାରିନଥାଉ ।

ପରିବେଶରେ ପରିବର୍ତ୍ତନ : ଯଦି ଆପଣ ବାରମ୍ବାର ଉଦାସ ରହୁଛନ୍ତି ତେବେ ପରିବେଶ ଉପରେ ଧ୍ୟାନ ଦିଅନ୍ତୁ । ଅନେକ ଗବେଷକ କୁହନ୍ତି ଯେ, ସୂର୍ଯ୍ୟକିରଣ ପ୍ରଭାବ ଯୋଗୁଁ ସେରୋଟିନିନ୍ ସ୍ତରକୁ ବଜାୟ ରଖିବାରେ ସହାୟକ ହୋଇଥାଏ । ତେଣୁ ଅନ୍ଧାରରେ ରହିବା ଅପେକ୍ଷା ସୂର୍ଯ୍ୟକିରଣରେ ରହିବା ଦ୍ବାରା ଆପଣଙ୍କ ଦୁଃଖକୁ ଦୂର କରି ଖୁସି ପ୍ରଦାନ କରିଥାଏ ।

You Might Also Like

ଜାଣନ୍ତୁ ଆଜି ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ

ଆତଙ୍କୀ ଭୟ; ସାରା ରାତି ପୁରୀରେ ଚେକିଂ ଏବଂ ବ୍ଲକିଂ

ଖରାଦିନେ ସୁଇମିଂ ପୁଲ୍ ଯାଉଛନ୍ତି କି ? ତେବେ ସତର୍କ ହୋଇଯାଆନ୍ତୁ

ଶନିବାର ଆଜିର ଦିନଟି କେମିତି କଟିବ ଆପଣଙ୍କର ଜାଣନ୍ତୁ

ଭିଟାମିନ-ଡିରେ ଭରପୂର ମସରୁମ୍, ଜାଣନ୍ତୁ କିପରି ଡାଏଟରେ କରିବେ ସାମିଲ

TAGGED:#lifestyle#UTKALA KHABARDepressionLifestyle newsReasons
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?