Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଛାତ୍ରଛାତ୍ରୀମାନେ ମୂଲ୍ୟାଙ୍କନ ପାଇଁ ଆବେଦନ କରିପାରିବେ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଛାତ୍ରଛାତ୍ରୀମାନେ ମୂଲ୍ୟାଙ୍କନ ପାଇଁ ଆବେଦନ କରିପାରିବେ

utkala khabar
Last updated: May 3, 2025 5:10 pm
utkala khabar
Published May 3, 2025
Share
SHARE

କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ ଖୁବଶୀଘ୍ର ୧୦ମ ଏବଂ ୧୨ଶ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ ହେବ । ପରୀକ୍ଷା ଫଳ ପ୍ରକାଶନ ହେବା ନେଇ ପରୀକ୍ଷାର୍ଥୀ ଅପେକ୍ଷା କରି ରହିଛନ୍ତି । କିନ୍ତୁ ବୋର୍ଡ ରେଜଲ୍ଟ ବାହାରିବା ପୂର୍ବରୁ ବଡ଼ ନିଷ୍ପତ୍ତି ନେଇଛି ।ସିବିଏସଇ ୧୦ମ ଏବଂ ୧୨ଶ ବୋର୍ଡ ପରୀକ୍ଷା ପରେ ହେବାକୁ ଥିବା ପୁନଃମୂଲ୍ୟାଙ୍କନ ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନ କରିଛି । ଏହି ପରିବର୍ତ୍ତନ ଛାତ୍ରଛାତ୍ରୀଙ୍କ ଅଧିକ ପାରଦର୍ଶିତା ଏବଂ ଆତ୍ମନିର୍ଭରତା କରିବା ପାଇଁ ମୂଳ ଲକ୍ଷ୍ୟ । ଏବେ ପିଲାମାନେ ପରୀକ୍ଷାର୍ଥୀ ନିଜର ଉତ୍ତର ପୁସ୍ତିକାର ଫଟୋକପି ଦେଖିପାରିବେ, ଏହାପରେ ପୁନଃ-ମୂଲ୍ୟାଙ୍କନ ପାଇଁ ଆବେଦନ କରିପାରିବେ ।ନୂଆ ପ୍ରଣାଳୀ ପାଇଁ ଛାତ୍ରଛାତ୍ରୀ ପ୍ରଥମେ ସିବିଏସଇ ଠାରୁ ନିଜର ଉତ୍ତର ପୁସ୍ତିକାର ଫଟୋକପି ଆଣିବାକୁ ହେବ । ଏହାପରେ କେଉଁ ଉତ୍ତରରେ କେତେ ମାର୍କ ମିଳିଛି, ଆଉ କେଉଁ ପ୍ରଶ୍ନରେ କେତେ କଟିଛି, ତାହା ଦେଖିବା ପରେ ପୁଣି ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କରିପାରିବେ ।

କେମିତି କରିବେ ଆବେଦନ 

  • ପ୍ରଥମେ ଅଫିସିଆଲ ସାଇଟକୁ ଯାଇ ଆବେଦନ କରି ଉତ୍ତର ପୁସ୍ତିକାର ଫଟୋକପି ପାଇବାକୁ ହେବ ।
  • ଏହାପରେ ମାର୍କ ଯାଞ୍ଚ କରନ୍ତୁ ।
  • ମାର୍କ ଯାଞ୍ଚ କରିବା ପରେ ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କରିପାରିବେ ।
  • ପୂର୍ବରୁ ଛାତ୍ରଛାତ୍ରୀମାନେ ପ୍ରଥମେ ମାର୍କ ପାଇବା ପାଇଁ ଆବେଦନ କରୁଥିଲେ । ଏହାପରେ ଫଟୋକପି ମିଳିବା ପରେ ରିଚେକିଂ ପାଇଁ ଆବେଦନ କରୁଥିଲେ । କିନ୍ତୁ ଏବେ ଛାତ୍ରଛାତ୍ରୀମାନେ ନିଜର ଉତ୍ତରପୁସ୍ତିକା ଜରିଆରେ କେତେ ମାର୍କ ପାଇଛନ୍ତି, ଆଉ କେତେ କଟିଛି, ଜାଣିବା ପରେ ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କରିପାରିବେ । ଏହାଦ୍ବାରା ଛାତ୍ରଛାତ୍ରୀଙ୍କୁ ଉଚିତ ନିର୍ଣ୍ଣୟ ନେବାରେ ସହାୟତା ହେବ ।

You Might Also Like

ହଂକଂ ସିଙ୍ଗାପୁରରେ ନୂଆ ମାମଲା ଚିହ୍ନଟ,କରୋନା ଭାଇରସ୍ ଯୋଗୁଁ ୩୧ ଜଣଙ୍କର ମୃତ୍ୟୁ

ଏୟାର କୁଲର ଅଫର, ଏହି କୁଲରଗୁଡିକ ମଧ୍ୟ ଏସିକୁ ଦେବ କଡ଼ା ଟକ୍କର

ମୋଦିଙ୍କୁ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ ସଲମାନ ଏମିତି କରିଥିଲା ନିମନ୍ତ୍ରଣ, ସାଉଦି ଏୟାର ଫୋର୍ସ F-15 ଫାଇଟର ଜେଟ କରିଥିଲା ଏସ୍କର୍ଟ

ଆସନ୍ତା ୨୨ରେ ମିଳିବ ‘ସୁଭଦ୍ରା’ କିସ୍ତି, ସର୍ଭେ ପରେ ଦିଆଯିବ ତୃତୀୟ ପର୍ଯ୍ୟାୟ ଟଙ୍କା

ସରକାରୀ ଚାକିରି ଆବେଦନ ସମୟ ସୀମା ୩୨ ବର୍ଷରୁ ୪୨ ବର୍ଷକୁ ବୃଦ୍ଧି

TAGGED:#odisha#UTKALA KHABARCBSEStudents
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?