Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆଜି ହେଉଛି ପବିତ୍ର ସୀତାନବମୀ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ବିଶେଷ

ଆଜି ହେଉଛି ପବିତ୍ର ସୀତାନବମୀ

utkala khabar
Last updated: May 5, 2025 12:39 pm
utkala khabar
Published May 5, 2025
Share
SHARE

ବୈଶାଖ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ସୀତାର ନବମୀ ପାଳନ କରାଯାଏ । ଆଜି ହେଉଛି ସେହି ପବିତ୍ର ସୀତା ନବମୀ । ପୌରାଣିକ ପ୍ରଥା ଅନୁଯାୟୀ ବିଶ୍ଵାସ କରାଯାଏ ଯେ, ଏହି ଦିନରେ ମାତା ସୀତା ଧରିତ୍ରୀରୁ ଆବିର୍ଭାବ ହୋଇଥିଲେ । ଏହି ଦିନକୁ ମନେ ରଖିବା ପାଇଁ  ସୀତା ନବମୀ ରୂପରେ ପାଳନ କରାଯାଇଆସୁଛି । ଏହାକୁ ସୀତା ନବମୀ ବ୍ୟତୀତ ଜାନକୀ ନବମୀ ମଧ୍ୟ କୁହାଯାଇଥାଏ । ତେବେ ଆସନ୍ତୁ ଏହି ତିଥିର ଶୁଭ ମୁହୂର୍ତ୍ତ ଏବଂ ପୂଜା ବିଧି ବିଷୟରେ ଜାଣିବା ।

ମେ ୫ ତାରିଖ ଅର୍ଥାତ୍ ଆଜି ହେଉଛି ସେହି ପବିତ୍ର ଦିନ । ଏହି ତିଥି ପ୍ରାୟ ରାମନବମୀର ଠିକ୍ ଗୋଟେ ମାସ ପରେ ପାଳିନ କରାଯାଇଥାଏ । ଏହି ଦିନରେ ଯଦି ଆମେ ମା’ ସୀତା ଏବଂ ରାମଙ୍କୁ ପୂଜାର୍ଚ୍ଚନା କରିବା ତେବେ ତାଭ୍କ ବିଶେଷ କରୁଣା ଲାଭ ହୋଇଥାଏ । ଏହି ଦିନରେ ମାତା ସୀତାଙ୍କୁ ପୂଜା କରିବା ଦ୍ବାରା ଅପରା କୁଣା ବର୍ଷା ହୋଇଥାଏ ।  ବିଶ୍ଵାସ ରହିଛି ଯେ, ଏହି ଦିନରେ ମାତା ସୀତାଙ୍କୁ ଆରାଧନା କରିବା ଦ୍ଵାରା ଆର୍ଥିକ ସମସ୍ୟା ଦୂରିଭୁତ ହୋଇଥାଏ । ଏହା ଛଡା ମା’ ଲକ୍ଷ୍ମୀଙ୍କ କରୁଣା ମଧ୍ୟ ପ୍ରାପ୍ତ ହୋଇଥାଏ  ।

ବିଶ୍ଵାସ  କରାଯାଇଆସୁଛି ଯେ, ଏହି ଦିନରେ ମା’ଙ୍କୁ ପୂଜା କଲେ ୧୬ମହାଦାନ ଫଳର ଅଧିକାରୀ ହେବେ ।  ବୈବାହିକ ଜୀବନରେ ସୁଖ ଏବଂ ସମୃଦ୍ଧି ପାଇବା ପାଇଁ ସୀତା ନବମୀକୁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ଏହି ଦିନ ବିବାହିତ ମହିଳାମାନେ ଉପବାସ ରଖନ୍ତି ଏବଂ ସାରା ଜିବନ ଖିସି ରହିବା ପାଇଁ ପ୍ରାର୍ଥନା କରନ୍ତି ।

You Might Also Like

ଚୀନ ଓ ତୁର୍କୀ ‘ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସ’ କୁ ବ୍ଲକ କରାଗଲା

ମ୍ୟାଚ୍‌କୁ ଜିତି ମୁମ୍ବାଇର କ୍ଵାଲିଫାୟର-୨ରେ ପଞ୍ଜାବ ସହ ମୁକାବିଲା

ଔଷଧ ଦୋକାନରେ ଇଞ୍ଜେକ୍ସନ ଫୋଡିବା ମନା

ହାତକୁ ଦି’ହାତ ହେଲେ ହିନା ଖାନ

ଚାରି ଅଭିଯୁକ୍ତ ସ୍ୱୀକାର କଲେ ନିଜର ଅପରାଧ , ସୋନମ ମାଷ୍ଟରମାଇଣ୍ଡ

TAGGED:#odisha#UTKALA KHABARSita navamiState news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?