Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଭାରତର ପ୍ରଚଣ୍ଡ ଆକ୍ରମଣରେ ଛାନିଆ ପାକିସ୍ତାନ, ଯୁଦ୍ଧ ଛାଡି ଭୟରେ ଲୁଚିଲେନି ସେନା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଭାରତର ପ୍ରଚଣ୍ଡ ଆକ୍ରମଣରେ ଛାନିଆ ପାକିସ୍ତାନ, ଯୁଦ୍ଧ ଛାଡି ଭୟରେ ଲୁଚିଲେନି ସେନା

utkala khabar
Last updated: May 9, 2025 11:43 am
utkala khabar
Published May 9, 2025
Share
SHARE

ପାକିସ୍ତାନ ୦୯/୫ : ସୂହାଗର ବଦ୍‌ଲା ନେଉଛି ସିନ୍ଦୂର । ଆତଙ୍କୀ ଉପରେ ଘନ ଘନ ମିଶାଇଲ ମାଡ କରୁଛି ଭାରତ । ଭାରତୀୟ ସେନାର ପ୍ରଚଣ୍ଡ ପ୍ରହାର ଦେଖି ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ । ପୁଣି ହମ୍‌ଲା କରିବାକୁ ଉଦ୍ୟମ କରି ଫେଲ୍‌ ମାରିଛି । ପାକିସ୍ତାନ ଭାରତର ୧୧ ସହର ଉପରେ ଡ୍ରୋନ ଆଟାକ କରିଥିଲା । ଯାହାକୁ ଭାରତର ଏୟାର ଡିଫେନ୍ସ ସିଷ୍ଟମ ଭଣ୍ଡୁର କରିଦେଇଛି । ଭାରତ ପାକିସ୍ତାନର ୫୦ରୁ ଅଧିକ ଡ୍ରୋନ ନଷ୍ଟ କରିଦେଇଛି । ଆଉ ପାକିସ୍ତାନର ଅନେକ ସହର ଉପରେ ଦୃଢ ଆକ୍ସନ ନେଇଛି ।  ଯାହାକୁ ନେଇ ଭୟରେ ଥରୁଛି ପାକିସ୍ତାନ ।

ଯୁଦ୍ଧ ଛାଡି ସେନା ଲୁଚି ପଳାଉଥିବା ଖବର ଆସିଛି । ଭାରତୀୟ ସେନା ପାକିସ୍ତାନକୁ ଚେତାବନୀ ଦେଇଛି କି ତାର ସବୁ ଷଡଯନ୍ତ୍ରର ମୁହଁତୋଡ ଜବାବ ଦେବ । ଏହା ପରେ ଭାରତ ପାକିସ୍ତାନ ଉପରେ ପ୍ରଚଣ୍ଡ ପ୍ରହାର କରିବା ଆରମ୍ଭ କରିଦେଇଥିଲା ।  ଆଉ ପାକିସ୍ତାନର ଅନେକ ବଡ ସହରକୁ ଟାର୍ଗେଟ କରିଥିଲା । ଯେଉଁଥିଲେ ଲାହୋର, ଇସଲାମାବାଦା,କରାଚି,ପେଶୱାର, ସିଆଲକୋଟ ଓ ମୁଜାଫରବାଦା ରହିଛି। ଭାରତର ପ୍ରଚଣ୍ଡ ପ୍ରହାର ଦେଖି ଭୟରେ ଥରୁଛି ପାକିସ୍ତାନ । ସେନା ଭିତରେ ଖେଳିଯାଇଛି ଆତଙ୍କର ବାତାବରଣ ।

ସେନା ଓ ତାଙ୍କ ପରିବାର ଲୋକଙ୍କ ମନରେ ଜୀବନ ଚାଲିଯିବାର ଭୟ ରହିଛି । ଭାରତର କାର୍ଯ୍ୟାନୁଷ୍ଠାନ ଦେଖି ସେମାନେ ଭାବିସାରିଲେଣି କି ସେମାନଙ୍କ ଉପରେ କେଉଁ ମୁହୁର୍ତ୍ତରେ ଆକ୍ରମଣ ହୋଇପାରେ । ସୂତ୍ର ମୁତାବକ ଯୁଦ୍ଧ ଛାଡି ଯିଏ ଲୁଚିବାକୁ ବସିଲେଣି । ଭାରତୀୟ ସେନା ସହ ଲଢିବାକୁ ସେମାନେ ଭୟ କରୁଥିବା ସ୍ପଷ୍ଟ ଜଣାପଡୁଛି ।

 

You Might Also Like

ମେ ୧୨ରୁ କାର୍ଯ୍ୟକ୍ଷମ ହେବ ନୂଆ ଭୁବନେଶ୍ୱର ଷ୍ଟେସନ

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରାୟ ୧୨ ଲକ୍ଷ ଆଡଭାନ୍ସ ବୁକିଂ ବାତିଲ

ଏହି ଉପାୟରେ ବ୍ୟବହାର କରନ୍ତୁ ସୋରିଷ ତେଲ

ତେଜପତ୍ରର ୧୦ଟି ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ

ପଣସର ଦମଦାର ଫାଇଦା, ଜାଣନ୍ତୁ

TAGGED:#pakisthan#UTKALA KHABARIndia counter attackindia vs pakistanPanicwar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?