Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଜାଣନ୍ତୁ ଆଜିର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ

utkala khabar
Last updated: May 10, 2025 10:25 am
utkala khabar
Published May 10, 2025
Share
SHARE

ଧନୁ – ବ୍ୟସ୍ତ ହୋଇ କୌଣସି ନିଷ୍ପତି ନିଅନ୍ତୁ ନାହିଁ । ଦୃଢ଼ ମନା ହୁଅନ୍ତୁ  ସଂପତ୍ତି କ୍ରୟ କରିବା ପାଇଁ ଆଗ୍ରହୀ ହେବେ। ବନ୍ଧୁଙ୍କ ଠାରୁ ଉପହାର ମିଳିବ । ବ୍ୟବସାୟୀ ମାନେ ଅଧିକ ଲାଭ ଆଶା ରେ ରହିବେ । ଛାତ୍ର ଛାତ୍ରୀ ମାନେ ଖୁସି ମନ ରେ ରହିବେ।

ମକର – ଆଜି ଆପଣଙ୍କୁ ମିଶ୍ର ଫଳ ମିଳିବ ।ପରିବାର ରେ ସୁଖ ଶାନ୍ତି ଲାଗି ରହିବ । ନେଇ ଥିବା ଉଧାର ଆଜି ଫେରସ୍ତ କରିବେ ।ଅନ୍ଧ ଭଳି କାହାକୁ ଭରସା କରନ୍ତୁ ନାହିଁ ।କିଛି ଶୁଭ କର୍ମ ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ । ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ ।

ମୀନ – ଦିନଟି ଏତେ ଫଳପ୍ରଦ ହେବ ନାହିଁ । ଅଯଥା ଖର୍ଚ୍ଚ ରୁ ଦୂରେଇ ରୁହନ୍ତୁ । ବନ୍ଧନ ର ଭୟ ଆପଣଙ୍କୁ ରହିବ । ପୁରୁଣା ବନ୍ଧୁ ଙ୍କ ମିଳନ ହୋଇ ପାରେ । ବ୍ୟବସାୟ ରେ ସଂପୂର୍ଣ୍ଣ ଧ୍ୟାନ ଦେବେ  ନହେଲେ କ୍ଷତି ହୋଇ ପାରେ । ଦାମ୍ପତ୍ୟ ଜୀବନ ମଧ୍ୟମ ଫଳ ଦେବ

କୁମ୍ଭ –  ଆଜି ଦିନଟି ଉତ୍ତମ ଫଳ ପ୍ରଦାନ କରିବ । ଚାକିରି କ୍ଷେତ୍ର ରେ ପଦୋନ୍ନତି ର ଯୋଗ ଅଛି । ବିଦ୍ୟାର୍ଥୀ ମାନେ ଫଳାଫଳ କୁ ଅପେକ୍ଷା କରିବେ । ନୂତନ  ଯାନବାହାନ  କ୍ରୟ   କରି ପାରନ୍ତି । ନୂତନ ସ୍ଥାନ ପ୍ରାପ୍ତି ର ଯୋଗ ରହିଛି । ଆୟ ଉତ୍ତମ ରହିବ ।

ମୀନ – ଦିନଟି ଏତେ ଫଳପ୍ରଦ ହେବ ନାହିଁ । ଅଯଥା ଖର୍ଚ୍ଚ ରୁ ଦୂରେଇ ରୁହନ୍ତୁ । ବନ୍ଧନ ର ଭୟ ଆପଣଙ୍କୁ ରହିବ ।ପୁରୁଣା ବନ୍ଧୁ ଙ୍କ ମିଳନ ହୋଇ ପାରେ । ବ୍ୟବସାୟ ରେ ସଂପୂର୍ଣ୍ଣ ଧ୍ୟାନ ଦେବେ ନହେଲେ କ୍ଷତି ହୋଇ ପାରେ । ଦାମ୍ପତ୍ୟ ଜୀବନ ମଧ୍ୟମ ଫଳ ଦେବ

ମେଷ –  ଧନ ପ୍ରାପ୍ତି ର ଯୋଗ ରହିଛି । ମନ ପ୍ରସନ୍ନ ରହିବ । ଉତ୍ସାହ ର ସହ କାର୍ଯ୍ୟ କରିବେ । ଅର୍ଥ ନିବେଶ ପାଇଁ ଦିନଟି ବହୁତ୍ ଉତ୍ତମ ରହିବ । ମାଲି ମାକୋଦ୍ଦାମା ରେ ଜୟଯୁକ୍ତ ହେବେ ।ଛାତ୍ର ଛାତ୍ରୀ ମାନେ ଅଧିକ ପରିଶ୍ରମ କରି ସଫଳତା ହାସଲ କରିବେ ।

ବୃଷ  – କର୍ମ ଚଞ୍ଚଳ ରହିବେ । ମାନସିକ ଚିନ୍ତା ରେ ରହି ନିଷ୍ପତି ନେବେ  ଓ ସଫଳତା ମଧ୍ୟ ମିଳିବ । ପରିବାରରେ ସାହାଯ୍ୟ ସହନଭୂତି ଲାଗି ରହିବ । ମିଳୁନଥିବା ଅର୍ଥ ହଠାତ୍ ପ୍ରାପ୍ତି ହେବ । ନୂତନ ଯାନବାହାନ କ୍ରୟ କରିବେ । ଛାତ୍ର ଛାତ୍ରୀ ମାନେ ବ୍ୟସ୍ତତା ରେ ଦିନ କାଟିବେ।

ମିଥୁନ  – ଦେହ ଅସୁସ୍ଥ ରହିବାର ସୂଚନା ମିଳେ । ଦିନଟି ଆପଣଙ୍କର ମଧ୍ୟମ ଫଳ ଦେବ । କାର୍ଯ୍ୟ କ୍ଷେତ୍ର ରେ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି ହୋଇ ପାରେ । ମାନସିକ ଚାପ ବଢିବ ।ବିଚ୍ଛେଦ ହୋଇଥିବା ସମର୍କ ନୂତନ ମୋଡ଼ ନେବ । ବ୍ୟବସାୟ ରେ ଏତେ ଲାଭ ଯୋଗ ନାହିଁ ।

କର୍କଟ – ଦିନଟି ଅତ୍ୟନ୍ତ ଖୁସି ଖବର ଦେବ । ବ୍ୟବସାୟୀ ମାନଙ୍କର ନୂତନ ଚୁକ୍ତି ଯୋଗୁଁ ଲାଭବାନ ହେବାର ସମ୍ଭାବନା ରହିଛି । ମାତା ପିତା ଙ୍କ ଆଶୀର୍ବାଦ ମିଳିବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀ ମାନେ ପରୀକ୍ଷା ରେ ସଫଳତା ଅର୍ଜନ କରିବେ ।

ସିଂହ – ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ । ମାନସିକ ସ୍ଥିତି ଠିକ୍ ରହିବ ନାହିଁ । କିଛି ଭୁଲ ନିଷ୍ପତି ମଧ୍ୟ ନେଇ ପାରନ୍ତି । ଅନ୍ୟ ଲୋକଙ୍କ କଥା କୁ ଅଧିକ ଗୁରୁତ୍ଵ ଦେବ । ଏକା ସହ ଏକାଧିକ କାର୍ଯ୍ୟ ରେ ଯୋଗଦାନ କରିବେ। ରୋଗ ଶୋକ ବଢିବ ।

କନ୍ୟା – ଆଜି ଆପଣଙ୍କୁ ମିଶ୍ର ଫଳ ଲାଭ ହେବ । ଶିକ୍ଷା କ୍ଷେତ୍ର ରେ ନିଜକୁ ଅଣଦେଖା କରନ୍ତୁ ନାହିଁ । ବାହ୍ୟ ଲୋକଙ୍କ ଦ୍ଵାରା ଠକାମୀ ର ଶିକାର ହୋଇ ପାରନ୍ତି ।କାହା କଥା ରେ ପଡ଼ି ନିର୍ଣ୍ଣୟ ନିଅନ୍ତୁ ନାହିଁ ।ଦାମ୍ପତ୍ୟ ଜୀବନ ରେ ଖୁସି ଲାଗି ରହିବ ।

ତୁଳା – କୌଣସି କଥା କୁ ନେଇ ଚିନ୍ତା ରେ ରହିବେ । କିଛି ନୂତନ ସମସ୍ୟା  ଆଜି ସୃଷ୍ଟି ହୋଇ ପାରେ । ଛାତ୍ର ଛାତ୍ରୀ ମାନେ ମନ ଲଗାଇ ପରିଶ୍ରମ କରିବେ ।ନୂଆ ଯୋଜନା ପାଇଁ କାର୍ଯ୍ୟ ଆରମ୍ଭ କରିବେ । କାର୍ଯ୍ୟ କ୍ଷେତ୍ର ରେ  ମନ ରେ ଥିବା କଥା ଗୁପ୍ତ ରେ ରଖନ୍ତୁ ।

ବିଛା – ଦିନଟି ମିଶ୍ର ଫଳ ଦେବ । ଚାକିରି ରେ ଉନ୍ନତି ହେବ ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଭ୍ରମଣ ର ଯୋଗ ରହିଛି ।ପ୍ରତିରୋଧ ର ଶିକାର ହୋଇଁପରାନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଛାତ୍ର ଛାତ୍ରୀ ମାନେ ଆଶାତୀତ ଫଳ   ପ୍ରାପ୍ତ କରିବେ ।

You Might Also Like

ପହଲଗାମ ହମଲାର ମାଷ୍ଟରମାଇଣ୍ଡ କିଏ? ଟିଆରଏଫ ଷ୍ଟ୍ରାଇକର ନେତୃତ୍ୱ କିଏ ନେଇଥିଲା?

ସମ୍ପୂର୍ଣ୍ଣ ଦେଶରେ ନୂଆ ଟୋଲ୍ ପଲିସି ଲାଗୁ ହେବାକୁ ଯାଉଛି

ପୋଷ୍ଟ ମ୍ୟାଚ ପ୍ରେଜେଣ୍ଟେସନରେ କୁଲଦୀପଙ୍କଠୁ ଚାପୁଡା ଖାଇଲେ ରିଙ୍କୁ ସିଂ

ୱାକଫ ଆଇନ : ଜବାବ ଦାଖଲ ପାଇଁ କେନ୍ଦ୍ରକୁ ସପ୍ତାହ ପାଇଁ ସମୟ ଦେଲେ ସୁପ୍ରିମକୋର୍ଟ

କଳାଜାଇ କହିବ ଆପଣଙ୍କ ବ୍ୟକ୍ତିତ୍ଵ

TAGGED:#rashifal#UTKALA KHABARHoroscope 2025
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?