Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ମୋଦିଙ୍କ ବାସଭବନରେ ବଡ ବୈଠକ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ମୋଦିଙ୍କ ବାସଭବନରେ ବଡ ବୈଠକ

utkala khabar
Last updated: May 12, 2025 12:51 pm
utkala khabar
Published May 12, 2025
Share
SHARE

ଭାରତ ୧୨/୫ : ପିଏମ୍‌ଙ୍କ ବାସଭବନରେ ବଡ଼ ବୈଠକ । DGMOଙ୍କ ପ୍ରେସ୍‌ମିଟ୍‌  ପୂର୍ବରୁ ବଡ଼ ବୈଠକ । NSA ଅଜିତ୍‌ ଡୋଭାଲ  ବୈଠକରେ ଉପସ୍ଥିତ । ଅପରାହ୍ନ  ସାଢେ ୨ଟାରେ ଅଛି DGMOଙ୍କ ଗୁରୁତ୍ବପୂର୍ଣ୍ଣ ପ୍ରେସ୍‌ମିଟ୍‌ । ଭାରତ ପାକିସ୍ତାନ ମଧ୍ୟରେ ମଧ୍ୟାହ୍ନ ୧୨ଟାରେ ବସିବାକୁ ଯାଉଛି ଡାଇରେକ୍ଟର ଜେନେରାଲ ମିଲିଟାରୀ ଅପରେସନ୍ ବା DGMO ସ୍ତରୀୟ ବୈଠକ ହେବାକୁ ଯାଉଛି ।

ଅସ୍ତ୍ରବିରତି ପରେ ଏବେ ପାକିସ୍ତାନ ସହ କେବଳ ଡିଜିଏମ୍‌ଓ ସ୍ତରୀୟ ବୈଠକରେ ହିଁ ଆଲୋଚନା ହେବ । କୌଣସି ଅନ୍ୟ ଦେଶ ଏଥିରେ ସାମିଲ ହେବ ନାହିଁ କି ମଧ୍ୟସ୍ଥତା କରିବ ନାହିଁ ।  ଆଗକୁ ଦୁଇ ଦେଶ ମଧ୍ୟରେ ସୀମାରେ ଶାନ୍ତି ବଜାୟ ରଖିବା ନେଇ ବୈଠକରେ ଆଲୋଚନା କରାଯିବ ।

You Might Also Like

LOCରେ ପାକିସ୍ତାନର ଗୁଳିମାଡ଼, ମୁହଁତୋଡ ଜବାବ ଦେଲା ଭାରତୀୟ ସେନା

ମହିଳାଙ୍କ ପାଇଁ ସାଥିଙ୍କ ଠାରୁ ଅଧିକ ପ୍ରିୟ ଏହି ୩ଟି ଜିନିଷ !

ଆମେରିକାରେ ବଢୁଛି ମହାମାରୀ H5N1 ଭାଇରସ

ବେଙ୍ଗାଲୁରେ ୩ ମୃତ , ୨୦ରୁ ଊର୍ଦ୍ଧ୍ବ ହ୍ରଦରେ ବନ୍ୟା, ରାସ୍ତା ପାଲଟିଲା ପୋଖରୀ

ଅବନୀତ୍‌ଙ୍କ ଫଟୋକୁ ଲାଇକ୍‌ କରି ଫସିଲେ ବିରାଟ

TAGGED:#UTKALA KHABARDGMO Press meetNarendra ModiNational newsPM
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?