Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ସୁସ୍ଥ ରହିବା ପାଇଁ ଚାହୁଁଥିଲେ, ଖାଦ୍ୟରେ ସାମିଲ୍ କରନ୍ତୁ ଖଜୁରୀ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ସୁସ୍ଥ ରହିବା ପାଇଁ ଚାହୁଁଥିଲେ, ଖାଦ୍ୟରେ ସାମିଲ୍ କରନ୍ତୁ ଖଜୁରୀ

utkala khabar
Last updated: May 15, 2025 10:38 am
utkala khabar
Published May 15, 2025
Share
SHARE

ଜୀବନଶୈଳୀ ୧୫/୫ :  ଶରୀର ସୁସ୍ଥ ରହିଲେ ସବୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥାଏ । ସୁସ୍ଥ ରହିବାକୁ ହେଲେ ମଣିଷ ବହୁତ ପ୍ରକାର କାର୍ଯ୍ୟ କରିଥାଏ । କାହିଁନା ଯଦି ଶରୀର ଥରେ ଖରାପ ସୁସ୍ଥ ହେବ ପାଇଁ ସମୟ ଲାଗିଥାଏ । ଯାହା ଫଳରେ ଆମ ଶରୀର ଦିନକୁ ଦିନ ଦୁର୍ବଳ ହୋଇଯାଏ । ଦୁର୍ବଳ ହେବା କାରଣରୁ ଅଧିକାଂଶ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ । ଏହି ସ୍ଥିତିରେ ଆପଣ କିପରି ସୁସ୍ଥ ରହିବେ ଏବଂ କ’ଣ ଖାଇବା ଦ୍ଵାରା ସ୍ୱାସ୍ଥ୍ୟ ଭଲ ରହିବ  ।ମଣିଷ ବଞ୍ଚିବା ପାଇଁ ବହୁତ ପ୍ରକାରର ଖାଦ୍ୟ ଖାଇଥାନ୍ତି । କିନ୍ତୁ ଆପଣଙ୍କୁ ଜାଣିବା ଦରକାର୍ ଯେ ଖାଇବାରେ ପୁଣି ଖାଇବା ଅଛି । ସବୁ ଖାଇବା ଶରୀରକୁ ସୁଟ୍ କରିନଥାଏ । ଯାହା ଫଳରେ ଅନେକ ସମସ୍ୟା ସାମ୍ନାକୁ ଆସିଥାଏ ।

ସୁସ୍ଥ ରହିବା ପାଇଁ ଆପଣଙ୍କୁ ଖାଦ୍ୟରେ କିଛି ଡ୍ରାଏ ଫ୍ରୁଟ୍ସ ସାମିଲ୍ କରିବା ପଡିବ । ଯାହାକୁ ଖାଇଲେ ଖାଲି ଶରୀର ନୁହେଁ ବରଂ ତ୍ୱଚ୍ଛାରେ ମଧ୍ୟ ଫାଇଦା ମିଳିବ । ତେବେ ଆସନ୍ତୁ ଜାଣିବା ସେହି ଡ୍ରାଏ ଫ୍ରୁଟସର ନାମ କ’ଣ ।ଡ୍ରାଏ ଫ୍ରୁଟ୍ସର ନାମ ହେଉଛି ଖଜୁରୀ’ । ଏହାକୁ ଖାଇବା ଫଳରେ ଅନେକ ଲାଭ ମିଳିଥାଏ । ଏହି ଡ୍ରାଏ ଫ୍ରୁଟ୍ସକୁ ଖାଇବା ଉଚିତ କାରଣ ଏହା ଶରୀରକୁ ବହୁତ ଗରମ ରଖିଥାଏ । ଏହା ସହ ଏଥିରେ ଭିଟାମିନ୍ ଡି’, କ୍ୟାଲସିୟମ ଭରପୂର ମାତ୍ରାରେ ରହିଥାଏ ।

ସ୍କିନ୍ ଗ୍ଲୋ

ପ୍ରକୃତରେ ସ୍କିନକୁ ଚମକାଇଥାଏ ଏହି ଡ୍ରାଏ ଫ୍ରୁଟ୍ସ । ସମସ୍ତଙ୍କ ଫେସ୍ ଡ୍ରାଏ ହୋଇଯାଏ ଏବଂ ଚର୍ମକୁ ନଷ୍ଟ କରିଦିଏ । ଏପରି ସ୍ଥିତିରେ ଆପଣ ଯଦି ଖଜୁରୀ ଖାଆନ୍ତି ତେବେ ଏହା ଫେସ୍ ପାଇଁ ବହୁତ ଲାଭ ଦାୟକ ହେବାସହ ସ୍କିନ୍ ଗ୍ଲୋ କରିବା ଆରମ୍ଭ ହେବ ।

ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ 

ଖଜୁରୀରେ ଅଧିକ ପରିମାଣରେ ଫାଇବାର ଥିବା କାରଣରୁ ଏହା ଖାଦ୍ୟକୁ ବହୁତ ଶୀଘ୍ର ହଜମ କରିବାରେ ସାହାଯ୍ୟ କରିଥାଏ । ଏହାସହ ଏହାର ସ୍ଵାଦ ବହୁତ ଭଲ ହୋଇଥିବାରୁ ଏହାକୁ ଖାଇବାରେ କିଛି ଅସୁବିଧା ହୋଇ ନଥାଏ । ଛୋଟ ଛୁଆଙ୍କଠାରୁ ବଡ ଲୋକ ପର୍ଯ୍ୟନ୍ତ ଏହି ଡ୍ରାଏ ଫ୍ରୁଟ୍ସଟିକୁ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି ।

 ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରେ

ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁବର୍ଳ ହେଉଛି ସେହିମାନେ ଖଜୁରୀ ଖାଇବାକୁ ଭୁଲନ୍ତୁ ନାହିଁ । ଏହାସହ ପ୍ରତ୍ୟକ ଦିନ ଖଜୁରୀ ଖାଇବା ଅଭ୍ୟାସ୍ କରନ୍ତୁ । ଦେଖିବେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି କିପରି ଡେଭଲପ୍ କରିବ ।ପ୍ରତିଦିନ ଆପଣ ୪-୫ଟି ଖଜୁରୀ ଖାଇବା ନିହାତି ଆବଶ୍ୟକ । ଏହାକୁ ଯଦି କ୍ଷୀରରେ ମିଶାଇ ପିଅନ୍ତି ତେବେ ଏହା ଶରୀରକୁ ଦ୍ଵିଗୁଣ  ଅଧିକ ଫାଇଦା ମିଳିବ । ଏହି ପିଇବା ଦ୍ୱାରା ନିଦ ମଧ୍ୟ ଭଲ ହୋଇଥାଏ । ଯଦି ଆପଣ ନିଜକୁ ସୁସ୍ଥ ରଖିବା ପାଇଁ ଚାହୁଁଛନ୍ତି ତେବେ ନିଜ ଖାଦ୍ୟରେ ଖଜୁରୀକୁ ସାମିଲ୍ କରିବା ଉଚିତ।

You Might Also Like

ଓଡ଼ିଶା ଛାଡ଼ିବାକୁ ୧୨ ଜଣ ପାକିସ୍ତାନୀ ନାଗରିକଙ୍କୁ ନୋଟିସ୍‌

ଶିଶୁ ବାଟିକା : ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କ ଶିକ୍ଷା ପାଇଁ ଦିଆଯିବ ‘ଯାଦୁପେଡି’

ରାଜ୍ୟରେ କୋଭିଡ୍ ପଜିଟିଭ୍ ସଂଖ୍ୟା ୧୫କୁ ବୃଦ୍ଧି

ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ଦେହାନ୍ତ

ଉର୍ବଶୀ ରାଉତେଲାଙ୍କ ବୟାନ ଦ୍ୱାରା ଧାର୍ମିକ ଭାବନାକୁ ଆଘାତ

TAGGED:#benefits#UTKALA KHABARDry fruitsEating DatesLife Style News
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?