Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: କଠଉରେ ଲୁଚି ରହିଛି ଉତ୍ତମ ସ୍ଵାସ୍ଥ୍ୟ ଜାଣନ୍ତୁ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

କଠଉରେ ଲୁଚି ରହିଛି ଉତ୍ତମ ସ୍ଵାସ୍ଥ୍ୟ ଜାଣନ୍ତୁ

utkala khabar
Last updated: May 16, 2025 2:54 pm
utkala khabar
Published May 16, 2025
Share
SHARE

ଆମ ଦେଶର ସଂସ୍କୃତିର ଚର୍ଚ୍ଚା ସାରା ଦୁନିଆରେ । କିନ୍ତୁ ଆମେ ଆମ ସଂସ୍କୃତିକୁ ଭୁଲିବାକୁ ଲାଗିଲୁଣି ଓ ବିଦେଶରେ ରହୁଥିବା ଲୋକ ମାନେ ଆମ ସଂସ୍କୃତିକୁ ଆପଣେଇବାରେ ଲାଗିଲେଣି । ଖାଇବାଠୁ ଆରମ୍ଭ କରି ପିନ୍ଧିବା ସବୁ କିଛିରେ ପରିବର୍ତ୍ତନ ଆସିଯାଇଛି । ଗୋଟେ ଯୁଗ ଥିଲା ଯେବେ ଡାଳ, କାଠ, ଗଛ ଓ ଘାସର ଛାଲରେ ଚପଲ ତିଆରି କରାଯାଉଥିଲା । ଏହାକୁ ପାଦୁକା ବା କଠଉ କୁହାଯାଏ । ଆମ ଭାରତୀୟ ମାନେ ଏହାକୁ ପୂର୍ବରୁ ବ୍ୟବହାର କରୁଥିଲେ ଯାହା ଏବେ କେବଳ ସାଧୁ ଓ ବାବା ହିଁ ପିନ୍ଧିବାର ଦେଖିବାକୁ ମିଳୁଅଛି ।

ଭାରତରେ ପାଦୁକା ବା କଠଉର ପ୍ରଚଳନ ବହୁତ ପୁରୁଣା । ରାମାୟଣର ଯୁଗରୁ ଏହା ପ୍ରଚଳିତ ବୋଲି ପ୍ରମାଣ ମିଳେ । ଧରିତ୍ରୀ ଉପରେ ଚାଲିବା ସମ୍ଭବ ନୁହେଁ ତେଣୁ ଡାଳରେ ପ୍ରସ୍ତୁତ କଠଉ ବ୍ୟବହାର କରୁଥିଲେ । ଏହା ବହୁତ ଆରାମ ଦାୟକ ମଧ୍ୟ ଥିଲା ।ଭାରତବର୍ଷରେ ବିଭିନ୍ନ ପ୍ରକାରର କଠଉ ବା ପାଦୁକା ତିଆରି କରାଯାଇଥାଏ । କେବେ କେବେ ଏହାକୁ ପାଦ ଆକାରରେ ତିଆରି କରାଯାଉଥିଲା ତ କେବେ ମାଛ ଆକୃତିର ତିଆରି କରାଯାଉଥିଲା । ହାତୀ ଦାନ୍ତ ଓ ରୂପା ଧାତୁର କଠଉ ମଧ୍ୟ ଭାରତୀୟ ମାନେ ବ୍ୟବହାର କରୁଥିଲେ ।

କଠଉ ପିନ୍ଧିବାର ଅନେକ ଫାଇଦା

କଠଉ ଶସ୍ତା, ସୁନ୍ଦର ଏବଂ ଖୁବ୍ କମ୍ ପଇସାରେ ତିଆରି ହୋଇପାରେ ।

ନିୟମିତ କଠଉ ପିନ୍ଧିବା ଦ୍ଵାରା ଶରୀରର ମେରୁଦଣ୍ଡ ସିଧା ରହିଥାଏ ।

କଠଉ ପାଦର କିଛି ଆକ୍ଯୁପ୍ରେସର ପଏଂଟରେ ଚାପ ପକାଇଥାଏ । ଯାହା ଦ୍ଵାରା ଶରୀରରେ ରକ୍ତ ସଚାଂଚଳ ସୂଚାରୁ ରୁପେ ହୋଇଥାଏ ।

କଠଉ ପିନ୍ଧିବା ଦ୍ଵାରା  ପାଦରେ ଥଣ୍ଡା ଲାଗି ନଥାଏ ଓ ଖରାପ୍ ରାସ୍ତାରେ ମଧ୍ୟ ଚାଲିବାକୁ ଅସୁବିଧା ହୋଇ ନଥାଏ ।

କଠଉ ଭାରତୀୟ ସଭ୍ୟତା ପ୍ରତୀକ ଅଟେ । ଏହାକୁ ପିନ୍ଧିବା କୌଣସି ଲଜ୍ୟାଜଣକ  ବିଷୟ ହୋଇ ନଥାଏ ।

କଠଉ ପିନ୍ଧିବା ଦ୍ଵାରା  ଶରୀରର ମାଂସପେଶିକୁ ଆରାମ୍ ମିଳିଥାଏ । ଯାହା ଦ୍ଵାରା ଆମ ଶରୀର ଓ ମସ୍ତିସ୍କ ଚାପଗ୍ରସ୍ତରୁ ରକ୍ଷା ପାଇଥାଏ ।

You Might Also Like

ବାହାଘରର ୮ ବର୍ଷ ପରେ ବାପା ହେଲେ ଜାହିର ଖାନ

ଅନଲାଇନ ଗେମରେ କିଏ କୋଟିପତି ତ କିଏ କାଙ୍ଗାଳ!

କେନ୍ଦ୍ର ସରକାରଙ୍କ କ୍ୟାବିନେଟରେ ବଡ଼ ନିଷ୍ପତ୍ତି, ଜାତିଭିତ୍ତିକ ଜନଗଣନାକୁ ଅନୁମତି

ଚଣ୍ଡିଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଝରକା କବାଟ ବନ୍ଦ କରି ଲୋକଙ୍କୁ ଘରେ ରହିବାକୁ ପରାମର୍ଶ

ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ

TAGGED:#health tips#UTKALA KHABARFoot wearKathauLifestyle news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?