Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ମହିଳାଙ୍କ ପାଇଁ ସାଥିଙ୍କ ଠାରୁ ଅଧିକ ପ୍ରିୟ ଏହି ୩ଟି ଜିନିଷ !
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ମହିଳାଙ୍କ ପାଇଁ ସାଥିଙ୍କ ଠାରୁ ଅଧିକ ପ୍ରିୟ ଏହି ୩ଟି ଜିନିଷ !

utkala khabar
Last updated: May 16, 2025 3:35 pm
utkala khabar
Published May 16, 2025
Share
SHARE

ବିବାହ ଏବଂ ପ୍ରେମ ସମସ୍ତଙ୍କ ଜୀବନର ଏକ ଜରୁରୀ ଅଂଶ ଅଟେ । କହିବାକୁଗଲେ ଜୀବନରେ ଅନେକ ସମସ୍ୟା ଦେଖାଯାଇଥାଏ । ଏହି ସମାଜରେ ପୁରୁଷଙ୍କ ଠାରୁ ଅଧିକ ମହିଳାଙ୍କୁ ବିବାହ ପାଇଁ କଥା ଶୁଣିବାକୁ ପଡ଼ିଥାଏ। ତେବେ ଆପଣ ଜାଣିଛନ୍ତି କି ବିବାହ ଏବଂ ପ୍ରେମଠାରୁ ମଧ୍ୟ ଆହୁରୀ ମଧ୍ୟ ଜରୁରୀ ଜିନିଷ ଅଛି ଯାହା ମହିଳା ମାନେ ତାଙ୍କ ଜୀବନରେ ଚାହିଁଥାନ୍ତି। ଏମିତିକି ତାହା ପାଇଁ ସେ ତାଙ୍କ ସାଥିଙ୍କୁ ଛାଡ଼ିବା ପାଇଁ ମଧ୍ୟ ରାଜି ହୋଇଯାଆନ୍ତି। ଆସନ୍ତୁ ଜାଣିବା ତାହା କଣ ।

Contents
ସାଙ୍ଗ ନିଜର ବନ୍ଧୁ ବା ବେଷ୍ଟଫ୍ରେଣ୍ଡଙ୍କୁ ବହୁତ ଭଲ ପାଇଥାନ୍ତି ମହିଳା। ଅନେକ ସମୟରେ ଏପରି କିଛି କଥା ଯାହା ସେ ତାଙ୍କ ପ୍ରେମିକ ଏବଂ ସ୍ବାମୀଙ୍କୁ କହି ପାରିନଥାନ୍ତି, ତାହା ସେ ତାଙ୍କ ବେଷ୍ଟଫ୍ରେଣ୍ଡଙ୍କୁ କହିଥାନ୍ତି। କୌଣସି ସଂଙ୍କୋଚ ବା ସନ୍ଦେହ ବିନା ସେ ନିଜ ମନର ସମସ୍ତ କଥା ସାଙ୍ଗ ନିକଟରେ ପ୍ରକାଶ କରିଥାନ୍ତି। କିଛି ମହିଳା ତ ଏପରି ଅଛନ୍ତି ଯଦି ତାଙ୍କୁ ପ୍ରେମିକ ଏବଂ ବନ୍ଧୁଙ୍କ ମଧ୍ୟରେ ଜଣଙ୍କୁ ପସନ୍ଦ କରିବାକୁ କହିଲେ ସେ ବନ୍ଧୁଙ୍କୁ ହିଁ ପସନ୍ଦ କରିଥାନ୍ତି।କ୍ୟାରିୟର 

ସାଙ୍ଗ 

ନିଜର ବନ୍ଧୁ ବା ବେଷ୍ଟଫ୍ରେଣ୍ଡଙ୍କୁ ବହୁତ ଭଲ ପାଇଥାନ୍ତି ମହିଳା। ଅନେକ ସମୟରେ ଏପରି କିଛି କଥା ଯାହା ସେ ତାଙ୍କ ପ୍ରେମିକ ଏବଂ ସ୍ବାମୀଙ୍କୁ କହି ପାରିନଥାନ୍ତି, ତାହା ସେ ତାଙ୍କ ବେଷ୍ଟଫ୍ରେଣ୍ଡଙ୍କୁ କହିଥାନ୍ତି। କୌଣସି ସଂଙ୍କୋଚ ବା ସନ୍ଦେହ ବିନା ସେ ନିଜ ମନର ସମସ୍ତ କଥା ସାଙ୍ଗ ନିକଟରେ ପ୍ରକାଶ କରିଥାନ୍ତି। କିଛି ମହିଳା ତ ଏପରି ଅଛନ୍ତି ଯଦି ତାଙ୍କୁ ପ୍ରେମିକ ଏବଂ ବନ୍ଧୁଙ୍କ ମଧ୍ୟରେ ଜଣଙ୍କୁ ପସନ୍ଦ କରିବାକୁ କହିଲେ ସେ ବନ୍ଧୁଙ୍କୁ ହିଁ ପସନ୍ଦ କରିଥାନ୍ତି।

କ୍ୟାରିୟର 

ପୁରାତନ କାଳ କିଛି ଅଲଗା ଥିଲା କିନ୍ତୁ ଏବେ ସମୟ ବଦଳିଛି। ସମସ୍ତ ମହିଳା ନିଜ ହିସାବରେ କାମ କରିବାକୁ ପସନ୍ଦ କରୁଛନ୍ତି। ଏଣୁ ଅନେକ ମହିଳା ନିଜ କ୍ୟାରିୟର ଏବଂ କାମ ପାଇଁ ନିଜର ପ୍ରେମୀକ ଏବଂ ସ୍ବାମୀଙ୍କୁ ବାଦ୍ ପକାଉଛନ୍ତି। ନିଜକୁ ନିଜ ଗୋଡ଼ରେ ଠିଆ କରିବା ପାଇଁ ଚାକିରୀ ଏବଂ କ୍ୟାରିୟରକୁ ପ୍ରାଧାନ୍ୟ ଦେଉଛନ୍ତି।

ଆତ୍ମସମ୍ନାନ 

ମନୁଷ୍ୟ ସବୁବେଳେ ସମସ୍ତ କାମ ନିଜର ଆତ୍ମସମ୍ନାନ ପାଇଁ କରିଥାଏ। ଖାଲି ସେତିକି ନୁହଁ ନିଜର ଆତ୍ମସମ୍ନାନ ପାଇଁ କିଛି ବ୍ୟକ୍ତି ସପଂର୍କକୁ ଭାଙ୍ଗିବାକୁ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ। ଆଜିକାଲି ମହିଳାଙ୍କ କ୍ଷେତ୍ରରେ ତାହା ଅଧିକ ଦେଖିବାକୁ ମିଳୁଛି। ମହିଳା ମାନେ ନିଜର ଆତ୍ମସମ୍ନାନ ରକ୍ଷା କରିବାକୁ ଯାଇ ପ୍ରେମୀକ ଏବଂ ସ୍ବାମୀଙ୍କ ହାତ ଛାଡ଼ିବାକୁ ମଧ୍ୟ ଡ଼ରନ୍ତି ନାହିଁ।

You Might Also Like

ମେ ୨ ତାରିଖ ଶୁକ୍ରବାର ଥିବାରୁ କେମିତି କଟିବ ଆଜିର ଦିନ ଜାଣନ୍ତୁ

୪୯ ବର୍ଷ ବୟସରେ ଗର୍ଭବତୀ ହେଲେ କି ଅମିଷା ପଟେଲ, ଭିଡିଓ ପୋଷ୍ଟ ହେଲା ଭାଇରାଲ

ବିଶ୍ଵ ସୁନ୍ଦରୀ-୨୦୨୫ର ମୁକୁଟ ପିନ୍ଧିଲେ ଓପଲ ସୁଚାତା

କରଞ୍ଜିଆ ଉପଖଣ୍ଡରେ ଥମୁନି ହାତୀ ଆତଙ୍କ

ଭାରତରେ ରିଲିଜ୍ ହେବନି ପାକ୍‌ ଅଭିନେତା ଫୱାଦଙ୍କ ଫିଲ୍ମ ‘ଅବୀର ଗୁଲାଲ୍’, ରୋକ୍ ଲଗାଇଲେ କେନ୍ଦ୍ର ସରକାର

TAGGED:#UTKALA KHABARLife Style News
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?