Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଖରାଦିନରେ ମୁଁହ ପାଇଁ ଆଲମଣ୍ଡ ଅଏଲ କେତେ ଉପଯୋଗୀ ଜାଣନ୍ତୁ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ଖରାଦିନରେ ମୁଁହ ପାଇଁ ଆଲମଣ୍ଡ ଅଏଲ କେତେ ଉପଯୋଗୀ ଜାଣନ୍ତୁ

utkala khabar
Last updated: May 17, 2025 3:16 pm
utkala khabar
Published May 17, 2025
Share
SHARE

ଖରାଦିନ ଆସିବା ମାତ୍ରେ ସମସ୍ତେ ଚିନ୍ତାରେ ରହିଥାନ୍ତି । ସ୍କିନକୁ ନେଇ ଅନେକ ସମସ୍ୟା ଦେଖା ଦେଇଥାଏ । ଖରାଦିନରେ ଧୂଳି, ମଳି, ଅତ୍ୟଧିକ ଝାଳ ପାଇଁ ଆମ ସ୍କିନରେ ଚମକକୁ କମାଇଦେଇଥାଏ । ଝିଅମାନେ ବିଶେଷ କରି ତାଙ୍କ ତ୍ୱଚା ପାଇଁ ଅଧିକ ସଚେତନ ରହିଥାନ୍ତି । ସେହି ସବୁ ସମସ୍ୟାର ସାମ୍ନା ନକରିବା ପାଇଁ ଅନେକ ଜିନିଷ ମୁଁହରେ ବ୍ୟବହାର କରିଥାନ୍ତି । ବାଦାମ ତେଲ ଚମକ ତ୍ୱଚା ପାଇଁ ବିବେଚନା କରାଯାଏ । ଗରମ କାରଣରୁ ତେଲ ଲଗାଇବା ଦ୍ୱାରା ମୁଁହରେ ବ୍ରଣ, ତେଲିଆ ଭଳି ଲାଗିଥାଏ । ହେଲେ କିନ୍ତୁ ଜାଣିଛନ୍ତି କି ମୁଁହରେ ଖରାଦିନରେ ବାଦାମ ତେଲ ଲଗାଇବା କେତେ ଲାଭଦାୟକ ସେ ସମ୍ପର୍କରେ ଜାଣିବା ।

ଚର୍ମକୁ ଗଭୀର ଭାବରେ ମଇଶ୍ଚରାଇଜ୍ କରେ

ବାଦାମ ତେଲ ତ୍ୱଚାର ଭିତରକୁ ଯାଇ ହାଇଡ୍ରେଟ୍ କରେ । ଗ୍ରୀଷ୍ମ ଋତୁରେ, ଯେତେବେଳେ ଚର୍ମ ଜଳୀୟ ଅଂଶର ମାତ୍ରା ଠିକ ରହିବ ଫଳରେ ଏହି ତେଲ ତ୍ୱଚାକୁ ନରମ ରଖିବାରେ ସହାୟକ ହୁଏ । ଡାର୍କ ସର୍କଲକୁ ମଧ୍ୟ ଦୂର କରିଥାଏ । ଏଥିରେ ଭିଟାମିନ୍ E ଥିବାରୁ ଆଖି ତଳେ ଥିବା କଳା ଦାଗ କମାଇଥାଏ । ରାତିରେ ଶୋଇବା ପୂର୍ବରୁ ହାତରେ ହାଲକା ମାଲିସ୍ କରିବା ତ୍ୱଚା।

ସୂର୍ଯ୍ୟ କିରଣରୁ ରକ୍ଷା କରେ

ବାଦାମ ତେଲରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଫ୍ୟାଟି ଏସିଡ୍ ଗୁଣ ଥିବା କାରଣରୁ ସୂର୍ଯ୍ୟର କିରଣରୁ ଏହା ରକ୍ଷା କରିଥାଏ । ଏହାକୁ ସନସ୍କ୍ରିନ୍ ସହିତ ମିଶାଇ ଲଗାଇବା ଦ୍ୱାରା ସ୍କିନ ପାଇଁ ଲାଭପ୍ରଦ ହୋଇଥାଏ ।

ବ୍ରଣ ପ୍ରବଣ ଚର୍ମ ପାଇଁ ସୁରକ୍ଷିତ

ଅନେକ ଲୋକ ଭାବନ୍ତି ଯେ ତେଲିଆ ଚର୍ମରେ ତେଲ ଲଗାଇବା ଭଲ ନୁହେଁ, କିନ୍ତୁ ବାଦାମ ତେଲ ନନ୍-କମେଡୋଜେନିକ୍ ଥିବାରୁ ବ୍ରଣ ହେବାରୁ ରୋକିଥାଏ ।

ଗ୍ରୀଷ୍ମ ଋତୁରେ ବାଦାମ ତେଲ କିପରି ବ୍ୟବହାର କରିବେ

ଗ୍ରୀଷ୍ମ ଋତୁରେ ବାଦାମ ତେଲ ଦିନରେ ଲଗାଇବା ଅପେକ୍ଷା ରାତିରେ ଶୋଇବା ପୂର୍ବରୁ ଏହାକୁ ଲଗାନ୍ତୁ । ଯାହା ଦ୍ୱାରା ତେଲ ତ୍ୱଚାରେ ଭଲ ପ୍ରଭାବ ପକାଇଥାଏ । ଏହା ବ୍ୟତୀତ ମୁଁହ ତେଲିଆ ଭଳି ଅନୁଭବ ହୁଏ ନାହିଁ । ମୁହଁରେ ଅଧିକ ତେଲ ଲଗାଇବା ଦ୍ୱାରା ସ୍କିନରେ ଧୂଳି ଜମା ହୋଇ ତ୍ୱଚାକୁ ଖରାପ କରିଥାଏ । ତେଣୁ କେବଳ ୨-୩ ବୁନ୍ଦା ମୁଁହ ପାଇଁ ଯଥେଷ୍ଟ । ବାଦାମ ତେଲକୁ ମୁଲତାନି ମାଟି, ଆଲୋଭେରା ଜେଲ୍ କିମ୍ବା ମହୁ ସହିତ ମିଶାଇ ଫେସ୍ ପ୍ୟାକ୍ ଭାବରେ ମଧ୍ୟ ବ୍ୟବହାର କରାଯାଇପାରିବ । ଏହା ତ୍ୱଚାକୁ ସତେଜ ରଖିଥାଏ । ଗ୍ରୀଷ୍ମ ଋତୁରେ ମୁହଁରେ ବାଦାମ ତେଲ ଲଗାଇବା ସମ୍ପୂର୍ଣ୍ଣ ନିରାପଦ। ଏହାକୁ ସଠିକ୍ ପରିମାଣରେ ସହିତ ଉଚିତ ସମୟରେ ବ୍ୟବହାର କରିବା ଆବଶ୍ୟକ । ଯାହା ଆମ ଚମକଦାର ତ୍ୱଚା ପାଇଁ ସହାୟକ କରିଥାଏ ।

You Might Also Like

ପହଲଗାମ ଆକ୍ରମଣ ପରେ ବନ୍ଦ ହେଲା ୪୮ ରିସୋର୍ଟ ଏବଂ ପର୍ଯ୍ୟଟକ ସ୍ଥଳ

କଟକରେ ପ୍ରଥମ କୋଭିଡ୍ ଆକ୍ରାନ୍ତ ଚିହ୍ନଟ

କଟକ ନୂଆସାହି ଅଞ୍ଚଳରେ ଅଭାବନୀୟ ଘଟଣା, ଘର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

‘ଭୁବନେଶ୍ୱରରୁ ଆବୁଧାବି’କୁ ସିଧାସଳଖ ଉଡ଼ିବ ବିମାନ

ଶ୍ରୀମନ୍ଦିର ଭିତରେ ରକ୍ତ ଛିଟା, ମହାପ୍ରଭୁଙ୍କ ହେଲା ମହାସ୍ନାନ

TAGGED:#UTKALA KHABARAlmond OilLifestyle newsSummer season
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?