Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଗୁଜୁରାଟ ମୁହାଁ ବାତ୍ୟା ‘ଶକ୍ତି’
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଗୁଜୁରାଟ ମୁହାଁ ବାତ୍ୟା ‘ଶକ୍ତି’

utkala khabar
Last updated: May 19, 2025 12:34 pm
utkala khabar
Published May 19, 2025
Share
SHARE

ଗୁଜୁରାଟ  ୧୯/୫ : ଚଳିତ ମାସ ଶେଷ ସପ୍ତାହ ବେଳକୁ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଗୋଟିଏ ଆରବ ସାଗରରେ ସୃଷ୍ଟି ହୋଇ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ଥିବାବେଳେ ଅନ୍ୟଟି ବଙ୍ଗୋପସାଗରରେ ସୃଷ୍ଟି ହୋଇ ଅବପାତରେ ପରିଣତ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ସେ କହିଛନ୍ତି, ବିଭିନ୍ନ ମଡେଲରୁ ଜଣାପଡୁଛି, ମେ’ ୨୩ରେ କେନ୍ଦ୍ରୀୟ-ପୂର୍ବ ଆରବ ସାଗରରେ ମହାରାଷ୍ଟ୍ର ଉପକୂଳର କିଛି ଦୂରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୨୪ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହୋଇ କ୍ରମଶଃ ଘନୀଭୂତ ହୋଇ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ।

୨୫ରେ ବାତ୍ୟା ‘ଶକ୍ତି’ ପରିଣତ ହୋଇ ୨୭ରେ ଭୀଷଣ ବାତ୍ୟାର ରୂପ ନେଇପାରେ। ପ୍ରାୟତଃ ୨୯ତାରିଖରେ ଗୁଜରାଟ ଉପକୂଳ ଛୁଇଁପାରେ ସମ୍ଭାବ୍ୟ ବାତ୍ୟା । ଅନ୍ୟଟି କେନ୍ଦ୍ରୀୟ-ପୂର୍ବ ବଙ୍ଗୋପସାଗର ଏବଂ ଥାଇଲାଣ୍ଡ ଉପକୂଳ ନିକଟରେ ୨୭ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ୨୮ରେ ଲଘୁଚାପରେ ପରିଣତ ହେବାକୁ ଥିବାବେଳେ ୨୯ରେ ଅବପାତ ରୂପ ନେଇପାରେ। ବର୍ତ୍ତମାନ ବିଭିନ୍ନ ମଡେଲଗୁଡ଼ିକର ଆକଳନ କହୁଛି, ମେ’ ୨୯ ଓ ୩୦ ତାରିଖ ସୁଦ୍ଧା ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ଛୁଇଁପାରେ।

You Might Also Like

ବିବାହ ପରେ ବି ଲୋକେ କାହିଁକି ରଖନ୍ତି ଅତିରିକ୍ତ ବୈବାହିକ ସମ୍ପର୍କ

କାଳବୈଶାଖୀ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

କୋଇଲା ବୋଝେଇ ଟ୍ରେନରେ ନିଆଁ, ଧାମରାରୁ ଯାଉଥିଲା ହାୱଡ଼ା

କେଶ ବୃଦ୍ଧି ପାଇଁ ଖାଆନ୍ତୁ ଏହିସବୁ ମଞ୍ଜି, ମିଳିବ ଜବରଦସ୍ତ ଫାଇଦା

ହନିମୁନ୍ ପାଇଁ ମେଘାଳୟ ଯାଇଥିଲେ ଦମ୍ପତି, ୧୦ ଦିନ ପରେ ମିଳିଲା ସ୍ୱାମୀଙ୍କ ମୃତଦେହ

TAGGED:#UTKALA KHABAR#weather newsCycloneCyclone AllertGujratNational newsSakti
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?