Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଭାଇରଲ ହେଲା କୋହଲିଙ୍କ ୧୦ମ ମାର୍କସିଟ୍
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ଭାଇରଲ ହେଲା କୋହଲିଙ୍କ ୧୦ମ ମାର୍କସିଟ୍

utkala khabar
Last updated: May 21, 2025 5:48 pm
utkala khabar
Published May 21, 2025
Share
SHARE

ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଫ୍ୟାନ୍ସ ନିରାଶ ରହିଛନ୍ତି । ଟି୨୦ ଏବଂ ଟେଷ୍ଟରୁ ବିଦାୟ ନେଇସାରିଛନ୍ତି ବିରାଟ କୋହଲି । ଏବେ କେବଳ ଦିନିକିଆ ମ୍ୟାଚ ଖେଳିବାକୁ ଉପଲବ୍ଧ ରହିଛି । ତେବେ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ପୁରୁଣା ଫଟୋ ଭାଇରଲ ହେବାରେ ଲାଗିଛି । ଏହି ଫଟୋ ଆଉ କିଛି ନୁହେଁ ବରଂ କିଙ୍ଗ କୋହଲିଙ୍କ ୧୦ମ ପରୀକ୍ଷା ମାର୍କସିଟ୍ ରହିଛି । ନିକଟରେ ସିବିଏସଇ ପକ୍ଷରୁ ୧୦ମ ଏବଂ ୧୨ଶ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା ।ବିରାଟ କୋହଲିଙ୍କ ୧୦ମ ସିବିଏସଇ ମାର୍କସିଟ୍ ୨୦୦୪ର । ଏହାକୁ ପୂର୍ବରୁ ଆଇଏଏସ ଅଧିକାରୀ ଜିତିନ ଯାଦବ ୨୦୨୩ରେ ଶେୟାର କରିଥିଲେ । କିନ୍ତୁ ଏବେ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ପୁଣି ଭାଇରଲ ହେବାରେ ଲାଗିଛି ।

ମାର୍କସିଟରେ ଦେଖିବାକୁ ମିଳିଛି କି, ବିରାଟ କୋହଲି ୬୦୦ ମାର୍କରୁ ୪୧୯ ମାର୍କ ରଖିଛନ୍ତି । ଇଂଲିଶରେ ୮୩, ସାମାଜିକ ବିଜ୍ଞାନରେ ୮୧, ହିନ୍ଦୀରେ ୭୫, ଗଣିତରେ ୫୧, ସାଇନ୍ସ ଏବଂ ଟେକ୍ନୋଲୋଜିରେ ୫୫ ଏବଂ ଆଇଟିରେ ୭୪ ମାର୍କ ରଖିଥିଲେ । ଏହି ମାର୍କସିଟକୁ @Jitin_IAS ଆକାଉଣ୍ଟରେ ସେୟାର କରାଯାଇଛି । ବିରାଟ କୋହଲିଙ୍କ ମାର୍କସିଟ ଦେଖି ୟୁଜର୍ସ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।


ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଫ୍ୟାନ୍ସ ନିରାଶ ରହିଛନ୍ତି । ଟି୨୦ ଏବଂ ଟେଷ୍ଟରୁ ବିଦାୟ ନେଇସାରିଛନ୍ତି ବିରାଟ କୋହଲି । ଏବେ କେବଳ ଦିନିକିଆ ମ୍ୟାଚ ଖେଳିବାକୁ ଉପଲବ୍ଧ ରହିଛି । ତେବେ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ପୁରୁଣା ଫଟୋ ଭାଇରଲ ହେବାରେ ଲାଗିଛି । ଏହି ଫଟୋ ଆଉ କିଛି ନୁହେଁ ବରଂ କିଙ୍ଗ କୋହଲିଙ୍କ ୧୦ମ ପରୀକ୍ଷା ମାର୍କସିଟ୍ ରହିଛି । ନିକଟରେ ସିବିଏସଇ ପକ୍ଷରୁ ୧୦ମ ଏବଂ ୧୨ଶ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା ।

ବିରାଟ କୋହଲିଙ୍କ ୧୦ମ ସିବିଏସଇ ମାର୍କସିଟ୍ ୨୦୦୪ର । ଏହାକୁ ପୂର୍ବରୁ ଆଇଏଏସ ଅଧିକାରୀ ଜିତିନ ଯାଦବ ୨୦୨୩ରେ ଶେୟାର କରିଥିଲେ । କିନ୍ତୁ ଏବେ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ପୁଣି ଭାଇରଲ ହେବାରେ ଲାଗିଛି ।ମାର୍କସିଟରେ ଦେଖିବାକୁ ମିଳିଛି କି, ବିରାଟ କୋହଲି ୬୦୦ ମାର୍କରୁ ୪୧୯ ମାର୍କ ରଖିଛନ୍ତି ।

ଇଂଲିଶରେ ୮୩, ସାମାଜିକ ବିଜ୍ଞାନରେ ୮୧, ହିନ୍ଦୀରେ ୭୫, ଗଣିତରେ ୫୧, ସାଇନ୍ସ ଏବଂ ଟେକ୍ନୋଲୋଜିରେ ୫୫ ଏବଂ ଆଇଟିରେ ୭୪ ମାର୍କ ରଖିଥିଲେ । ଏହି ମାର୍କସିଟକୁ @Jitin_IAS ଆକାଉଣ୍ଟରେ ସେୟାର କରାଯାଇଛି । ବିରାଟ କୋହଲିଙ୍କ ମାର୍କସିଟ ଦେଖି ୟୁଜର୍ସ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।

You Might Also Like

ବାହାନଗା ରେଳ ଦୁର୍ଘଟଣାକୁ ଆଜି ୨ ବର୍ଷ ପୂରିଲା

ଭାରତରେ ରିଲିଜ୍ ହେବନି ପାକ୍‌ ଅଭିନେତା ଫୱାଦଙ୍କ ଫିଲ୍ମ ‘ଅବୀର ଗୁଲାଲ୍’, ରୋକ୍ ଲଗାଇଲେ କେନ୍ଦ୍ର ସରକାର

କିଙ୍ଗ କୋହଲି ଏମିତି ରଖିଛନ୍ତି ଅଲୋଡା ରେକର୍ଡ

୫ ଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ ଏଥର ସୁପର୍ ଫ୍ଲପ୍ ହୋଇଛି

ପ୍ରଥମ କ୍ଵାଲିଫାୟରରେ ପଞ୍ଜାବକୁ ସହଜରେ ହରାଇଲା ବାଙ୍ଗାଲୁରୁ , ଚତୁର୍ଥ ଥର ଫାଇନାଲ୍‌ରେ ପ୍ରବେଶ

TAGGED:#matric exam#UTKALA KHABARIndian PlayerSports NewsVirat kohli
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?