Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆଜି ହେଉଛି ଗୁରୁବାର କେମିତି କଟିବ ଆଜିର ଦିନଟି ଜାଣନ୍ତୁ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଶିଫଳ

ଆଜି ହେଉଛି ଗୁରୁବାର କେମିତି କଟିବ ଆଜିର ଦିନଟି ଜାଣନ୍ତୁ

utkala khabar
Last updated: May 22, 2025 10:34 am
utkala khabar
Published May 22, 2025
Share
SHARE

ମେଷ– କର୍ମକ୍ଷେତ୍ରରେ ଦାୟିତ୍ବ ବଢ଼ିବା ହେତୁ କଠିନ ପରିଶ୍ରମ କରିବାକୁ ପଡ଼ିବ । ସାମାଜିକ କାର୍ଯ୍ୟକଳାପରେ ସମ୍ପୂର୍ଣ୍ଣ ଆଗ୍ରହୀ ହେବେ । କିଛି ଶୁଭ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ ।

ବୃଷ– ପ୍ରିୟଜନଙ୍କ ସମର୍ଥନ ମିଳିବ । ଅତିଥିଙ୍କ ଆଗମନ ହେତୁ ଟଙ୍କା ଖର୍ଚ୍ଚ ହୋଇପାରେ । କିଛି ପାରମ୍ପରିକ କାର୍ଯ୍ୟରେ ଜଡ଼ିତ ହେବାର ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ମହାନତା ଦେଖାଇବେ ।

ମିଥୁନ– ବ୍ୟବସାୟ ଯୋଜନା ପ୍ରସ୍ତୁତ କରିବା ପାଇଁ ଦିନଟି ଉତ୍ତମ ହେବ । ବ୍ୟକ୍ତିତ୍ୱର ଉନ୍ନତି ହେବ । ସମ୍ମାନ ପ୍ରାପ୍ତିର ଯୋଗ ମଧ୍ୟ ରହିଛି ।ବିଦ୍ୟାର୍ଥୀମାନେ ଆଶାନୁରୂପ ଫଳ ପ୍ରାପ୍ତି କରିବେ ।

କର୍କଟ– ମନ ଉଦବେଗ ପୂର୍ଣ୍ଣ ରହିବ । ବଡ଼ ସମ୍ପତ୍ତି କାରବାର ଲାଭଦାୟକ ହେବ । କାହାକୁ ଟଙ୍କା ଦେଲା ବେଳେ ସତର୍କ ରହିବା ଆବଶ୍ୟକ।

ସିଂହ– ବିଭିନ୍ନ ସୂତ୍ରରୁ ଆୟର ଯୋଗ ରହିଛି । ବ୍ୟବସାୟରେ ଉତ୍ତମ ଫଳ ପ୍ରାପ୍ତି ହେବ । ମନ ସାମାନ୍ୟ ଚିନ୍ତିତ ରହିପାରେ । ପରିବାରରେ ସୁଖ ସମୃଦ୍ଧି ଲାଗି ରହିବ । ଭ୍ରମଣର ଯୋଗ ରହିଛି ।

କନ୍ୟା– ମନକୁ ଧ୍ୟାନରେ ରଖନ୍ତୁ । ଚାକିରିରେ କାର୍ଯ୍ୟ ଭାର ବଢ଼ିପାରେ । ଅତ୍ୟଧିକ ଉତ୍ସାହରୁ ଦୂରେଇ ରୁହନ୍ତୁ । ପରିବାରର ସମର୍ଥନ ପାଇବେ। ଚାକିରିରେ ପଦୋନ୍ନତି ପାଇଁ ସୁଯୋଗ ହୋଇପାରେ ।

ତୁଳା – ଭାଗବତ ସେବାରେ ମନୋନିବେଶ କରିବେ । ଆତ୍ମବିଶ୍ୱାସ ପୂର୍ଣ୍ଣ ହେବ, କିନ୍ତୁ ମନ ଅସ୍ଥିର ହୋଇପାରେ । ପାରିବାରିକ ଜୀବନ ଖୁସି ହେବ । ବ୍ୟବସାୟରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି ।

ବିଛା– ଦିନଟିରେ କର୍ମ ଚଞ୍ଚଳ ହୋଇ କାର୍ଯ୍ୟ କରିବେ । ଚାକିରିରେ ମଧ୍ୟମ ଫଳ ପ୍ରାପ୍ତ ହେବ । ବ୍ୟବସାୟରେ ଆଶା ଅନୁସାରେ ଫଳ ପ୍ରାପ୍ତି ହେବ । ପରିବାର ସହ ସମୟ ଅତିବାହିତ କରିବେ ।

ଧନୁ– ଅନାବଶ୍ୟକ କ୍ରୋଧରୁ ଦୂରେଇ ରୁହନ୍ତୁ । ପରିବାରର ସମର୍ଥନ ପାଇବେ । ବ୍ୟବସାୟ ବୃଦ୍ଧି ପାଇବ । ଲାଭର ସୁଯୋଗ ରହିବ । ବନ୍ଧୁଙ୍କ ସମର୍ଥନ ମଧ୍ୟ ପାଇପାରିବେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

ମକର– ମନରେ ଶତ୍ରୁମାନଙ୍କ ପ୍ରତି ଭୟ ଭାବ ରହିବ । ଆତ୍ମନିର୍ଭରଶୀଳ ହୁଅନ୍ତୁ। ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତ । ଜୀବନ ଅସଂଗଠିତ ହେବ । ବ୍ୟବସାୟରେ ଲାଭ ଯୋଗ ରହିଛି । ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ ।

କୁମ୍ଭ– ବହୁତ ଆତ୍ମବିଶ୍ୱାସ ରହିବ, କିନ୍ତୁ ମନରେ ଉତ୍ଥାନ-ପତନ ହେବ । ଚାକିରିରେ ଅନ୍ୟ ସ୍ଥାନକୁ ଯିବାକୁ ପଡ଼ିପାରେ । ପରିବାରଠାରୁ ଦୂରରେ ରହିବାକୁ ପଡ଼ିପାରେ ।

ମୀନ- ଆପଣଙ୍କ ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ । ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । କଳହ ଯୋଗ ରହିଛି । ଚାକିରିରେ ଅଗ୍ରଗତି ପାଇଁ ସୁଯୋଗ ରହିବ, କିନ୍ତୁ ସ୍ଥାନ ପରିବର୍ତ୍ତନ ମଧ୍ୟ ହୋଇ ପାରେ ।

You Might Also Like

ସୁନା ଦର ବଢ଼ିବା ପଛରେ ଟ୍ରମ୍ପ୍‌ଙ୍କ ହାତ, ପ୍ରଥମେ ମହଙ୍ଗା ପରେ ଶସ୍ତା

ତାତିରେ ସିଝୁଛି ଓଡ଼ିଶା, ପାରଦ ୪୦ ଡିଗ୍ରି ଯାଏ ବଢିପାରେ

ବହୁଚୁରା ମାଁତାଙ୍କ ଷୋହଳ ପୁଜା ଅନୁଷ୍ଠିତ

ବିଜେଡିର ବରିଷ୍ଠଙ୍କୁ ମିଳିଲା ନୂଆ ଦାୟିତ୍ୱ, ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ ବଣ୍ଟନ

କେମିତି ଆତଙ୍କୀ ହମଲା ବେଳେ ୪ ପର୍ଯ୍ୟଟକ ପରିବାରକୁ ବଞ୍ଚାଇଥିଲେ ନଜାକତ ଅଲୀ ?

TAGGED:#horoscope#UTKALA KHABARAstrology NewsRashifal 2025
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?