Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଚଣ୍ଡୀଗଡ଼ କୋର୍ଟରେ ମାମଲା ରୁଜୁ କଲେ ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ଚଣ୍ଡୀଗଡ଼ କୋର୍ଟରେ ମାମଲା ରୁଜୁ କଲେ ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା

utkala khabar
Last updated: May 24, 2025 11:13 am
utkala khabar
Published May 24, 2025
Share
SHARE

ଚଣ୍ଡୀଗଡ଼ ୨୪/୫ : କୋର୍ଟ ଗଲେ ପ୍ରୀତି ଜିଣ୍ଟା । ପଞ୍ଜାବ କିଙ୍ଗସର କୋ ଓନର ତଥା ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ବିବାଦୀୟ ବୈଠକକୁ ନେଇ ଚଣ୍ଡୀଗଡ଼ କୋର୍ଟରେ ମାମଲା ରୁଜୁ କରିଛନ୍ତି । ସହ ନିର୍ଦ୍ଦେଶକ ମୋହିତ ବର୍ମନ ଓ ନେସ ୱାଡ଼ିଆଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ତିନି ଜଣ ଯାକ KPH ଡ୍ରିମ କ୍ରିକେଟ ପ୍ରାଇଭେଟ ଲିମିଟେର ନିର୍ଦ୍ଦେଶକ ଅଛନ୍ତି । ଯାହାକି ଆଇପିଏଲରେ ପଞ୍ଜାବ କିଙ୍ଗସର ମାଲିକାନା ରହିଛି ।

ଗତ ୨୧ ତାରିଖରେ ଅନୁଷ୍ଠିତ ବୈଠକର ବୈଧତାକୁ ପ୍ରୀତି ଜିଣ୍ଟା ଚ୍ୟାଲେଞ୍ଜ କରିଛନ୍ତି । ଏହା ବୈଠକରେ କମ୍ପାନୀ ଆଇନ୨୦୧୩ରେ ଥିବା ବ୍ୟବସ୍ଥାକୁ ଅନୁସରଣ କରାଯାଇନାହିଁ । ପୂର୍ବରୁ ଗତ ଏପ୍ରିଲ ୧୦ରେ ଇମେଲ ଯୋଗେ ସେ ବୈଠକ ଉପରେ ଆପତ୍ତି ଉଠାଇଥିଲେ । ହେଲେ ଏହାକୁ ଗୁରୁତ୍ୱ ଦିଆଯାଇନଥିଲା ।

ନେସ ୱାଡ଼ିଆଙ୍କ ସମର୍ଥନରେ ମୋହିତ ବର୍ମନ ବୈଠକ କରିଥିଲେ । ବୈଠକରେ ମୁନୀଶ ଖାନ୍ନାଙ୍କୁ ନିର୍ଦ୍ଦେଶକ ଭାବେ ନିଯୁକ୍ତିକୁ ନେଇ ସେ ତୀବ୍ର ପ୍ରତିବାଦ କରିଛନ୍ତି । ଖାନ୍ନାଙ୍କୁ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବାରୁ ବାରଣ କରିବାକୁ ପ୍ରୀତି ଜିଣ୍ଟା ଆବେଦନରେ ଦର୍ଶାଇଛନ୍ତି ।

You Might Also Like

ଭାରତୀୟ ସେନାର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଆତଙ୍କୀଙ୍କ ଘରକୁ IED ବ୍ଲାଷ୍ଟ କରି ଉଡ଼ାଇଲା ସେନା

ଅନଲାଇନ ଗେମରେ କିଏ କୋଟିପତି ତ କିଏ କାଙ୍ଗାଳ!

ଜାଣନ୍ତୁ ଆଜିର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ

ଆଜି ଏହି ରାଶିର ଲୋକଙ୍କୁ କ୍ୟାରିୟରରେ ସଫଳତା ମିଳିବ

ଭୁବନେଶ୍ୱର ବିମାନବନ୍ଦରରୁ କଟକ ବଡ଼ମେଡିକାଲ ପଯ୍ୟନ୍ତ ଗଡ଼ିବ ମେଟ୍ରୋ ଟ୍ରେନ୍‌

TAGGED:#Punjab Kings#UTKALA KHABARChandigard CourtPreity ZintaSports News
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?