Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଭାରତୀୟ ଟେଷ୍ଟ ଦଳର ନୂଆ ଅଧିନାୟକ ହେଲେ ଶୁବମନ ଗିଲ୍
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ଭାରତୀୟ ଟେଷ୍ଟ ଦଳର ନୂଆ ଅଧିନାୟକ ହେଲେ ଶୁବମନ ଗିଲ୍

utkala khabar
Last updated: May 24, 2025 3:47 pm
utkala khabar
Published May 24, 2025
Share
SHARE

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଖେଳାଳିମାନଙ୍କର ନାମ ଟେଷ୍ଟ ଦଳ ପାଇଁ ଘୋଷଣା କରାଯାଇଛି। ଶୁବମନ ଗିଲଙ୍କୁ ଟେଷ୍ଟ ଦଳର ନୂତନ ଅଧିନାୟକ ଭାବେ ଦାୟିତ୍ବ ଦିଆଯାଇଛି । ୱିକେଟ କିପର ଏବଂ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଉପ-ଅଧିନାୟକ ଭାବେ ମନୋନିତ କରାଯାଇଛି ।

ଆସନ୍ତା ଜୁନ ୨୦ରୁ ଇଂଲଣ୍ଡରେ ପାଞ୍ଚଟି ଟେଷ୍ଟ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ଏଥିପାଇଁ ମୁମ୍ବାଇରେ ବିସିସିଆଇର ଟିମ ସିଲେକସନ କମିଟିର ବୈଠକ ବସି ଦଳ ଘୋଷଣା କରିଥିଲା । ବୈଠକ ପରେ ଟିମ ଘୋଷଣା କରିଛନ୍ତି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର । ଆଇପିଏଲରେ ଜୋରଦାର ପ୍ରଦର୍ଶନ କରିଥିବା ସାଇ ସୁଦର୍ଶନଙ୍କୁ ଦଳରେ ସ୍ଥାନ ମିଳିଛି ।

ଭାରତୀୟ ଟେଷ୍ଟ ଦଳ: ଶୁଭମନ ଗିଲ (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଋଷଭ ପନ୍ତ, ନୀତୀଶ କୁମାର ରେଡ୍ଡୀ, ରବୀନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ, ଅଭିମନ୍ୟୁ ଈଶ୍ବରନ, ଶାର୍ଦ୍ଦୁଳ ଠାକୁର, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା, କରୁଣ ନାୟର, ୱାଶିଂଟନ ସୁନ୍ଦର, ଆକାଶ ଦୀପ, ଅର୍ଶଦୀପ ସିଂ, କୁଲଦୀପ ଯାଦବ ।

ପାଞ୍ଚ ଦିନିକିଆ ଟେଷ୍ଟର ପ୍ରଥମ ମ୍ୟାଚ ଜୁନ ୨୦ରୁ ୨୪ ଯାଏ ଲିଡସର ହେଣ୍ଡିଗ୍ଲେରେ ଖେଳାଯିବ । ଦ୍ବିତୀୟ ମ୍ୟାଚ ୨ରୁ ୬ ଜୁଲାଇ ବର୍ମିଂହାମ, ତୃତୀୟ ମ୍ୟାଚ ୧୦ରୁ ୧୪ ଜୁଲାଇ ଲର୍ଡସ, ଚତୁର୍ଥ ମ୍ୟାଚ ୨୩ରୁ ୨୭ ଜୁଲାଇ ମାଞ୍ଚେଷ୍ଟର ଓ ପଞ୍ଚମ ମ୍ୟାଚ ୩୧ଜୁଲାଇରୁ ୪ ଅଗଷ୍ଟ ପର୍ଯ୍ୟନ୍ତ ଦ ଓଭାଲରେ ଖେଳାଯିବ ।

You Might Also Like

‘ଛୋରୀ-୨’ କୁ ନେଇ ଚର୍ଚ୍ଚାରେ ଅଛନ୍ତି ନୁସ୍‌ରତ ଭରୁଚା

ଅପରେସନ୍‌ ସିନ୍ଦୂର ; ଏଟିଏମ୍‌-ୟୁପିଆଇକୁ ଅର୍ଥ ମନ୍ତ୍ରଣାଳୟର କଡା ନିର୍ଦ୍ଦେଶ

ବାଲେଶ୍ଵର ପୋଲିସର ଚେକିଂ ଜୋରଦାର, ୧୦ଟି ସ୍ଥାନରେ ଜୋରଦାର ଚାଲିଛି ଯାଞ୍ଚ

ହିମାଚଳରୁ ବହିକି ପାକିସ୍ତାନକୁ ଯାଇଥିବା ତିନୋଟି ନଦୀର ଲମ୍ବ କେତେ?

ହଟିଲେ ପାକିସ୍ତାନର ସେନାମୁଖ୍ୟ ମୁନିର ଅହମ୍ମଦ

TAGGED:#UTKALA KHABARAjit AgarkarAnnouncementIndia Men's chairmanIndia's Test teamNew CaptainSelectorsShubman GillSports News
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?