Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ରୁଦ୍ରାକ୍ଷ ପାଣି ପିଇଲେ ଶରୀରକୁ କି କି ଲାଭ ମିଳିଥାଏ ଜାଣନ୍ତୁ ?
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ରୁଦ୍ରାକ୍ଷ ପାଣି ପିଇଲେ ଶରୀରକୁ କି କି ଲାଭ ମିଳିଥାଏ ଜାଣନ୍ତୁ ?

utkala khabar
Last updated: May 28, 2025 5:14 pm
utkala khabar
Published May 28, 2025
Share
SHARE

ହିନ୍ଦୁ ଧର୍ମରେ ରୁଦ୍ରାକ୍ଷର ଖୁବ୍‌ ମହତ୍ତ୍ୱ ରହିଛି । ଏହାକୁ ପ୍ରଭୁ ଶିବ ଶଙ୍କରଙ୍କ ଆଶୀର୍ବାଦ ବୋଲି ମଧ୍ୟ କୁହାଯାଏ । ଅନେକ ଗଳାରେ ରୁଦ୍ରାକ୍ଷ ଧାରଣ କରିଥିବା ଦେଖାଯାଏ ।ବିଶେଷ କରି ରୁଦ୍ରାକ୍ଷ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହ ଶରୀରରୁ ଅନେକ ରୋଗ ଦୂର ହୋଇଥାଏ । ଜାଣନ୍ତୁ ବିଶେଷଜ୍ଞଙ୍କ ମତରେ ରୁଦ୍ରାକ୍ଷ ପାଣି କେତେ ଉପକାରୀ ।

ବିଶେଷଜ୍ଞଙ୍କ ମତାନୁସାରେ ରୁଦ୍ରାକ୍ଷ ଏକ ଶକ୍ତିଶାଳୀ ପ୍ରାକୃତିକ ବିଜ । ଯାହାକୁ ଆୟୁର୍ବେଦରେ ଶକ୍ତି ପ୍ରଦାନ କରୁଥିବା ଔଷଧ ବୋଲି କୁହାଯାଏ ।ରୁଦ୍ରାକ୍ଷ ପାଣି ସେବନ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବେଶ ଉପକାରୀ । ଏହା ଶରୀରରେ ରକ୍ତ ସଞ୍ଚାଳନ ସଠିକ୍‌ ରଖିଥାଏ । ହୃଦୟକୁ ସୁସ୍ଥ ରଖିଥାଏ ।ଏହା ମସ୍ତିଷ୍କକୁ ସୁସ୍ଥ ରଖିଥାଏ । ଶିରା ପ୍ରଶିରାକୁ ସଠିକ୍‌ ଭାବେ କାର୍ଯ୍ୟ କରିବାରେ ସହାୟକ ହୋଇଥାଏ । ମାନସିକ ଶାନ୍ତି ମିଳିଥାଏ । ଦୁଃଶ୍ଚିନ୍ତା, ଥକ୍କାପଣକୁ କମ୍‌ କରିବା ସହ ଏକାଗ୍ରତା ବୃଦ୍ଧି କରିଥାଏ ।ରୁଦ୍ରାକ୍ଷ ପାଣି ପ୍ରାକୃତିକ ଭାବେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ମଜଭୁତ କରିଥାଏ । ଶରୀରକୁ ରୋଗରୁ ଲଢିବା ପାଇଁ ଶକ୍ତି ପ୍ରଦାନ କରିଥାଏ ।

  • ପ୍ରଥମେ ରାତିରେ ଏକ ପାତ୍ରରେ ସଫା ପାଣି ନିଅନ୍ତୁ । ଏଥିରେ ଗୋଟିଏ କିମ୍ବା ୨ଟି ଅସଲି ରୁଦ୍ରାକ୍ଷ ପକାନ୍ତୁ । ଏହାକୁ ଘୋଡାଇ ରଖି ଦିଅନ୍ତୁ ।
  • ସକାଳେ ଖାଲି ପେଟରେ ଏହି ପାଣିକୁ ପିଅନ୍ତୁ ।
  • ନିୟମିତ ଏପରି କରିବା ଦ୍ୱାରା ମାନସିକ ଶାନ୍ତି ସହ ସମସ୍ତ ଲାଭ ମିଳିଥାଏ ।

You Might Also Like

ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ

ଗରମ ଦିନରେ ଶରୀରରେ ଦେଖାଦେଇପାରେ ଏହି ସବୁ ରୋଗ

ଭାରତୀୟ ସେନାର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଆତଙ୍କୀଙ୍କ ଘରକୁ IED ବ୍ଲାଷ୍ଟ କରି ଉଡ଼ାଇଲା ସେନା

ପ୍ରଥମ ଟାଇଟଲ ଆଶାରେ ବେଙ୍ଗାଲୁରୁ-ପଞ୍ଜାବ

ମେ ମାସରେ ଆସୁଛି ବାତ୍ୟା “ଶକ୍ତି”

TAGGED:#benefits#UTKALA KHABARGood HealthLifestyle newsRudrakshWater
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?