Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ବିଶ୍ଵ ସୁନ୍ଦରୀ-୨୦୨୫ର ମୁକୁଟ ପିନ୍ଧିଲେ ଓପଲ ସୁଚାତା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ବିଶେଷ

ବିଶ୍ଵ ସୁନ୍ଦରୀ-୨୦୨୫ର ମୁକୁଟ ପିନ୍ଧିଲେ ଓପଲ ସୁଚାତା

utkala khabar
Last updated: June 3, 2025 12:48 pm
utkala khabar
Published June 3, 2025
Share
SHARE

୨୦୨୫ର ବିଶ୍ଵ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି ଥାଇଲାଣ୍ଡ ଯୁବତୀ ଓପଲ ସୁଚାତା ଚୁଆଙ୍ଗ୍ସରି। ହାଇଦ୍ରାବାଦର ହିଟେକ୍ସ କନଭେନସନ ସେଣ୍ଟରରେ ଆୟୋଜିତ ଗ୍ରାଣ୍ଡ ଫିନାଲେ ପର୍ଯ୍ୟାୟରେ ଓପଲ ମିସ୍‌ ଓ୍ବାର୍ଲ୍ଡ ୨୦୨୫ ଟାଇଟଲ ହାତେଇବାରେ ସଫଳ ହୋଇଛନ୍ତି।

ଭାରତର ନନ୍ଦିନୀ ଗୁପ୍ତା ଟାଇଟଲ ଆଶାୟୀ ରହିଥିଲେ। ହେଲେ ଚୂଡ଼ାନ୍ତ ୮ରୁ ସେ ବାହାର ହୋଇଯାଇଥିଲେ।

ସୁଚାତା ଚୁଆଙ୍ଗ୍ସରି ୨୦୦୩ ସେପ୍ଟେମ୍ବର ୨୦ରେ ଥାଇଲାଣ୍ଡରେ ଜନ୍ମଗ୍ରହଣ କରିଛନ୍ତି। ସେ ଥାଇଲାଣ୍ଡର ଜଣେ ପ୍ରସିଦ୍ଧ ମଡେଲ ସାଙ୍ଗକୁ ଥାଇ ବ୍ୟୁଟି ପିଜାଣ୍ଟ ଟାଇଟଲ ହାସଲ କରିଛନ୍ତି। ମିସ୍‌ ଓ୍ବାର୍ଲ୍ଡ ଟାଇଟଲ ହାସଲ କରିବାରେ ସୁଚାତା ହେଉଛନ୍ତି ଥାଇଲାଣ୍ଡର ପ୍ରଥମ ମହିଳା।

ଏହା ପୂର୍ବରୁ​‌ ସେ ମିସ୍ ୟୁନିଭର୍ସ ଥାଇଲାଣ୍ଡ ୨୦୨୪ ଟାଇଟଲ ଜିତିଥିଲେ। ଏହାବ୍ୟତୀତ ସେ ୨୦୨୪ ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ୩ୟ ରନର୍ସଅପ ରହିଥିଲେ। ସୁଚାତା ଜଣେ ବ୍ୟବସାୟୀ ପରିବାରରୁ ଆସିଛନ୍ତି। ରାଜନୀତି(ପଲିଟିକ୍ସ) ଏବଂ ଇଣ୍ଟରନ୍ୟାସନାଲ ରିଲେସନ୍ସରେ ସେ ଡିଗ୍ରୀ ହାସଲ କରିଛନ୍ତି।

ଅନ୍ୟପଟେ ୨୧ ବର୍ଷୀୟା ଭାରତୀୟ ଯୁବତୀ ନନ୍ଦିନୀ ଗୁପ୍ତା ଚଳିତ ମିସ୍ ଓ୍ବାର୍ଲ୍ହ ପ୍ରତିଯୋଗିତା ଟାଇଟଲ ପାଇଁ ଦାବିଦାର ରହିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ସେ ଚୂଡ଼ାନ୍ତ ୮ରୁ ବାଦ୍‌ ପଡ଼ିତିଲେ।

ରାଜସ୍ଥାନର କୋଟା ସହର ନିବାସୀ ନନ୍ଦିନୀ ୨୦୨୩ରେ ଫେମିନା ମିସ୍‌ ଇଣ୍ଡିଆ ଓ୍ବାର୍ଲ୍ଡ ଟାଇଟଲ ହାତେଇଥିଲେ।

You Might Also Like

ହାଇ କୋଲେଷ୍ଟ୍ରୋଲକୁ କିପରି କରିବେ କଣ୍ଟ୍ରୋଲ, ଜାଣନ୍ତୁ ଏହି ଉପାୟ

ପାକିସ୍ତାନକୁ ଏପରି କଡ଼ା ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି

ରାତିରେ ଲାଇଟ୍ ଲଗେଇକି ଶୋଉଛନ୍ତି କି? ହୋଇଯାଆନ୍ତୁ ସତର୍କ

ଆଲିଆ-ରଣବୀର ପାଳନ କଲେ ଥାର୍ଡ ମ୍ୟାରେଜ୍ ଆନିଭର୍ସରି

ରୋହିତ ଏବଂ ବିରାଟ ଖେଳିବେନି ଦିନିକିଆ ବିଶ୍ଵକପ-୨୦୨୭ ମ୍ୟାଚ

TAGGED:#special news#special story#UTKALA KHABARMissWorld-2025 TitleOpal suchataWins
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?