Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

utkala khabar
Last updated: June 4, 2025 5:07 pm
utkala khabar
Published June 4, 2025
Share
SHARE

ଜମିଜମା ସମସ୍ୟାର ସମଧାନ ଅଫିସ ହେଉଛି ତହସିଲ ।  ଅଦାଲତ ଗୁଡିକରେ ଜମିଜମା ମାମଲା ସବୁଠୁ ଅଧିକ  ତହସିଲ ସ୍ତରରେ ହୁଏତ ସେମାନଙ୍କ ସମାଧାନ ହେଇ ପାରୁ ନାହିଁ।   ତେଣୁ ସେହି ଅନୁସାରେ କାର୍ଯ୍ୟ କରିବାକୁ ପଡିବ।  କିଛିକାମ ସଠିକ ଢଙ୍ଗରେ ଠିକ ସମୟରେ ହେଇ ପାରୁ ନାହିଁ ।  ତଳ ସ୍ତରରେ ଯଦି ସମସ୍ୟାର ସମାଧାନ ହେଇଥାନ୍ତା ତେହେଲେ ଲୋକ ଭୁବନେଶ୍ୱର ଆସୁ ନଥାନ୍ତେ ।  ମୁଖ୍ୟମନ୍ତ୍ରୀ ଙ୍କ ପାଖକୁ ବହୁ ସମସ୍ୟା ଆସୁଛି ।  ତାର ସମାଧାନର ରାସ୍ତା ଅଛି ।  ଲୋକଙ୍କ ଅଭିଯୋଗ ଧର୍ଯ୍ୟର ସହ ଶୁଣନ୍ତୁ ସମୟ ଭିତରେ ଚେଷ୍ଟା କରନ୍ତୁ ସମାଧାନ ପାଇଁ  ମାସ ମାସ ଧରି ଅଭିଯୋଗ ଶୁଣୁ ନଥିବା ଅଭିଯୋଗ ଆସୁଛି ଏମିତି କରନ୍ତୁ ନାହିଁ।  ଜମି କିଣିବିକାରେ ଅସ୍ୱଚ୍ଛତା ଦେଖାଯାଏ ।  ବିନା ତହସିଲଦାରଙ୍କ ଅନୁମତିରେ ଏହା ହୋଇ ପାରିବନି ।  ଦୁର୍ନୀତି ପ୍ରତି ସରକାର ଙ୍କ ଶୁନ୍ୟ ସହନଶୀଳ ନୀତି କୁ ଗୁରୁତର ସହ ନିଅନ୍ତୁ ।  ଆରଇ ଆଉ ଭୁ ଲେଖକଙ୍କ ପାଇଁ ଆପଣ ମଧ୍ୟ ଉତ୍ତର ଦାୟୀ ରହିବେ । ଦୁର୍ନୀତି ଗ୍ରସ୍ଥ ଅଧିକାରୀଙ୍କୁ ସରକାର ବରଦାସ୍ତ କରାଯିବନି ।  ପ୍ରତିଷ୍ଠା ଅପେକ୍ଷା ସମର୍ପଣ ଭାବ ଅଧିକ ରଖନ୍ତୁ ।  ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ ରାଜସ୍ବ ପ୍ରଶାସନ କରିବା ସରକାରଙ୍କ ଲକ୍ଷ୍ୟ ।  ଭୂମିହୀନ ପଟ୍ଟା ଦେବାକୁ ବ୍ୟବସ୍ଥା କର ।  ମୂଲ୍ୟବାନ ଜମିକୁ ଜବରଦାଖଲ ମୁକ୍ତ କର ।  ଶେଷ ଧାଡ଼ିର ଲୋକ ପାଖରେ ସେବା ପହଞ୍ଚାଇବାକୁ ତତ୍ପର ହୁଅନ୍ତୁ ।  ସମୟ ସୀମା ମଧ୍ୟରେ ଫଇସଲା ମାମଲା, ଜମିଜମା ମାମଲାର ସମଧାନ କର  । ତହସିଲ ସ୍ତରରେ ଅଭିଯୋଗ ସମାଧାନ କର ଯେମିତି କେହି ଭୁବନେଶ୍ୱର ନ ଆସନ୍ତୁ ।  ଜମିଜମା ସମସ୍ୟାର ସମାଧାନ ବେଳେ ସ୍ୱଚ୍ଛତା ଅବଲମ୍ବନ କର ।

You Might Also Like

ମାନସିକ ରୋଗର ଜାଣନ୍ତୁ ସଠିକ୍ ଲକ୍ଷଣ କ’ଣ ?

ହାଇ ଆଲର୍ଟରେ ସମ୍ବଲପୁର, ଆଇନଶୃଙ୍ଖଳା ଦାୟିତ୍ୱରେ ରହିବେ ୨୦୦ ପ୍ଲାଟୁନ ପୋଲିସ ଫୋର୍ସ

କେମିତି କଟିବ ଆଜିର ଦିନଟି ଜାଣନ୍ତୁ

କ’ଣ ଆପଣ ଦହି ସହିତ ଲୁଣ ଖାଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ

ଓଡ଼ିଶା ଆସୁଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା, ଆୟୁଷ୍ମାନ ଭାରତ ଯୋଜନାର କରିବେ ଶୁଭାରମ୍ଭ

TAGGED:#odisha#UTKALA KHABAR
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?