Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଜମି ବିବାଦରୁ ଦଳିତ ମହିଳାଙ୍କୁ ଉଲଗ୍ନ କରି ଆକ୍ରମଣ, ୪୮ ଘଣ୍ଟା ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଅପରାଧ

ଜମି ବିବାଦରୁ ଦଳିତ ମହିଳାଙ୍କୁ ଉଲଗ୍ନ କରି ଆକ୍ରମଣ, ୪୮ ଘଣ୍ଟା ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ

utkala khabar
Last updated: April 8, 2025 3:07 pm
utkala khabar
Published April 8, 2025
Share
SHARE

ପିପିଲି ୦୮ /୦୪ : ଜମି ଦଖଲକୁ କେନ୍ଦ୍ର କରି ଦଳିତ ମହିଳାଙ୍କୁ ଉଲଗ୍ନ କରି ଆକ୍ରମଣ । ପିପିଲି ଥାନା ସାତଶଙ୍ଖ ଫାଣ୍ଡି କାର୍ତ୍ତିକପଡ଼ାରେ ଦଳିତ ମହିଳାଙ୍କୁ ମାଡ଼ ମାରି ଉଲଗ୍ନ କରି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ୩ ଆହତ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଥିଲେ । ୪୮ ଘଣ୍ଟା ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ନକରି ପୀଡ଼ିତାଙ୍କୁ ଡାକି ପଚରାଉଚରା କରିଥିବା ଜଣାପଡ଼ିଛି । ଭିଡ଼ିଓ ଆଧାରରେ ତଦନ୍ତ ଜାରି ରହିଥିବାର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଅଭିଯୋଗ ଅନୁଯାୟୀ, ଦଳିତ ମହିଳାଙ୍କ ପରିବାର ୬୦ ବର୍ଷ ଧରି ଏକ ଜମିକୁ ଜଣେ ବ୍ୟକ୍ତିଙ୍କ ଠାରୁ ଆଣି ଦଖଲରେ ରଖିଥିଲେ । କିନ୍ତୁ ଏବେ ଅନ୍ୟ ଜଣେ ବ୍ୟକ୍ତି ସେହି ଜମିକୁ କିଣିଥିବା ଦାବି କରି ଦଖଲ କରିବାକୁ ଆସିଥିଲେ । ଏହାକୁ ମହିଳା ଜଣକ ବିରୋଧ କରିବାରୁ ବେଳେ ଉଭୟଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା ।

 

You Might Also Like

ଭବିଷ୍ୟତରେ ପନିପରିବା ଏବଂ ଡାଲି ଜାତୀୟ ଚାଷରେ ବଳକା ରାଜ୍ୟ ହେବାକୁ ଯାଉଛି ଓଡ଼ିଶା : ଆଇନ ମନ୍ତ୍ରୀ

ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ : ଆଇନ ମନ୍ତ୍ରୀ ପୃଥୀବିରାଜ ହରିଚନ୍ଦନ

ପୁଣି ବଢ଼ିଲା ସୁନା ଦର

ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ରଥନିର୍ମାଣ ଅନୁକୂଳ ନୀତି ଓ ଚନ୍ଦନଯାତ୍ରା

ଭାବୀ ଜ୍ୱାଇଁ ସହ ଫେରାର ଶାଶୁ, ଫେରି ଆସି କହିଲେ କିଛି ଏମିତି

TAGGED:#odisha#pipili#takeaction#women beaten
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?