Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଘରେ ଅଗରବତୀ ଲଗାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ଘରେ ଅଗରବତୀ ଲଗାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

utkala khabar
Last updated: May 7, 2025 4:26 pm
utkala khabar
Published May 7, 2025
Share
SHARE

ଭାରତୀୟ ପରିବାରେ ପ୍ରତିଦିନ ପୂଜାପାଠ ସମୟରେ ଧୂପକାଠି ବା ଅଗରବତୀ ଜଳାଇବା ଦେଖାଯାଇଥାଏ । ଇଶ୍ବରଙ୍କୁ ସମ୍ମାନ ଏବଂ ପୂଜା ଅର୍ଚ୍ଚନା ପାଇଁ ସକାଳ ଏବଂ ସନ୍ଧ୍ୟାରେ ଅଗରବତୀ ଲଗାଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଭକ୍ତି ଏବଂ ଭାବନା ଦ୍ବାରା ଲାଗାଯାଉଥିବା ଏହି ଅଗରବତୀ ବିଭିନ୍ନ ପ୍ରକାର ରୋଗ କାରଣ ହୋଇଥାଏ । ଆସନ୍ତୁ ଜାଣିବା ଅଗରବତୀ ଦ୍ଵାରା ପାଲଟିଥାଏ ଏହି ସବୁ  ରୋଗ।

କଫ 

ଅଗରବତୀର ଧୂଆଁରୁ ଅଧିକ ମାତ୍ରାର କାର୍ବୋନୋଅକ୍ସସାଇଡ଼ ବାହାରିଥାଏ । ଏହି ଧୂଆଁରେ ନିଶ୍ବାସ ନେବା ଦ୍ବାରା କାଶ , ଛିଙ୍କ ସମସା ଉପଜୁବା ସହ ଛାତିରେ କଫ ଜମା ହୋଇଥାଏ । ଏଥିଯୋଗୁଁ ନିଶ୍ବାସ ଜନିତ ରୋଗର ସମସ୍ୟା ଉପୁଜିଥାଏ ।

ଶ୍ବାସରୋଗ 

ପୂର୍ବରୁ ପ୍ରମାଣିତ ହୋଇସାରିଛି କି ଅଗରବତୀର ଧୂଆଁ ଧୂମପାନ ଧୂଆଁ ଠାରୁ ମଧ୍ୟ ଅଧିକ ହାନିକାରକ ହୋଇଥାଏ । ଏହି ଧୂଆଁଙ୍କୁ ନିଶ୍ବାସରେ ନେବା ଦ୍ବାରା ଏଥିରେ ଉପସ୍ଥିତ ନାଇଟ୍ରୋଜେନ୍ ଏବଂ ସଲଫର୍ ଡ଼ାଏଅକ୍ସସାଇଡ୍ ଶରୀରରେ ପ୍ରବେଶ କରି ଶ୍ବାସ ଏବଂ ସିଓପିଡି ଆଦି ରୋଗ ହୋଇଥାଏ ।

ତ୍ବଚା ଏବଂ ଆଖି 

ଅଗରବତୀର ଧୂଆଁ ରେ ଉପସ୍ଥିତ କେମିକାଲ୍ ଆଖି ଜଳାଇବା ସହ ତ୍ବଚା ସଂକ୍ରମଣ ଆଦି ସମସ୍ୟା ଦେଖାଯାଇଥାଏ । ଏହା ଛଡ଼ା ଧୂଆଁ କାରଣରୁ ମସ୍ତିଷ୍କର କୋଷିକା ଗୁଡ଼ିକରେ ଖରାପ ପ୍ରଭାବ ପଡ଼ିଥାଏ । ଯାହା ଫଳରେ ମୁଣ୍ଡବିନ୍ଧା , ମାଇଗ୍ରେନ୍ ଆଦି ସମସ୍ୟା ଦେଖାଯାଇଥାଏ । ବାରମ୍ବାର ଏହି ଧୂଆଁ ଶରୀର ମଧ୍ୟକୁ ପ୍ରବେଶ କରୁଥିବାରୁ ହୃଦଜନିତ ସମସ୍ୟା ଆଦିର ସାମ୍ନା କରିବାକୁ ପଡ଼ିଥାଏ।

You Might Also Like

ସୁଭଦ୍ରା ସର୍ଭେରେ କଲେଜ ଛାତ୍ରୀମାନେ ସାମିଲ ହେବେ

ଗ୍ରୀଷ୍ମଋତୁରେ ଆଖୁରସ କେତେ ସୁରକ୍ଷିତ ଜାଣନ୍ତୁ ?

‘ଭୁବନେଶ୍ୱରରୁ ଆବୁଧାବି’କୁ ସିଧାସଳଖ ଉଡ଼ିବ ବିମାନ

ଆମିର ଖାନଙ୍କ ଆଗାମୀ ଫିଲ୍ମ “ସୀତାରେ ଜମିନ୍ ପର” ଜୁନ୍ ୨୦ରେ ରିଲିଜ

ସ୍ପେନ ରାଜକୁମାରୀଙ୍କ ଭାଙ୍ଗିଲା ମନ, ପ୍ରେମରେ ହେଲେ ବିଫଳ

TAGGED:#entertainment news#UTKALA KHABARAgarbati smokeDisease
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?