Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଅତ୍ୟଧିକ ଲିଚୁ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ଅତ୍ୟଧିକ ଲିଚୁ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ

utkala khabar
Last updated: April 29, 2025 4:46 pm
utkala khabar
Published April 29, 2025
Share
SHARE

ଗ୍ରୀଷ୍ମଋତୁରେ ଲୋକମାନେ ବହୁତ ହଇରାଣ ହୋଇପଡନ୍ତି । କାହିଁକି ନା ପ୍ରଚୁର ମାତ୍ରାରେ ଖରା ଗରମ ହୋଇଥିବା କାରଣରୁ ଲୋକମାନେ ନିଜର କାମ ଠିକ୍ ଭାବରେ କରିପାରି ନଥାନ୍ତି । ଏଥି ସହ ଖରା ଦିନରେ ଥଣ୍ଡା ଜାତୀୟ ଜିନିଷ ଖାଇବାକୁ ଲୋକମାନେ ବହୁତ ଭଲ ପାଇଥାନ୍ତି । ଏଥି ସହ ଅଧିକାଂଶ ଲୋକମାନେ ଅନେକ ଫଳ ମଧ୍ୟ ଖାଇଥାନ୍ତି ।

ପ୍ରକ୍ରୁତରେ ସ୍ୱାସ୍ଥ୍ୟ ପାଇଁ ଫଳର ଆବଶ୍ୟକତା ବହୁତ ପରିମାଣରେ ରହିଛି । ଯଦି ଆମେ ପ୍ରତ୍ୟେକ ଦିନ ଫଳ ଖାଇଥାଉ , ତେବେ ଅନେକ ପ୍ରକାରର ସମସ୍ୟା ଦୂର ହେବାକୁ ଲାଗିବ । ଏଥି ସହ ଜାଣି ରଖନ୍ତୁ ଯେ ଏପରି କିଛି ଫଳ ରହିଛି ଯାହାକୁ ଅଧିକ ପରିମାଣରେ ଖାଇଲେ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିବ । ତେବେ ଆସନ୍ତୁ ଜାଣିବା ଏହି ଫଳର ନାମ ।

ଏହି ଫଳର ନାମ ହେଉଛି ‘ଲିଚୁ’ । ଗ୍ରୀଷ୍ମ ଋତୁରେ ଆସୁଥିବା ଫଳ ମଧ୍ୟରୁ ଲିଚୁ ଗୋଟିଏ ସ୍ୱାଦିଷ୍ଠ ଫଳ । ଏହାକୁ ଖାଇବାକୁ ଲୋକେ ବହୁତ ଭଲ ପାଆନ୍ତି । ଏହାର ଋତୁ ଆସିବା ମାତ୍ରେ ଲୋକମାନେ ଏହାକୁ ବହୁତ ମାତ୍ରାରେ ଖାଇବା ଆରମ୍ଭ କରନ୍ତି । ଲିଚୁ ଖାଇବା ଦ୍ୱରା ଅନେକ ଲାଭ ହୋଇଥାଏ କିନ୍ତୁ ଏହାକୁ ଅଧିକ ମାତ୍ରରେ ଖାଇବା ଦ୍ୱାରା ଅନେକ କ୍ଷତି ପହଞ୍ଚାଇ ଥାଏ । ଏହା ଶରୀର ପାଇଁ ଯେତିକି ଭଲ ସେତିକି ଖରାପ ମଧ୍ୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାକୁ ଅଧିକମାତ୍ରାରେ ଖାଇବା ଫଳରେ ଶରୀରରେ କେଉଁ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ ।

ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ :

ଯଦି ଆପଣ ଅତ୍ୟଧିକ ଲିଚୁ ଖାଆନ୍ତି, ତେବେ ଆପଣଙ୍କ ଅନ୍ତନଳୀ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି । ଏଥି ସହ ଯଦି ଆପଣଙ୍କର ପେଟ ସମ୍ବନ୍ଧୀୟ କିଛି ସମସ୍ୟ ହେଉଛି, ତେବେ ଏହାକୁ ଅଳ୍ପ ପରିମାଣରେ ଖାଇବା ଚେଷ୍ଟା କରନ୍ତୁ । ନଚେତ୍ ଆପଣ ପେଟ ଯନ୍ତ୍ରଣା କିମ୍ବା ଡାଇରିଆ ଭଳି ରୋଗରେ ଶିକାର ହୋଇପାରନ୍ତି । ଯଦି ଆପଣଙ୍କର ଲିଚୁ ପ୍ରତି ଆଲର୍ଜି ଅଛି, ତେବେ ଆପଣ ଏହି ଫଳ ଖାଇବାରୁ ଦୂରେଇ ରହିବା ଉଚିତ ।

ଲୋ ବ୍ଳଡ୍ ପ୍ରେସରର କାରଣ :

ଅତ୍ୟଧିକ ଲିଚୁ ଖାଇବା  ଦ୍ଵାରା, ଆପଣ ଲୋ ବ୍ଲଡ୍ ପ୍ରେସର ସମସ୍ୟାରେ ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କୁ କହିରଖୁଛୁ ଯେ ଅଧିକ ଲିଚୁ ଖାଇବା ଫଳରେ ଆପଣ ହାଇପୋଗ୍ଲାଇସେମିଆର ଶିକାର ମଧ୍ୟ ହୋଇପାରନ୍ତି । ଚିନିରେ ଭରପୂର ଏହି ଫଳର ଅତ୍ୟଧିକ ସେବନ ଯୋଗୁ ଆପଣଙ୍କ ଓଜନ ମଧ୍ୟ ବଢ଼ିବାକୁ ଲାଗିଥାଏ । ଯାହା ହେଉଛି ମଣିଷଙ୍କର ବଡ଼ ସମସ୍ୟା ।

 

You Might Also Like

ଅଧ କପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କଣ କରିବେ…

ମୋଦୀଙ୍କ ଫଟୋ ଥିବା ନେକଲେସ ପିନ୍ଧି ଚର୍ଚ୍ଚାରେ ମଡେଲ

ବିରାଟ-ଅନୁଷ୍କାଙ୍କୁ କ’ଣ କହିଲେ ପ୍ରେମାନନ୍ଦ ମହାରାଜ ?

ବିଜେପି ପକ୍ଷରୁ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା ଆରମ୍ଭ ହେଲା

ମେ’ ୨୭ ନୁହେଁ ବରଂ ମେ’ ୨୬ରେ ମିଳିବ ସାବିତ୍ରୀ ଅମାବାସ୍ୟା ଛୁଟି : ମୁଖ୍ୟମନ୍ତ୍ରୀ

TAGGED:#lichi#UTKALA KHABARLife styleLifestyle news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?