Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ପିଆଜ ଚୋପାର ଚମତ୍କାରୀ ଗୁଣ ବିଷୟରେ ଆପଣ ଜାଣିଛନ୍ତି କି ?
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ପିଆଜ ଚୋପାର ଚମତ୍କାରୀ ଗୁଣ ବିଷୟରେ ଆପଣ ଜାଣିଛନ୍ତି କି ?

utkala khabar
Last updated: April 14, 2025 4:21 pm
utkala khabar
Published April 14, 2025
Share
SHARE

ସାଧାରଣ ସମସ୍ତଙ୍କ ଘରେ ସହଜରେ ଉପଲବ୍ଧ ହୋଇଥାଏ ପିଆଜ। ପିଆଜର ବ୍ୟବହାର ଏବଂ ଉପକାର ବିଷୟରେ ତ ଆପଣ ଅବଗତ ଥିବେ। କିନ୍ତୁ ଆପଣ ଡଷ୍ଟବିନରେ ଫୋପାଡ଼ୁଥିବା ପିଆଜ ଚୋପା ଉପକାରିତା ବିଷୟରେ ଜାଣିନଥିବେ। ଆସନ୍ତୁ ଜାଣିବା ପିଆଜ ଚୋପାରେ ଲୁଚିରହିଥିବା ଉପକାର ବିଷୟରେ ।

ପିଆଜ ଚୋପାକୁ ରାତିରେ ପାଣିରେ ଭିଜାଇ ରଖନ୍ତୁ। ସକାଳେ ଏହାକୁ ଖାଲି ପେଟରେ ପିଅନ୍ତୁ। ଏହାପରେ ଆପଣଙ୍କୁ ଭଲ ଲାଗିନପାରେ, କିନ୍ତୁ ଆପଣ ଚାହିଁଲେ ଏଥିରେ ଚିନି କିମ୍ବା ମହୁ ସହ ମିଶାଇ ନେଇ ପାରିବେ। ଏହା କୋଲେଷ୍ଟ୍ରେଲ ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ।

ଚର୍ମ ସଂକ୍ରମଣ ପାଇଁ ବହୁ ଲାଭକାରୀ ପିଆଜ ଚୋପା। ଏଥିପାଇଁ ପିଆଜ ଚୋପାକୁ ରାତିରେ ପାଣିରେ ଭିଜାଇ ରଖନ୍ତୁ। ସକାଳେ ଏହି ପାଣିରେ ଗାଧାନ୍ତୁ। ଏପରି ନିୟମିତ କଲେ ସଂକ୍ରମଣରୁ ଶୀଘ୍ର ମୁକ୍ତି ମିଳିବ।

ମହିଳା ମାନେ କେଶକୁ ସୁନ୍ଦର ରଖିବା ସହ କଣ୍ଡିସନ କରିବା ପାଇଁ ପିଅାଜ ଚୋପାକୁ ବ୍ୟବହାର କରିପାରିବେ। ଏଥିପାଇଁ ପ୍ରଥମେ କେଶକୁ ଧୋଇସାରିବା ପରେ ପିଆଜଚୋପା ପାଣିରେ ଧୋଇ ଦିଅନ୍ତୁ। ଧିରେଧିରେ ଏହାର ପାର୍ଥକ୍ୟ ଆପଣ ନିଜେ ଜାଣିପାରିବେ।

ଦାଗହୀନ ଚେହେରା ପାଇଁ ଆପଣ ବହୁତ ବ୍ୟୁଟି ପ୍ରଡକ୍ଟସ ବ୍ୟବହାର କରୁଥିବେ। କିନ୍ତୁ ପ୍ରାକୃତିକ ଭାବେ ହଳଦି ସହ ମିଶାଇ ପିଆଜ ଚୋପାକୁ ବ୍ୟବହାର କରି ଆପଣ ଦାଗହୀନ ଚେହେରା ପାଇପାରିବେ।

ପିଆଜ ଚୋପାକୁ ଗରମ ପାଣିରେ ପକାଇ ଏହାକୁ ବ୍ୟବହାର କରନ୍ତୁ। ଦେଖିବେ ଗଳା ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯିବ।

You Might Also Like

ପହଲଗାମ ହମଲାର ବଦଲା ଆରମ୍ଭରେ ପ୍ରଥମ ମୁଣ୍ଡ ଗଡ଼ିଲା

ଗ୍ରୀଷ୍ମ ଋତୁରେ ବହୁତ ଉପଯୋଗୀ ପୁଦିନା ପତ୍ର

ବିଜେଡିର ବରିଷ୍ଠଙ୍କୁ ମିଳିଲା ନୂଆ ଦାୟିତ୍ୱ, ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ ବଣ୍ଟନ

ଆମିରଙ୍କ ମାଆଙ୍କୁ ଭେଟିଲେ ପ୍ରେମିକା ଗୌରୀ, ସମ୍ପର୍କକୁ ମିଳିଲା ମଞ୍ଜୁରୀ

କେମିତି କଟିବ ଆଜିର ଦିନଟି

TAGGED:#UTKALA KHABARLifestyle newsOnionOnion peels
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?