Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଜାମୁକୋଳି ଖାଇଲେ ଅନେକ ଫାଇଦା ମିଳିଥାଏ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ଜାମୁକୋଳି ଖାଇଲେ ଅନେକ ଫାଇଦା ମିଳିଥାଏ

utkala khabar
Last updated: May 13, 2025 10:18 am
utkala khabar
Published May 13, 2025
Share
SHARE

ଜାମୁକୋଳି ବର୍ଷା ଦିନେ ହୋଇଥାଏ । ଏହି ରୁତୁରେ ଜାମୁ କୋଳି ଖାଇବା ଦ୍ଵାରା ଅନେକ ଫାଇଦା ହୋଇଥାଏ । ଏବଂ ଦେହ ପାଇଁ ମଧ୍ୟ ହିତକର ହୋଇଥାଏ । ଜାମୁ କୋଳିରେ ଅନେକ ଓୗଷଧିୟ ଗୁଣ ରହିଥାଏ । ଏଥିରେ ଏସିଡିକର ପ୍ରକୃତି ଭରି ରହିବା ପରେ ମଧ୍ୟ ସ୍ବାଦ ମିଠା ହୋଇଥାଏ । ଜାମୁ କୋଳିର ରସ ପିଇବା ଦ୍ଵାରା ପେଟ ଜନିତ ସମସ୍ୟା ଦେଖାଯାଇନଥାଏ । ଡାଇରିଆ ରୋଗରୁ ଉପସମ ମିଳିଥାଏ ।

  • ଜାମୁ କୋଳି ଖାଇବା ଦ୍ଵ।ରା ହଜମ କରିବା ଶକ୍ତି ବଢିଥାଏ । ପେଟ ଜନିତ ସମସ୍ତ ରୋଗ ଭଲ ହୋଇଥାଏ ।
  • ମଧୁମେହ ରୋଗୀଙ୍କ ପାଇଁ ଜାମୁ କୋଳି ଅତ୍ୟନ୍ତ ହିତକାରକ। ଏହି କୋଳିର ମଞ୍ଜୀକୁ ଶୁଖାଇ ଗୁଣ୍ଡ କରି ଖାଇବା ଦ୍ବାରା ଶରୀରର ସୁଗାର୍ କମିଥାଏ ।
  • ଯଦି ପେଟରେ କୌଣସି ଧାତୁ ହୋଇଥାଏ, ଜାମୁ ଖାଇବା ଦ୍ଵାରା ରୋଗରୁ ମୁକ୍ତି ମିଳିଥାଏ । ଜାମୁ କୋଳି ମଞ୍ଜୀର ଗୁଣ୍ଡକୁ ଦହି କିମ୍ବା ପାଣିରେ ମିଶାଇ ପିଇବା ଦ୍ବାରା ଏହି ରୋଗରୁ ଉପସମ ମିଳିଥାଏ ।
  • ଭିନେଗାରରେ ଜାମୁ କୋଳିକୁ ଭିଜାଇ ପ୍ରତିଦିନ ସକାଳ ଓ ସଞ୍ଜରେ ଖାଇବା ଦ୍ଵାରା ପିତ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ ।
  • ଜାମୁ କୋଳିର ମଞ୍ଜିକୁ ଗୁଣ୍ଡ କରି ଚିନି ସହ ମିଶାଇ ଖାଇବା ଦ୍ଵାରା ଡାଇରିଆରୁ ଉପସମ ମିଳିଥାଏ ।

You Might Also Like

ଥଣ୍ଡା ପବନ ଦେଉନାହିଁ କି ଆପଣଙ୍କ ଏସି? କଣ କରିବେ ଜାଣନ୍ତୁ

ଖରାଦିନେ ଖାଆନ୍ତୁ ସପୁରୀ

ଜମ୍ମୁ-କଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରକୁ ଆତଙ୍କବାଦୀଙ୍କ ଗୁଳିରେ ଜଣେ ମୃତ, ୭ ଆହତ

ରକ୍ତର ବଦଲା ରକ୍ତରେ ନେଲା… ପହଲଗାମ ଆତଙ୍କୀ ଆକ୍ରମଣର ୧୪ ଦିନ ପରେ ପ୍ରତିଶୋଧ ନେଇଛି ଭାରତ

ମାଇଁକୁ ଗୁଳିମାଡ଼ କରି ଭଣଜା ଫେରାର

TAGGED:#benefits#health#UTKALA KHABARJamun berryLifestyle news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?