Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଦହି ଓ ଗୁଡର ମିଶ୍ରଣ କରି ଖାଇବା ଦ୍ଵାରା ଅନେକ ଫାଇଦା ମିଳେ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ଦହି ଓ ଗୁଡର ମିଶ୍ରଣ କରି ଖାଇବା ଦ୍ଵାରା ଅନେକ ଫାଇଦା ମିଳେ

utkala khabar
Last updated: May 2, 2025 4:56 pm
utkala khabar
Published May 2, 2025
Share
SHARE

ଆମର ଖାଦ୍ୟ ଖାଇବା  ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା  ଯିବା ଉଚିତ । ଆମେ ଅନେକସମୟରେ ଅନେକ ଜିନିଷକୁ ଖାଦ୍ୟ ଲିଷ୍ଟରେ ଆଡ କରିଥାଉ । ଦହି ସାଧାରଣତଃ ଆମ ପେଟକୁ ଥଣ୍ଡା ରଖିଥାଏ । ଠିକ୍ ସେହିପରି ଆମେ ଅନେକ ସମୟରେ ଦହି ଓ ଗୁଡକୁ ନିତିଦିନିଆ ରୋଷେଇରେ ଆମେ ବ୍ୟବହାର କରିଥାଉ । ଅନେକାଂଶ ଲୋକ ଡାଏଟ ପାଇଁ ସାଲାଡରେ ଦହି ବ୍ୟବହାର କରିଥାନ୍ତି । ଦହି ଏବଂ ଗୁଡର ମିଶ୍ରଣରେ କିଛି ଖାଦ୍ୟ ଖାଇଛନ୍ତି କି? ପାଟିକୁ ସ୍ଵାଦ ଲାଗିବା ସହ ଦେହ ପାଇଁ ଖୁବ୍ ଉପଯୋଗୀ । ଆପଣ ଜାଣିଛନ୍ତି କି ଆମ ଶରୀରରେ କେଉଁ ସବୁ ପ୍ରଭାବ ପକାଏ ଜାଣନ୍ତୁ ।

ପାଚନରେ ବୃଦ୍ଧି

ଦହିରେ ପ୍ରୋବାୟୋଟିକ୍ସ ଥିବାରୁ ଭଲ ବ୍ୟାକ୍ଟେରିଆ ସୃଷ୍ଟି କରିଥାଏ । ଏଥିରେ ଫାଇବର ଗୁଣ ଥିବା ହେତୁ ପାଚନ ଶକ୍ତି ପାଇଁ ଭଲ ମାଧ୍ୟମ ହୋଇଥାଏ ।

ମେଟାବାଲିଜିୟମରେ ବୃଦ୍ଧି

ଦହି ଓ ଗୁଡର ମିଶ୍ରଣ ଖାଇବା ଦ୍ବାରା ମେଟାବାଲିଜିୟମରେ ବୃଦ୍ଧି ଘଟିଥାଏ । ମାଂସପେଶୀକୁ ଗଠନ କରିବାରେ ସହାୟକ ହୋଇଥାଏ । ଶୀଘ୍ର ଓଜନ ହ୍ରାସ କରିଥାଏ ।

ଇମ୍ୟୁନିଟିରେ ବୃଦ୍ଧି

ଦହିରେ ଜୀବାଣୁ  ପ୍ରତିରୋଧକ ଶକ୍ତି ରହିଥାଏ । ସେହିପରି ଗୁଡରେ ଆଣ୍ଟିଅକ୍ସିଡେଣ୍ଟ ଏବଂ ମିନରାଲ୍ସ ଭରପୁର ମାତ୍ରାରେ ରହିଥାଏ । ଏହା ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିଥାଏ । ଯାହା ଅନେକ ଜୀବାଣୁ ସହିତ ଲଢିବାରେ ସାହାଯ୍ୟ କରିଥାଏ ।

ତ୍ବଚା ସମସ୍ୟାକୁ ଦୂର କରେ

ଦହି ଓ ଗୁଡ ଖାଇବା ଦ୍ବାରା ମୁହଁରେ ପଡୁଥିବା ଭାଙ୍ଗ ଏବଂ ବ୍ରଣର ସମସ୍ୟାକୁ ଦୂର କରିଥାଏ ।

ଏନର୍ଜିରେ ବୃଦ୍ଧି 

ଦହିରେ ଅନେକ ପୋଷକ ତତ୍ତ୍ବ ରହିଥାଏ । ଗୁଡରେ ପ୍ରାକୃତ୍ତିକ ସୁଗାର ମାତ୍ରା ଥିବାରୁ ଶରୀରରେ ତୁରନ୍ତ ଏନର୍ଜିକୁ ବଢାଇଥାଏ ।

ହାଡକୁ କରେ ମଜବୁତ

ଦହି ଏବଂ ଗୁଡରେ କ୍ୟାଲସିୟମ ମାତ୍ରା ରହିଥାଏ । ଯାହା ଖାଇବା ଦ୍ବାରା ହାଡକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ ।

You Might Also Like

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷାର ଉତ୍ତରଖାତା ରିଚେକିଂ ଆବେଦନ

ଛାତ୍ରଛାତ୍ରୀମାନେ ମୂଲ୍ୟାଙ୍କନ ପାଇଁ ଆବେଦନ କରିପାରିବେ

ମାନସିକ ରୋଗର ଜାଣନ୍ତୁ ସଠିକ୍ ଲକ୍ଷଣ କ’ଣ ?

କେମିତି କଟିବ ଆଜିର ଦିନ ଜାଣନ୍ତୁ

କଟକରେ ପ୍ରଥମ କୋଭିଡ୍ ଆକ୍ରାନ୍ତ ଚିହ୍ନଟ

TAGGED:#benifits#health#UTKALA KHABARCurd with JaggeryLifestyle news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?