Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ତେଜପତ୍ରର ୧୦ଟି ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ତେଜପତ୍ରର ୧୦ଟି ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ

utkala khabar
Last updated: May 28, 2025 3:46 pm
utkala khabar
Published May 28, 2025
Share
SHARE

ତେଜପତ୍ର ପ୍ରତ୍ୟେକ ଭାରତୀୟ ରୋଷେଇ ଘରର ଏକ ଖାସ୍ ମସଲା ଅଟେ । କାହିଁକି ନା ଖାଇବାରେ ତେଜପତ୍ର ତଡକା ଲଗାଇଥାଏ ତାର ବାସ୍ନା ପାଇଁ । ଏହା ଆମ ଶରୀର ପାଇଁ ମଧ୍ୟ ଅନେକ ଉପକାରୀ ହୋଇଥାଏ । ଏହାକୁ ନିୟମିତ ବ୍ୟବହାର କରିବା ଦ୍ବାରା ଆମକୁ ଅନେକ ସମସ୍ୟାରୁ ରକ୍ଷା ମିଳିଥାଏ ।

ତେଜପତ୍ର ବ୍ୟବହାର କରନ୍ତୁ ପାଇବେ ଏହି ୧୦ଟି ଲାଭ ମିଳିଥାଏ ।

• ତେଜପତ୍ର ଖାଇବା ଦ୍ବାରା ମଧୁମେହର ସମସ୍ୟାରୁ ଆରାମ ମିଳିଥାଏ ।

• ତେଜପତ୍ରକୁ ନିୟମିତ ସେବନ କରିବା ଦ୍ବାରା ପାଚନ ପକ୍ରିୟା ଠିକ୍ ହୋଇଥାଏ ଏବଂ ପେଟ ସହ ଜଡିତ ସମସ୍ତ ସମସ୍ୟାରୁ ରକ୍ଷା ମିଳିଥାଏ ।

• ରାତିରେ କିଛି ତେଜପତ୍ରର ଡେମ୍ପକୁ ପାଣିରେ ମିଶାଇ ପିଅନ୍ତୁ ଦେଖିବେ ନିଦ ଭଲଭାବେ ହେବ ।

• ତେଜପତ୍ରରର ଲେପ ମୁହଁରେ ଲଗାଇବା ଦ୍ବାରା ରଙ୍ଗ ଫିଟିଥାଏ ଏବଂ ବ୍ରଣରୁ ମଧ୍ୟ ରକ୍ଷା ମିଳିଥାଏ ।

• ଯଦି ଆପଣ କିଡନୀ ଏବଂ କିଡନୀ ଷ୍ଟୋନ୍ ପାଇଁ ଚିନ୍ତାରେ ଅଛନ୍ତି ତେବେ ତେଜପତ୍ରକୁ ପାଣିରେ ଫୁଟାଇକି ପିଅନ୍ତୁ ଦେଖିବେ ଉପସମ ମିଳିବ ।

• ଆପଣଙ୍କର ଦାନ୍ତ ହଳଦୀଆ ପଡି ଯାଇଥିଲେ ତେଜପତ୍ରକୁ ଦାନ୍ତରେ ରଗଡିବା ଦ୍ବାରା ଦାନ୍ତ ଧଳା ହୋଇଥାଏ ।

• ଥଣ୍ଡା ଏବଂ କାଶ ହୋଇଥିଲେ ତେଜପତ୍ର ସେବନା ଦ୍ବାରା ଭଲ ହୋଇଥାଏ ।

• ତେଜପତ୍ର ସେବନ ଦ୍ବାରା ଭୋକ ବଢିଥାଏ ।

• ତେଜପତ୍ର ମାଇଗ୍ରେନ୍ ଏବଂ ମୁଣ୍ଡ ବିନ୍ଧା ସମସ୍ୟାରୁ ଉପସମ ଦେଇଥାଏ ।

• ତେଜପତ୍ର କ୍ୟାନ୍ସର ଭଳି ସାଂଘାତିକ ରୋଗରୁ ରକ୍ଷା କରିଥାଏ ।

You Might Also Like

ଦୁଷ୍କର୍ମ ଦୃଶ୍ୟ ସୁଟିଙ୍ଗ ହେବା ସମୟରେ ଥରି ଉଠିଥିଲେ ଦିଆ ମିର୍ଜା

ପାକିସ୍ତାନକୁ IMF ପାଣ୍ଠିର ସହାୟତା ପ୍ରଦାନ କଲା

ଗରମ ଦିନରେ ଶରୀରରେ ଦେଖାଦେଇପାରେ ଏହି ସବୁ ରୋଗ

ଚାରି ଅଭିଯୁକ୍ତ ସ୍ୱୀକାର କଲେ ନିଜର ଅପରାଧ , ସୋନମ ମାଷ୍ଟରମାଇଣ୍ଡ

ମେ ମାସରେ ଆସୁଛି ବାତ୍ୟା “ଶକ୍ତି”

TAGGED:#health tips#UTKALA KHABARBenerfitsLife Style NewsTejpati
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?