Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: କଳାଜାଇ କହିବ ଆପଣଙ୍କ ବ୍ୟକ୍ତିତ୍ଵ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

କଳାଜାଇ କହିବ ଆପଣଙ୍କ ବ୍ୟକ୍ତିତ୍ଵ

utkala khabar
Last updated: April 19, 2025 12:11 pm
utkala khabar
Published April 19, 2025
Share
SHARE

ପିଲାଦିନରୁ ପ୍ରତ୍ୟେକ ମଣିଷର ଶରୀରରେ ଜନ୍ମ ଚିହ୍ନ ବା କଳାଜାଇ ଥାଏ । କିଛି କଳାଜାଇ ପିଲାଦିନରୁ ଶରୀରରେ ରହିଥିବାବେଳେ ଆଉ କିଛି ପରେ ସୃଷ୍ଟି ହୋଇଥାଏ । ଅଧିକାଂଶ ସମୟରେ ଲୋକମାନେ କୃତ୍ରିମ ଭାବରେ ଓଠରେ କଳାଜାଇ ତିଆରି କରିଥାନ୍ତି । ନିଜ ସୁନ୍ଦରତା ବଢାଇବା ପାଇଁ ଏବଂ ଆକର୍ଷଣୀୟ ଦେଖାଯିବା ପାଇଁ ସେମାନେ ଏପରି କରିଥାନ୍ତି । ତେବେ କିଛି ଲୋକଙ୍କ ପାଖରେ ଏହା ପ୍ରାକୃତିକ ହୋଇଥାଏ । କଳାଜାଇ କେବଳ ଏକ ବ୍ୟୁଟି ସ୍ପଟ୍‌ ନୁହେଁ ଏହା ଜଣେ ବ୍ୟକ୍ତିଙ୍କ ଜୀବନରେ ବିଭିନ୍ନ ପ୍ରକାର ପ୍ରଭାବ ପକାଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ଏହାର ଅନେକ ଅର୍ଥ ରହିଛି । କେତେକ କଳାଜାଇ ଶୁଭ ସଂକେତ ଆଣିଥିବା ବେଳେ ଆଉ କେତେକ ଅଶୁଭ ଚିହ୍ନକୁ ସୂଚାଇଥାଏ । ଆସନ୍ତୁ ଜାଣିବା ଏହି ବିଷୟରେ…

  • ଯଦି କାହାରି ନାକରେ କଳାଜାଇ ଥାଏ, ତେବେ ସେହି ବ୍ୟକ୍ତି ଭାଗ୍ୟଶାଳୀ ହେବା ସହ ଜୀବରେ ଖୁବ୍‌ ଉନ୍ନତି କରିଥାନ୍ତି । କଷ୍ଟ କରି ସଫଳତା ପାଇବାରେ ସେମାନଙ୍କର ବିଶ୍ୱାସ ରହିଥାଏ । ସମସ୍ତେ ତାଙ୍କୁ ଖୁବ୍‌ ଭଲ ପାଇଥାନ୍ତି ।
  • ଯେଉଁ ବ୍ୟକ୍ତିଙ୍କ ତାଳୁ ଉପରେ କଳାଜାଇ ଥାଏ ସେ ପୁରୁଷ ହୁଅନ୍ତୁ କିମ୍ବା ମହିଳା, ସେମାନେ ଧନବାନ୍‌ ଓ ପ୍ରତିଷ୍ଠିତ ହେବା ସହ ଜୀବନରେ ଖୁବ୍‌ ଲୋକପ୍ରିୟତା ହାସଲ କରିଥାନ୍ତି । କିନ୍ତୁ ତାଳୁକୁ ଛାଡ଼ି ଯଦି ମୁଣ୍ଡର ଅନ୍ୟ କୌଣସି ସ୍ଥାନ ଯେପରି, ପଛପଟ ଅଥବା ମୁଣ୍ଡାର ଡାହାଣ ପଟେ କଳାଜାଇ ରହିବା ସେତେଟା ଶୁଭଫଳ ଦେଇ ନଥାଏ । ଏହି ସ୍ଥାନରେ କଳାଜାଇ ରହିଥିବା ବ୍ୟକ୍ତିଙ୍କ ଜୀବନ ବେଶ୍‌ ସଂଘର୍ଷପୂର୍ଣ୍ଣ ରହିଥାଏ ବୋଲି କୁହାଯାଏ ।
  • କାନ ଉପରେ କଳାଜାଇ ରହିବା ବୁଦ୍ଧିମାନ ତଥା ଚାଲାକର ସଂକେତ ଦେଇଥାଏ । ତେଣୁ ଯେଉଁମାନଙ୍କର କାନରେ କଳାଜାଇ ରହିଥାଏ ସେମାନେ ନିଜ ବୁଦ୍ଧି ବଳରେ ଖୁବ୍‌ ଟଙ୍କା ଅର୍ଜନ କରିଥାନ୍ତି ।
  • ମୁହଁର ବାମ ପଟେ କଳାଜାଇ ରହିବା ସେତେଟା ଶୁଭ ହୋଇ ନଥାଏ । ହେଲେ ମୁହଁର ଡାହାଣ ପଟ ମଝି ଭାଗରେ କଳାଜାଇ ରହିଥିବା ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାନ୍ତି ।
  •  ସେହିପରି ଡାହାଣ ପଟ ଆଖି ପତା ଉପରେ କଳାଜାଇ ଥିବା ବ୍ୟକ୍ତି ଧାର୍ମିକ ସ୍ୱାଭବର ହୋଇଥାନ୍ତି ବୋଲି ବିଶ୍ୱାସ କରାଯାଏ ।

You Might Also Like

ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ; ଅପରେସନ ଦେଖୁଥିଲେ ମୋଦି

ଆଜି ଏହି ରାଶିର ଲୋକଙ୍କୁ କ୍ୟାରିୟରରେ ସଫଳତା ମିଳିବ

ଟ୍ୱିନ ସିଟିରେ କାର୍ଯ୍ୟକାରୀ ହେବାକୁ ଥିବା ପୂର୍ତ୍ତ ବିଭାଗ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ମେ’ ପହିଲାରୁ ୩ ମାସ ବନ୍ଦ ରହିବ ଭିତରକନିକା

ଭାରତ ଟେଷ୍ଟ ମାନ୍ୟତାରେ ଚତୁର୍ଥ ସ୍ଥାନକୁ ଖସିଲା

TAGGED:#UTKALA KHABARBlack moleLifestyle newsPersonalities
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?