Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଭୂକମ୍ପ ଝଟକାରେ ଥରିଲା ଗ୍ରୀସ୍, ତୀବ୍ରତା ୬.୧
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଭୂକମ୍ପ ଝଟକାରେ ଥରିଲା ଗ୍ରୀସ୍, ତୀବ୍ରତା ୬.୧

utkala khabar
Last updated: May 22, 2025 3:16 pm
utkala khabar
Published May 22, 2025
Share
SHARE

ଗ୍ରୀସ ୨ ୨/୫ : ସମଗ୍ର ବିଶ୍ୱରେ ସବୁବେଳେ ଭୁକମ୍ଫ ହେବାର ଶୁଣାଯାଉଛି ।ଆଜି ଆଉ ଗୋଟିଏ ଖବର ଆସିଛି କି ଗ୍ରୀସର କାସୋସ ଦ୍ବୀପରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ଝଟକା ୬.୧ ତୀବ୍ରତା ରହିଛି । ୟୁନାଇଟେଡ ଷ୍ଟେଟସ ଜିଓଲୋଜିକାଲ ସର୍ଭେ ଅନୁସାରେ, ଭୂକମ୍ପ ଝଟକା ସ୍ଥାନୀୟ ସମୟାନୁସାରେ ରାତି ୧.୫୧ରେ ହୋଇଛି । ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକ ନିଜ ନିଜ ଘରୁ ବାହାରକୁ ଚାଲିଆସିଥିଲେ ।

ଭୂକମ୍ପର କେନ୍ଦ୍ର ଏଲାଉଣ୍ଡା ଠାରୁ ୫୮ କିମି ଉତ୍ତର-ପୂର୍ବ ସମୁଦ୍ରରେ ରହିଥିଲା । ଏଲାଉଣ୍ଡା, କ୍ରିଟ ଦ୍ବୀପ ଉତ୍ତର ତଟରେ ରହିଛି ।ସୂଚନାଯୋଗ୍ୟ, ମଇ ୧୪ରେ ଗ୍ରୀସରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହି ସମୟରେ ଭୂକମ୍ପର ତୀବ୍ରତା ୬.୩ ରହିଥିଲା । ଭୂକମ୍ପ ସକାଳେ ହୋଇଥିଲା । ଭୂକମ୍ପ ଝଟକାରେ ଭୟଭୀତ ହୋଇ ଲୋକେ ଘରୁ ଦୌଡିଥିଲେ । ଏହି ଭୂକମ୍ପ ପରେ ସୁନାମୀ ଆକଳନ କରାଯାଇଥିଲା

You Might Also Like

କେନ୍ଦ୍ର ସରକାରଙ୍କ କ୍ୟାବିନେଟରେ ବଡ଼ ନିଷ୍ପତ୍ତି, ଜାତିଭିତ୍ତିକ ଜନଗଣନାକୁ ଅନୁମତି

ଆତଙ୍କବାଦୀ ହମଲା ପରେ ପାକିସ୍ତାନ ବିରୁଦ୍ଧରେ ଭାରତ ଦ୍ୱାରା ନିଆଯାଇଛି ୭ଟି ବଡ ପଦକ୍ଷେପ

ତୁର୍କୀ ସହ ସମସ୍ତ ସମ୍ପର୍କ କାଟିବା ପାଇଁ ସାମାଜିକ ଗଣମାଧ୍ୟମରେ ଅପିଲ୍

ତା‌ଲିବାନ ମନ୍ତ୍ରୀଙ୍କ ସହ ବାର୍ତ୍ତାଳପ କରି ଧନ୍ୟବାଦ ଜଣାଇଲେ ଜୟଶଙ୍କର

ଚୀନ ଓ ତୁର୍କୀ ‘ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସ’ କୁ ବ୍ଲକ କରାଗଲା

TAGGED:#earthquake#richter scaleGreeceInternational newsmagnitude of 6.0
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?