Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: କ୍ୟାବିନେଟ୍ ଖବର ପଢ଼ି ଶୁଣେଇବ AI ଆଙ୍କରକୁ ଲଞ୍ଚ କଲେ ଆସାମ ସରକାର
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

କ୍ୟାବିନେଟ୍ ଖବର ପଢ଼ି ଶୁଣେଇବ AI ଆଙ୍କରକୁ ଲଞ୍ଚ କଲେ ଆସାମ ସରକାର

utkala khabar
Last updated: May 15, 2025 9:18 am
utkala khabar
Published May 15, 2025
Share
SHARE

ଆସାମ ୧୫/୫ :  ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି। ଦିନକୁ ଦିନ ମଣିଷ ଜୀବନ ଏଆଇ ଉପରେ ଅଧିକ ନିର୍ଭରଶୀଳ ହେବାରେ ଲାଗିଛି। ଅନେକ ଗଣମାଧ୍ୟମରେ ଏଆଇ ଆଙ୍କର ମଧ୍ୟ ରଖିବାରେ ଲାଗିଥିଲେ। ଏହି ତାଲିକାରେ ବର୍ତ୍ତମାନ ସାମିଲ ହୋଇଛନ୍ତି ଆସାମ ସରକାର। ଏଣିକି ଆସାମ ସରକାରଙ୍କ କ୍ୟାବିନେଟର ଖବର ଜଣାଇବ AI ଆଙ୍କର।

ଆସାମ ସରକାରଙ୍କ ପକ୍ଷରୁ AI ଆଙ୍କର, ଅଙ୍କିତାକୁ ଲଞ୍ଚ କରାଯାଇଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ଏହି ଆଙ୍କରକୁ ଲଞ୍ଚ କରିଛନ୍ତି। ଏଣିକି ଆସାମ କ୍ୟାବିନେଟର ସମସ୍ତ ନିଷ୍ପତ୍ତ ତଥା ବିଧାନସଭାର ସମସ୍ତ ନିଷ୍ପତ୍ତି ଏହି AI ଆଙ୍କର ଘୋଷଣା କରିବ। ପ୍ରଥମ ଥର ପାଇଁ କ୍ୟାବିନେଟରେ ମଞ୍ଜୁର ହୋଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲା ଅଙ୍କିତା।

Assam CM
ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ  ଶର୍ମା ଏକ୍ସରେ ଏକ ଭିଡିଓ ପୋଷ୍ଟ କରି ଏହା ସ୍ପଷ୍ଟ କରିଛନ୍ତି। ଦିବ୍ରଗଡ ବିମାନ ବନ୍ଦରର ନାମକୁ ପରିବର୍ତ୍ତନ କରାଯାଇ ଭୂପେନ ହଜାରିକା ବିମାନ ବନ୍ଦର କରାଯାଇଥିବା ବେଳେ ଏହା ଘୋଷଣା କରିଛି ଅଙ୍କିତା। ସେହିପରି ଚା ବାଗାନରେ କାମ କରୁଥିବା ଶ୍ରମିକଙ୍କୁ ମିଳିବାକୁ ଥିବା ୱାନ ଟାଇମ ଗ୍ରାଣ୍ଟ ସମ୍ପର୍କରେ ମଧ୍ୟ ଘୋଷଣା କରିଥିଲା ଅଙ୍କିତା।

You Might Also Like

କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ

୧୪ ବର୍ଷୀୟ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଶତକ ହାସଲ,ରାଜସ୍ଥାନ ବିଜୟୀ

କେମିତି କଟିବ ଆଜିର ଦିନ ଦେଖନ୍ତୁ ରାଶିଫଳ

କାର୍ ଦୁର୍ଘଟଣାର ଶିକାର ହେଲେ ଇଣ୍ଡିଆନ ଆଇଡଲର ୧୨ ୱିନର ପୱନଦୀପ

୨୪ ଘଣ୍ଟା ମଧ୍ୟରେ ଆମେରିକାରେ ଦ୍ୱିତୀୟ ବିମାନ ଦୁର୍ଘଟଣା

TAGGED:#UTKALA KHABARAI AnchorAssam Cabinet MeetingAssam CMHimanta Biswa SarmaIntroducesNational newsReportingShares Video
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?