Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଛତିଶଗଡ ଓ ତେଲେଙ୍ଗାନା ସୀମାରେ ସୁରକ୍ଷାକର୍ମୀଙ୍କ ଗାଡି ଉପରକୁ ବିସ୍ଫୋରଣ କରିଛନ୍ତି ନକ୍ସଲ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଛତିଶଗଡ ଓ ତେଲେଙ୍ଗାନା ସୀମାରେ ସୁରକ୍ଷାକର୍ମୀଙ୍କ ଗାଡି ଉପରକୁ ବିସ୍ଫୋରଣ କରିଛନ୍ତି ନକ୍ସଲ

utkala khabar
Last updated: May 8, 2025 12:51 pm
utkala khabar
Published May 8, 2025
Share
SHARE

ତେଲେଙ୍ଗାନା ୦୮/୫ N ଛତିଶଗଡ ଓ ତେଲେଙ୍ଗାନା ସୀମାରେ ନକ୍ସଲ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୂତ୍ରରୁ ମିଳିଥିବା ଖବର ମୁତାବକ, ସୁରକ୍ଷାକର୍ମୀଙ୍କ ଗାଡିକୁ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିଛନ୍ତି । ଏଥିରେ ୩ ସେନା ଯବାନ ସହିଦ ହୋଇଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ଏନେଇ ଆନୁଷ୍ଠାନିକ ଭାବରେ କୌଣସି ସୂଚନା ମିଳିନାହିଁ ।

ପୋଲିସର ବରିଷ୍ଠ ଅଧିକାରୀଙ୍କ ସୂଚନାନୁସାରେ, ମୁଲୁଗୁ ଜିଲ୍ଲାର ବଜିଦୁ-ପେରୁର ଥାନା ଅନ୍ତର୍ଗତ ଜଙ୍ଗଲରେ ନିୟମିତ ଅଭ୍ୟାସ କରୁଥିଲେ ଯବାନ । ସେହି ସମୟରେ ବୀରଭଦ୍ରବରମ୍ ଓ ତଡାପାଲା ପାହାଡିଆ ଅଂଚଳରେ ଆକ୍ରମଣ କରିଥିଲେ ନକ୍ସଲ । ସୂଚନା ମୁତାବକ, ଏହି ଅଂଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ସର୍ଚ୍ଚ ଅପରେସନ ଚାଲିଛି ।

You Might Also Like

୨୪ରେ ପୁଣି ମିଳିବ ସୁଭଦ୍ରାର ଷଷ୍ଠ ପର୍ଯ୍ୟାୟ ଟଙ୍କା

କେଉଁଠି ଅଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ?

ମହାନଦୀରେ ସ୍କୁବା ଡାଇଭିଂ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ପ୍ରେମିକାଙ୍କ ଆତ୍ମହତ୍ୟା ବନ୍ଧା ହେବେ ୟୁଟ୍ୟୁବର ଲବ ହାଁସଦା

ଜୁନ୍ ୧୪ ଯାଏଁ ସମୁଦ୍ରରେ ମାଛଧରା ମନା, କଟକଣା ଲଗାଇଲେ ରାଜ୍ୟ ସରକାର

TAGGED:#UTKALA KHABARChatisgardNational newsTelangana
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?