Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ମହଙ୍ଗା ହେଲା ଘରୋଇ ଗ୍ୟାସ ସିଲିଣ୍ଡର, ୮ ତାରିଖରୁ ସିଲିଣ୍ଡର ଦର ପିଛା ୫୦ଟଙ୍କାକୁ ବୃଦ୍ଧି
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ମହଙ୍ଗା ହେଲା ଘରୋଇ ଗ୍ୟାସ ସିଲିଣ୍ଡର, ୮ ତାରିଖରୁ ସିଲିଣ୍ଡର ଦର ପିଛା ୫୦ଟଙ୍କାକୁ ବୃଦ୍ଧି

utkala khabar
Last updated: April 8, 2025 3:20 pm
utkala khabar
Published April 8, 2025
Share
SHARE

ଦେଶରେ ସମସ୍ୟା ବଢାଇଲା LPG ଗ୍ୟାସ ଦରର ବୃଦ୍ଧି । ଘରୋଇ LPG ଗ୍ୟାସ ସିଲିଣ୍ଡରରେ ୫୦ଟଙ୍କା ବୃଦ୍ଧି କରିଛନ୍ତି ସରକାର । ଏହି ବର୍ଦ୍ଧିତ ଦର ଆସନ୍ତା କାଲି ୮ ତାରିଖରୁ ଲାଗୁହେବ । । ଉଜ୍ଜ୍ବଳା ଗ୍ୟାସ ଯୋଜନାରେ ମିଳୁଥିବା LPG ଗ୍ୟାସକୁ ୫୦୩ଟଙ୍କାରୁ ୫୫୩ଟଙ୍କାକୁ  ବୃଦ୍ଧି ପାଇଛି । ଅଣ-ଉଜ୍ଜ୍ବଳା ଗ୍ୟାସ ଯୋଜନା ରେ ମିଳୁଥିବା LPG ଗ୍ୟାସ ସିଲିଣ୍ଡର ୮୦୩ରୁ ୮୫୩ କୁ ବୃଦ୍ଧି ପାଇଛି । ଯାହା ବର୍ତ୍ତମାନ ଗ୍ୟାସ ସିଲିଣ୍ଡର ବ୍ୟବହାରକାରୀଙ୍କୁ ବଡ ଝଟକା ଦେଇଛି ।

ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂଙ୍କ ସୂଚନାନୁଯାୟୀ, ଅନ୍ତର୍ଜାତୀୟରେ ଦର ବୃଦ୍ଧି ପାଉଥିବାରୁ ଏଠାରେ ଦର ହ୍ରାସ ପାଉଥିବାରୁ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଛି । ୧୦କୋଟି ଲୋକ ଉଜ୍ଜ୍ବଳା ଗ୍ୟାସର ବ୍ୟବହାର କରୁଛନ୍ତି । ତେଣୁ ଦର ବୃଦ୍ଧିକୁ ନେଇ ଆଲୋଚନା କରାଯିବ ବୋଲି ମିଡିଆରେ କହିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ।

ଅନ୍ୟପଟେ ଗତବର୍ଷ ଗ୍ୟାସ ସିଲିଣ୍ଡର ଦରରେ ପରିବର୍ତ୍ତନ ହୋଇଥିଲା । ୨୦୨୪ରେ ୧୪.୨କିଲୋ ସିଲିଣ୍ଡରରେ ମୂଲ୍ୟ ବୃଦ୍ଧି ପାଇଥିଲା । ଦିଲ୍ଲୀରେ ଗ୍ୟାସର ମୂଲ୍ୟ ୮୦୩ଟଙ୍କା, ମୁମ୍ବାଇରେ ୮୦୨.୫୦ଟଙ୍କା, କୋଲକତାରେ ୮୨୯ ଟଙ୍କା ଏବଂ ଚେନ୍ନାଇରେ ୮୧୮.୫୦ଟଙ୍କାକୁ ବୃଦ୍ଧି ପାଇଥିଲା ।

You Might Also Like

ହନିମୁନ୍ ପାଇଁ ମେଘାଳୟ ଯାଇଥିଲେ ଦମ୍ପତି, ୧୦ ଦିନ ପରେ ମିଳିଲା ସ୍ୱାମୀଙ୍କ ମୃତଦେହ

ଅମରୋଲିରେ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ମୃତ

ଏସବିଆଇ ବଦଳାଇଲା ଏଟିଏମ ୱିଡ୍ରାଲର ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଟପିଲା

ଫ୍ରାନସ ଠାରୁ ୨୬ଟି ରାଫେଲ କିଣିବ ଭାରତ, ୬୩ ହଜାର କୋଟିର ଡିଲ

TAGGED:#cylinder#domestic gas#india#nation#price
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?