Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ରାମନବମୀ ଅବସରରେ ନୂତନ ପମ୍ବନ ରେଳସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ତୀର୍ଥଯାତ୍ରୀଙ୍କ ପାଇଁ ହେବ ସହଜ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ରାମନବମୀ ଅବସରରେ ନୂତନ ପମ୍ବନ ରେଳସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ତୀର୍ଥଯାତ୍ରୀଙ୍କ ପାଇଁ ହେବ ସହଜ

utkala khabar
Last updated: April 9, 2025 12:51 pm
utkala khabar
Published April 7, 2025
Share
SHARE

ରାମନବମୀ ଅବସରରେ ରାମେଶ୍ବରମରୁ ତାମ୍ବରମ ପର୍ଯ୍ୟନ୍ତ ପମ୍ବନ ରେଳସେତୁର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ । ଏଥି ସହିତ ଶିଳାନ୍ୟାସର ମଧ୍ୟ କାର୍ଯ୍ୟକ୍ରମ ରହିଛି । ରେଳସେତୁ ୫୫୦ କୋଟିର ଟଙ୍କାର ନିର୍ମାଣ । । ନିର୍ମାଣ କାର୍ଯ୍ୟ ରେଳ ବିକାଶ ନିଗମ ଲିମିଟେଡ୍ ଦ୍ବାରା କରାଯାଇଥିଲା । ପ୍ରଥମ କରି ଭୂଲମ୍ବ ଲିପ୍ଟ ରେଳ ସମୁଦ୍ର ସେତୁ ହୋଇଛି । ଯାହା ଦେଶର ରେଳ ଭିତ୍ତିଭୂମିକୁ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ଭାବେ ପରିଚିତ ହେବ । ଏହି ସେତୁ ୧୦୦ ବର୍ଷ ପାଇଁ ଘଣ୍ଟା ପ୍ରତି ୮୦ କିଲୋମିଟର ତୀବ୍ର ଗତିରେ ଚାଲିବ । ଏହା ନିରାପଦ ଯାତ୍ରା ମଧ୍ୟ ରହିବ ଯେଉଁଥିରେ କୌଣସି ସନ୍ଦେହ ନାହିଁ ।

ଆଜି ଲୋକାର୍ପିତ ହେଲା ନୂତନ ପମ୍ବନ ରେଳସେତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁର୍ ନବନିର୍ମିତ ପମ୍ବନ ରେଳସେତୁର  ଲୋକର୍ପଣ କରିଛନ୍ତି । ଏହା ଭାରତର ପ୍ରଥମ ଭୂଲମ୍ବ ଲିଫ୍ଟ ସମୁଦ୍ର ସେତୁ ଭାବେ ୫୫୦ କୋଟି ଟଙ୍କାର ନିର୍ମାଣ କରାଯାଇଛି । ଏହି ସେତୁରେ ରେଳ ମାର୍ଗ ସହ ଜାହାଜ ଚଳାଚଳ ବ୍ୟବସ୍ଥା ରହିଛି । ଏଥିସହ ପ୍ରଧାନମନ୍ତ୍ରୀ  ତାମିଲନାଡ଼ୁରେ ୮ହଜାର ୩୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଏବଂ ସଡ଼ ପ୍ରକଳ୍ପର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି। ନୂତନ ପମ୍ବନ ରେଳସେତୁର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ରାମେଶ୍ବରମ-ତାମ୍ବରମ ନୂତନ ରେଲ ସେବାର ମଧ୍ୟ ଶୁଭାରମ୍ଭ କରିଛନ୍ତି । ପୌରାଣିକ ଗାଥା ରାମାୟଣ ଅନୁସାରେ, ରାମସେତୁର ନିର୍ମାଣ ରାମେଶ୍ବରମ ନିକଟସ୍ଥ ଧନୁଷକୋଡ଼ିରୁ ଆରମ୍ଭ ହୋଇଥିଲା । ରାମେଶ୍ବରମକୁ ମୁଖ୍ୟଭୂମି ସହିତ ସଂଯୋଗ କରୁଥିବା ଏହି ସେତୁ ବିଶ୍ବସ୍ତରରରେ ଭାରତୀୟ ଇଞ୍ଜିନିୟରିଂର ଏକ ଉଲ୍ଲେଖନୀୟ ସଫଳତା । ଏହାର ଲମ୍ବ ୨.୦୮ କିଲୋମିଟର। ଏଥିରେ ୯୯ଟି ସ୍ପାନ୍ ଏବଂ ୭୨.୫ ମିଟର ଭୂଲମ୍ବ ଲିଫ୍ଟ ସ୍ପାନ ଅଛି। ଯାହା ୧୭ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉପରକୁ ଉଠିଥାଏ। ଏକ ସ୍ବତନ୍ତ୍ର ପଲିସିଲୋକ୍ସେନ ଆବରଣ ଏହାକୁ ସମୁଦ୍ର ପାଣି ଓ ପବନର ଲବଣଜନିତ କ୍ଷୟରୁ ରୋକି ପ୍ରତିକୂଳ ସାମୁଦ୍ରିକ ପରିବେଶରେ ଦୀର୍ଘ ସ୍ଥାୟୀତ୍ବକୁ ସୁନିଶ୍ଚିତ କରିବ।

ଭବିଷ୍ୟତରେ ଏହାକୁ ଦ୍ବିଗୁଣିତ ଟ୍ରେନ ଟ୍ରାକ ପାଇଁ ଡିଜାଇନ କରାଯାଇଛି । ଏଥିରେ ପଲିସିଲୋକ୍ସେନ ଭଳି ସ୍ବତନ୍ତ୍ର ବ୍ୟବସ୍ଥା ରହିଛି । ଯାହର ଆବରଣ ଦ୍ବାରା ଏହା ଅନେକ କ୍ଷୟକ୍ଷତିରୁ ରକ୍ଷା କରିଥାଏ । ଏହାକୁ ସ୍ବଦେଶୀ ପଦ୍ଧତିରେ ବିକଶିତ କରାଯାଇଛି । ରାମେଶ୍ବରମର ଦ୍ବୀପର ସଂଯୋଗୀକରଣରେ ବୃଦ୍ଧି କରିଥାଏ । ଯାହା ଯାତ୍ରୀଙ୍କ ପାଇଁ ସହଜ ଏବଂ ସୁଲଭ ରହିବ

You Might Also Like

ସାତକୋଶିଆ ଘଡ଼ିଆଳ ପ୍ରଜନନକୁ ବନ୍ୟା ବିପଦ, ଚାରିବର୍ଷରେ ୧୦୫ ଶାବକ ଗାଏବ

ଢେଙ୍କାନାଳର ପ୍ରସିଦ୍ଧ ଖାଦ୍ୟ, ଛୋଟ ବଡ ଦୋକାନ ସହ ଘରେ ଘରେ ନେଇଛି ଜଳଖିଆର ସ୍ଥାନ

ପହଲଗାମ ଆକ୍ରମଣ ପରେ ବନ୍ଦ ହେଲା ୪୮ ରିସୋର୍ଟ ଏବଂ ପର୍ଯ୍ୟଟକ ସ୍ଥଳ

ପାକିସ୍ତାନ ଉପରେ ଭାରତର ଆଉ ଗୋଟିଏ ଆକ୍ସନ, ଆମଦାନୀ ଓ ରପ୍ତାନୀ ସଂପୂର୍ଣ୍ଣ ଭାବେ ବନ୍ଦ

ମୋଦିଙ୍କ ବାସଭବନରେ ବଡ ବୈଠକ

TAGGED:#inagurated#pm modi#railway bridge#utkal khabar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?