Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: କେଉଁଠି ଅଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ?
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

କେଉଁଠି ଅଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ?

utkala khabar
Last updated: May 9, 2025 12:10 pm
utkala khabar
Published May 9, 2025
Share
SHARE

ପାକିସ୍ତାନ ୦୯/୫ : କେଉଁଠି ଅଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ? ଶେହବାଜଙ୍କ ଉପସ୍ଥିତକୁ ନେଇ ଉଠିଲାଣି ପ୍ରଶ୍ନ । ଭାରତ ପାକିସ୍ତାନ ଉତ୍ତେଜନା ମଧ୍ୟରେ ଶେହବାଜ ସରିଫଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଶେହବାଜ ଦେଶ ଛାଡ଼ି ପଳାଇଯାଇଥିବା କିଛି ରିପୋର୍ଟ ପ୍ରକାଶ ପାଇଛି । ଏକ ପ୍ରାଇଭେଟ ଜେଟରେ ବସି ଦେଶଛାଡ଼ି ପଳାଇଥିବା କୁହାଯାଉଛି ।ଗତକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରେ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ନେଇ ଖବର ଆସିଥିଲା । ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି।

ବିସ୍ଫୋରଣ ପରେ ଶେହବାଜଙ୍କୁ ସେଠାରୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ସୂଚନା ମଳିଥିଲା । ଆଜି ଶେହବାଜଙ୍କ ସହ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କଥା ହୋଇଛନ୍ତି  ।

ଆତଙ୍କବାଦୀଙ୍କୁ ସମର୍ଥନ ବନ୍ଦ କରିବାକୁ ପାକିସ୍ତାନକୁ ଚେତାଇଛନ୍ତି ମାର୍କୋ ରୁବିଓ।ସେପଟେ ପାକିସ୍ତାନର ବଡ଼ବଡ଼ ସହରରେ ଏବେ କେବଳ ଜରୁରୀକାଳୀନ ସାଇରନ୍ ବାଜିବାରେ ଲାଗିଛି ।

କ୍ୱେଟାରେ ଥିବା ପାକ୍‌ ସେନା କ୍ୟାମ୍ପ୍‌ ଉପରେ ଆକ୍ରମଣ ହେଉଛି । ସେହଭଳି ବଲୁଚିସ୍ତାନରେ ବି ପାକ୍‌ ସେନା କ୍ୟାମ୍ପ୍‌ ଉପରେ ଧ୍ୱଂସଲୀଳା ରଚିଛି ଭାରତର ବାୟୁସେନା ବିମାନ ।

 

You Might Also Like

ପ୍ରଶାନ୍ତ ଶତପଥୀଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା

ମେ ୨ ତାରିଖ ଶୁକ୍ରବାର ଥିବାରୁ କେମିତି କଟିବ ଆଜିର ଦିନ ଜାଣନ୍ତୁ

ମେ’ ୨୭ ନୁହେଁ ବରଂ ମେ’ ୨୬ରେ ମିଳିବ ସାବିତ୍ରୀ ଅମାବାସ୍ୟା ଛୁଟି : ମୁଖ୍ୟମନ୍ତ୍ରୀ

ଖୁବ୍ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Oppo A5 Pro 5G, ଜାଣନ୍ତୁ ଏହାର ପ୍ରାଇସ୍ ଏବଂ ଫିଚର୍ସ

ଭାରତ ଟେଷ୍ଟ ମାନ୍ୟତାରେ ଚତୁର୍ଥ ସ୍ଥାନକୁ ଖସିଲା

TAGGED:#UTKALA KHABARIndia-pakisthanPakisthan prime ministerPrivate jetShehbaz Sharif
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?