Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ମୋଦିଙ୍କୁ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ ସଲମାନ ଏମିତି କରିଥିଲା ନିମନ୍ତ୍ରଣ, ସାଉଦି ଏୟାର ଫୋର୍ସ F-15 ଫାଇଟର ଜେଟ କରିଥିଲା ଏସ୍କର୍ଟ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ମୋଦିଙ୍କୁ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ ସଲମାନ ଏମିତି କରିଥିଲା ନିମନ୍ତ୍ରଣ, ସାଉଦି ଏୟାର ଫୋର୍ସ F-15 ଫାଇଟର ଜେଟ କରିଥିଲା ଏସ୍କର୍ଟ

utkala khabar
Last updated: April 23, 2025 4:07 pm
utkala khabar
Published April 23, 2025
Share
SHARE

ସାଉଦି ଆରବ ୨୩/୪ : ପ୍ରଧାନମନ୍ତ୍ରୀ ମୋଦିଙ୍କୁ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ନିମନ୍ତ୍ରଣ । ଦୁଇ ଦିନିଆ ଗସ୍ତରେ ସାଉଦି ଆରବରେ ପହଞ୍ଚିଛନ୍ତି ମୋଦି । ମୋଦୀଙ୍କ ଆରବ ଗସ୍ତରେ ବିଶେଷ ସ୍ୱାଗତ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ମୋଦିଙ୍କ ବିମାନ ପହଞ୍ଚିବା ପରେ ସାଉଦ୍ ଆରବ ବିମାନ ପକ୍ଷରୁ F-15 ଫାଇଟର ଜେଟ ସହ ତାଙ୍କୁ ଉଡାଣରେ ଆକାଶ ବିମାନ ସୁରକ୍ଷା ପ୍ରଦାନ କରାଯାଇଛି ।

ସୁଚନାନୁଯାୟୀ ମୋଦି ତୃତୀୟ ଥର ପାଇଁ ସାଉଦ ଆରବ ଗସ୍ତ କରିଛନ୍ତି । କିନ୍ତୁ ପୂର୍ବରୁ ମୋଦି ୨୦୧୬ ଓ ୨୦୧୯ ରେ ସାଉଦ ଆରବକୁ ୨ଥର ଗସ୍ତ କରିଥିଲେ । ହେଲେ ମୋଦି ସାଉଦ ଆରବର ଜେଦ୍ଦାକୁ ପ୍ରଥମ ଥର ଗସ୍ତ କରିଛନ୍ତି । ବୈଠକ ପାଇଁ ସେ ଜେଦ୍ଦାକୁ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି । ଦୁଇ ଦେଶ ମଧ୍ୟରେ ଷ୍ତ୍ରାଟାଜିକ ପାର୍ଟନରସିପ ବୈଠକରେ ମୋଦି ଏବଂ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ ସଲମାନ୍ ସାମିଲ ହେବେ । ବୈଠକରେ ଉଭୟ ଦେଶର ନେତା ଅର୍ଥନୈତିକ ଏବଂ ରାଜନୈତିକ ସୁରକ୍ଷା ଗଠନ ଉପରେ ଆଲୋଚନା ହୋଇପାରେ ବୋଲି ସୂଚନା ମିଳୁଛି । ବୈଠକରେ ଅନେକ ଏମଓୟୁ ସ୍ୱାକ୍ଷର ହେବାର ସୂଚନା ମିଳିଛି ।

ଅନ୍ୟପଟେ ମୋଦି ଆରବ ଗସ୍ତରେ ପହଞ୍ଚିବା ପରେ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ବ୍ୟାପାରରେ ଲାଭପ୍ରଦ ହେବା ସହ ବୁଝାମଣା ମଧ୍ୟ ସୁଦୃଢ ହୋଇଛି । ଆହୁରି ମଧ୍ୟ କହିଛନ୍ତି ଭାରତ-ସାଉଦି ଆରବର ସହଭାଗିତାର ସୀମାହୀନ ସୁଯୋଗ ରହିଛି । ଅସ୍ଥିରତା ପୂର୍ଣ୍ଣ ବିଶ୍ୱ ମଧ୍ୟରେ ସ୍ଥିରତାର ସ୍ତମ୍ଭ ଭାବରେ ଆମ ସମ୍ପର୍କ ସୁଦୃଢ଼ ରହିଛି  ।

You Might Also Like

ମହିଳା ସରକାରୀ କର୍ମଚାରୀଙ୍କ ମାତୃତ୍ୱ ଛୁଟି ଦ୍ୱନ୍ଦ୍ୱ ଦୂର କଲେ ମୋହନ ସରକାର

ଆହୁରି ୩ ଦିନ ଗୁଳୁଗୁଳି, ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର ବିମାନବନ୍ଦରରୁ କଟକ ବଡ଼ମେଡିକାଲ ପଯ୍ୟନ୍ତ ଗଡ଼ିବ ମେଟ୍ରୋ ଟ୍ରେନ୍‌

ଖରାଦିନେ ଭେଣ୍ଡି ଖାଇଲେ ଦେହ ପାଇଁ ଉପକାରୀ ଅଟେ

ମହିଳାଙ୍କ ପାଇଁ ସାଥିଙ୍କ ଠାରୁ ଅଧିକ ପ୍ରିୟ ଏହି ୩ଟି ଜିନିଷ !

TAGGED:#UTKALA KHABARf-15-fighter-jet-1Natioanal NewsPrime Minister Narendra ModiSaudi Arabia
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?