Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ତୁର୍କୀ ସହ ସମସ୍ତ ସମ୍ପର୍କ କାଟିବା ପାଇଁ ସାମାଜିକ ଗଣମାଧ୍ୟମରେ ଅପିଲ୍
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ତୁର୍କୀ ସହ ସମସ୍ତ ସମ୍ପର୍କ କାଟିବା ପାଇଁ ସାମାଜିକ ଗଣମାଧ୍ୟମରେ ଅପିଲ୍

utkala khabar
Last updated: May 14, 2025 12:43 pm
utkala khabar
Published May 14, 2025
Share
SHARE

ତୁର୍କୀ ୧୪/୬ : ଅପରେସନ ସିନ୍ଦୂର ପରେ ଏବେ ସାମାଜିକ ଗଣମାଧ୍ୟମରେ ତୁର୍କୀକୁ ବ୍ୟାନ୍ ଟ୍ରେଣ୍ଡ୍ ଆରମ୍ଭ ହୋଇଯାଇଛି । ଭାରତ ପାକିସ୍ତାନ ତିକ୍ତତା ମଧ୍ୟରେ ପାକିସ୍ତାନକୁ ତୁର୍କୀ ଖୋଲା ସମର୍ଥନ କରିଥିଲା । ତୁର୍କୀର ଏହି ସମର୍ଥନ ନେଇ ଭାରତରେ ତୁର୍କୀରୁ ଆସୁଥିବା ସାମଗ୍ରୀକୁ ବ୍ୟାନ୍ କରିବା ନେଇ ସାମାଜିକ ଗଣମାଧ୍ୟମରେ ଅପିଲ୍ ହେଉଛି । ତୁର୍କୀରୁ ଆସୁଥିବା ସେଓକୁ ପୁଣେ ସହରବାସୀ ବୟକଟ୍ କରିଛନ୍ତି ।

ଏହା ଦ୍ଵାରା  ପ୍ରାୟ ୧୨ ଶହ କୋଟି ଟଙ୍କାର କ୍ଷତି ତୁର୍କୀକୁ ସହିବାକୁ ପଡିବ । ଏହି ବୟକଟ ଫଳରେ ତୁର୍କୀର କ୍ଷତି ହେବା ସହ ଭାରତୀୟ ସେନାର ମନୋବଳ ମଧ୍ୟ ବୃଦ୍ଧି ପାଇବ ।ତୁର୍କୀ ସାମଗ୍ରୀକୁ ବ୍ୟାନ୍ ସହ ଏବଂ କାମ ପାଇଁ ତୁର୍କୀ ଯାଉଥିବା ଲୋକଙ୍କୁ ଅନ୍ୟ ବିକଳ୍ପ ଖୋଜିବା ପାଇଁ ଅପିଲ୍ କରାଯାଉଛି । ମୋଟାମୋଟି ଭାବେ କହିବାକୁ ଗଲେ ତୁର୍କୀ ସହ ବ୍ୟବସାୟ ଏବଂ ଅନ୍ୟାନ୍ୟ ସମସ୍ତ ସମ୍ପର୍କ ବନ୍ଦ କରିବା ପାଇଁ ସାମାଜିକ ଗଣମାଧ୍ୟମରେ ଅନୁରୋଧ କରାଯାଉଛି । ସମସ୍ତେ ଏହି ଦାବିକୁ ପସନ୍ଦ କରିବା ସହ ସେୟାର କରୁଛନ୍ତି ।

ଏହା ସହ ସମସ୍ତେ ତୁର୍କୀ ବଦଳରେ ଗ୍ରୀସକୁ ବୁଲିବାକୁ ଯିବାକୁ ପସନ୍ଦ କରିବା ଆରମ୍ଭ କରିଛନ୍ତି । ଗ୍ରୀସ ତୁର୍କୀର ପ୍ରତିଦ୍ଵନ୍ଦୀ ସହ ଭାରତର ଭଲ ବନ୍ଧୁ ମଧ୍ୟ । ତେଣୁ ଏକ୍ସରେ ତୁର୍କୀ ବଦଳରେ ଗ୍ରୀସକୁ ବୁଲିବାକୁ ଯିବାକୁ ନେଇ ଅନେକ ପୋଷ୍ଟ ଭାଇରାଲ ହେଉଛି ।

 

 

You Might Also Like

ସନରାଇଜର୍ସ ହାଇଦ୍ରାବାଦ ୪୨ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ହରାଇଲା

ଜାପାନ ତିଆରି କରୁଛି ‘ସ୍ପେସ୍’ ଓ୍ୱାଇନ୍

ଟେଷ୍ଟ କ୍ରିକେଟରୁ ଅବସର ନେଲେ ଭାରତୀୟ କ୍ରିକେଟର ବିରାଟ କୋହଲି

ହଂକଂ ସିଙ୍ଗାପୁରରେ ନୂଆ ମାମଲା ଚିହ୍ନଟ,କରୋନା ଭାଇରସ୍ ଯୋଗୁଁ ୩୧ ଜଣଙ୍କର ମୃତ୍ୟୁ

ତିନିବର୍ଷ ପାଇଁ ବାସନ୍ଦ ହେଲେ ଶ୍ରୀସନ୍ଥ

TAGGED:#UTKALA KHABARBan travelNational newsTurkey
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?