Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ବିଜ୍ଞାନର ଚମତ୍କାର, ୧୦,୦୦୦ ବର୍ଷ ପରେ ଗଧିଆ ପାଇଛି ପୁନର୍ଜନ୍ମ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ବିଶେଷ

ବିଜ୍ଞାନର ଚମତ୍କାର, ୧୦,୦୦୦ ବର୍ଷ ପରେ ଗଧିଆ ପାଇଛି ପୁନର୍ଜନ୍ମ

utkala khabar
Last updated: April 8, 2025 3:15 pm
utkala khabar
Published April 8, 2025
Share
SHARE

ବିଜ୍ଞାନ ୦୮/୦୪ : ବିଜ୍ଞାନର ଚମତ୍କାର। ୧୨ ହଜାର ୫୦୦ ବର୍ଷ ତଳେ ଲୋପ ପାଇଯାଇଥିବା ଗଧିଆ ପାଇଛି ପୁନର୍ଜନ୍ମ। ୧୨ ହଜାର ୫୦୦ ବର୍ଷ ତଳେ ଆଇସ୍ ଏଜ୍ ସମୟରେ ଡାୟାର ୱଲ୍ଫ ପ୍ରଜାତିର ପ୍ରାଣି ଲୋ ପାଇ ଯାଇଥିଲା। କଲୋଜାଲ ବାୟୋ ସାଇନ୍ସ ଏହି ଜୀବକୁ ପୁଣି ପୁନର୍ଜନ୍ମ ଦେଇଛି। ୧୨ ହଜାର ବର୍ଷ ତଳର ଡିଏନଏରୁ ୩ ଗଧିଆ ଛୁଆଙ୍କୁ ସୃଷ୍ଟି କରିଛନ୍ତି ବୈଜ୍ଞାନିକ। ତିନି ଛୁଆଙ୍କ ନାଁ ରଖାଯାଇଛି ରୋମୁଲୁସ୍, ରେମୁସ୍ ଓ ଖାଲେସି। ଜେନେଟିକ୍ ଇଞ୍ଜିନିୟରିଂ ବ୍ୟବହାର କରି ଏହି ସଫଳତା ପାଇଛନ୍ତି ବୈଜ୍ଞାନିକ। ଉତ୍ତର ଆମେରିକାର ଡାୟାର ୱଲ୍ଫ ଜୀବାସ୍ମରୁ ଡିଏନଏ ପାଇଥିଲେ ବୈଜ୍ଞାନିକ। ଗୃହପାଳିତ କୁକୁରକୁ ସରୋଗେଟ୍ ମଦର ଭାବେ ବ୍ୟବହାର ୩ ଗଧିଆ ଛୁଆଙ୍କୁ ବିକଶିତ କରାଯାଇଛି। ଏବେ ୬ ମାସର ହୋଇ ଗଲେଣି ୩ ଛୁଆ। ସେମାନଙ୍କୁ ଆମେରିକାରେ ଏକ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ତେବେ ମୂଳ ଡାୟାର ପ୍ରଜାତିର ଗଧିଆ ଭଳି ଏହି ୩ ଛୁଆଙ୍କ ପ୍ରକୃତି ହୋଇ ନପାରେ ବୋଲି ବୈଜ୍ଞାନିକ କହିଛନ୍ତି।

ବୈଜ୍ଞାନିକମାନଙ୍କ ସୂଚନାନୁଯାୟୀ, ଗଡିଆମାନେ ଆଧୁନିକ ଚାଲିଚଲଣିଠାରୁ କିଛି ମାତ୍ର ଭିନ୍ନ ରହିଛନ୍ତି । ଏମାନେ ହରିଣ ଭଳି ବଡ ବଡ ଜୀବଙ୍କୁ ଶିକାର କରିବାରେ ସକ୍ଷମ ହୋଇନପାରନ୍ତି । ତାଙ୍କ ଶିକାର ଦକ୍ଷତାରେ ସମ୍ଭାବନା କମ୍ ରହିବ । ଶିକ୍ଷା ଦେବା ପାଇଁ ବନ୍ୟ ପିତାମାତାଙ୍କ ସୁବିଧା ନାହିଁ ତେଣୁ ତାଙ୍କ ଶିକାର ଦକ୍ଷତାରେ ଦୃଢ ହୋଇପାରୁନାହାନ୍ତି ।

ଅନ୍ୟପଟେ ବୈଜ୍ଞାନିକମାନେ ବିଲୁପ୍ତ ପ୍ରାଣୀଙ୍କର ପୁର୍ନଜୀବିତ ପାଇଁ ଯୋଜନା ରଖିଛନ୍ତି । ଏତିକି ନୁହେଁ ବରଂ ମ୍ୟାମଥ, ଡୋଡୋ, ବାଘ ଭଳି ଅନେକ ପ୍ରଜାତିର ପ୍ରାଣୀମାନଙ୍କ ପୁର୍ନଜନ୍ମ ପାଇଁ ଲକ୍ଷ୍ୟ ରଖିଛନ୍ତି । ଅନ୍ୟ ପ୍ରକଳ୍ପ ଗୁଡିକ ପାଇଁ ମଧ୍ୟ ଚ୍ୟାଲେଞ୍ଜ ନେଇଛନ୍ତି ବୈଜ୍ଞାନିକମାନେ ।

You Might Also Like

ମିଆଁମାର ଭୂମିକମ୍ପ ; ମୃତ୍ୟୁସଂଖ୍ୟା ୨୭୦୦ ପାର, ଏବେ ବି ଚାଲିଛି ଉଦ୍ଧାରକାର୍ଯ୍ୟ

ଅକ୍ଷୟ ତୃତୀୟାରେ କାହିଁକି ବୃଦ୍ଧି ପାଏ ସୁନାର ମୂଲ୍ୟ ? ଜାଣନ୍ତୁ

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ

ପୁଣି ଭୁଶୁଡ଼ିଲା ଭାରତୀୟ ପୁଞ୍ଜିବଜାର, ସେନସେକ୍ସ ପ୍ରାୟ ୧୩୦୦ ପଏଣ୍ଟ ହ୍ରାସ

ଦିନକୁ ମାତ୍ର ଦୁଇ ଘଣ୍ଟା ପାଇଁ ଦୃଶ୍ୟମାନ ହୁଏ ଏହି ରାସ୍ତା, ତା’ପରେ ହୋଇଯାଏ ଅଦୃଶ୍ୟ

TAGGED:#special news#special story#utkal khabar#wolf
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?