Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଅମ୍ପାୟରଙ୍କ ଉପରେ ରାଗିଗଲେ ଶୁଭମନ, ଭିଡିଓ ହେଲା ଭାଇରଲ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ଅମ୍ପାୟରଙ୍କ ଉପରେ ରାଗିଗଲେ ଶୁଭମନ, ଭିଡିଓ ହେଲା ଭାଇରଲ

utkala khabar
Last updated: May 3, 2025 12:11 pm
utkala khabar
Published May 3, 2025
Share
SHARE

ଆଇପିଏଲ ୦୩/୪ : ଗୁଜରାଟ ଟାଇଟନ୍ସ ୩୮ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ୩୮ ରନରେ ହରାଇ ଆଇପିଏଲ ପଏଣ୍ଟ ଟେବୁଲରେ ୨ୟ ସ୍ଥାନ ଅଧିକାର କରିଛି । ହେଲେ ଏହି ମ୍ୟାଚରେ ଅମ୍ପାୟର କିଛି ନିଷ୍ପତ୍ତି ସମୟରେ ବିବାଦ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ରାଗିଯାଇଥିଲେ ଶୁବମନ ଗିଲ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ଗୁଜରାଟ ଦେଇଥିବା ୨୨୫ ରନର ଟାର୍ଗେଟକୁ ପିଛା କରି ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ବ୍ୟାଟିଂ କରାଯାଉଥିଲା । ଗୁଜରାଟର ୧୪ ଓଭରରେ ପ୍ରସିଦ୍ଧ କ୍ରିଷ୍ଣା ଏକ ଫୁଲଟସ୍ ବଲରେ ଅଭିଷେକ ଶର୍ମା ବ୍ୟାଟିଂ ନ କରିପାରିବାରୁ ବଲ୍ ସିଧା ଯାଇ ଅଭିଷେକଙ୍କ ପ୍ୟାଡରେ ବାଜିଥିଲା ।

ଏହାକୁ ନେଇ ଗୁଜରାଟ ଟିମ୍ ଆଉଟ ଅପିଲ କରିଥିଲା । ଯାହାକୁ ପଡିଆରେ ଥିବା ଅମ୍ପାୟର ମନା କରିଦେଇଥିଲେ ।

ଏହାପରେ ଡିଆରଏସ ନେବା ପାଇଁ ଶୁବମନ ନିଷ୍ପତ୍ତି ନେଇଥିଲେ । ବଲ୍ ଟ୍ରାକିଂରେ ବଲ ସିଧା ୱିକେଟକୁ ହିଟ୍ କରେ, ତେବେ ଇମ୍ପାକ୍ଟ ଅମ୍ପାୟର୍ସ କଲ୍ ହୁଏ ।

ଏହାକୁ ନେଇ ଅଭିଷେକ ଶର୍ମା ନଟଆଉଟ୍ ଦେଇଥିଲେ ଅମ୍ପାୟର । ଏହାପରେ ଶୁବମନ ଗିଲ୍ ଅମ୍ପାୟର ଉପରେ ରାଗିଯାଇଥିଲେ । ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଦେଖିବା ପରେ ଅଭିଷେକ ଶର୍ମା ଆସି ଶୁବମନଙ୍କୁ ଶାନ୍ତ କରିଥିଲେ ।

ଗୁଜରାଟ ଟାଇଟନ୍ସ ଠାରୁ ୩୮ ରନ୍‌ରେ ପରାସ୍ତ ହୋଇଛି ପାଟ୍ କମିନ୍ସଙ୍କ ସନରାଇଜର୍ସ ହାଇଦ୍ରାବାଦ । ଅନ୍ୟପଟେ ଦମଦାର ବିଜୟ ସହିତ ପଏଣ୍ଟ ଟେବୁଲ ଦ୍ବିତୀୟ ସ୍ଥାନରେ ପହଞ୍ଚିଛି ଗୁରଜାଟ ଟାଇଟନ୍ସ । ଘରୋଇ ଦଳ ପ୍ରଥମେ ବ୍ୟାଟିଂ କରି ସନ୍ ରାଇଜର୍ସକୁ ୨୨୫ ରନ୍ର ଟାର୍ଗେଟ୍ ଦେଇଥିଲା ।

ଦଳ ପକ୍ଷରୁ ଶୁବମନ ଗିଲ୍ ଓ ଜୋଶ୍ ବଲଟର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଗୁଜରାଟ ଦେଇଥିବା ରନକୁ ପିଛା କରି ହାଇଦ୍ରାବାଦ କୋଡିଏ ଓଭରରେ ୬ ଓ୍ବିକେଟ୍ ହରାଇ ମାତ୍ର ୧୮୬ ରନ୍ କରିବାରେ ସକ୍ଷମ ହୋଇଥିଲା ।

ଫଳରେ ଏହି ମ୍ୟାଚକୁ ଗିଲଙ୍କ ଗୁଜରାଟ୍ ଟିମ୍ ୩୮ ରନ୍‌ରେ ଜିତି ନେଇଛି ।

You Might Also Like

ଆଜିଠୁ ପୁଣି ବଢ଼ିଲା ତାତି

୨୦ ବର୍ଷ ଭିତରେ ପୁଣି ଦେଶରେ ହେବ ଇସଲାମିକ ରାଜ୍, ଭବିଷ୍ୟବାଣୀ କରିଛନ୍ତି ବାବା ଭେଙ୍ଗା

ସକାଳେ ଖରା ଅପରାହ୍ନରେ ବର୍ଷା

ଭୁଲରେ କେବେ ବି ଖାଆନ୍ତୁ ନାହିଁ ଆଇସ୍କ୍ରିମ୍ ,ଦେଖାଦେଇପାରେ ଅନେକ ସମସ୍ୟା

ବିଟ ଜୁସ୍ ପିଇଲେ ଶରୀରରେ ଆଇରନ ଅଭାବ ହୋଇନଥାଏ

TAGGED:#UTKALA KHABARGujarat TitansNarendra Modi StadiumShubman GillSports NewsSunrisers Hyderabad
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?