Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଭାଇରଲ ହେଲା କୋହଲିଙ୍କ ୧୦ମ ମାର୍କସିଟ୍
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ଭାଇରଲ ହେଲା କୋହଲିଙ୍କ ୧୦ମ ମାର୍କସିଟ୍

utkala khabar
Last updated: May 21, 2025 5:48 pm
utkala khabar
Published May 21, 2025
Share
SHARE

ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଫ୍ୟାନ୍ସ ନିରାଶ ରହିଛନ୍ତି । ଟି୨୦ ଏବଂ ଟେଷ୍ଟରୁ ବିଦାୟ ନେଇସାରିଛନ୍ତି ବିରାଟ କୋହଲି । ଏବେ କେବଳ ଦିନିକିଆ ମ୍ୟାଚ ଖେଳିବାକୁ ଉପଲବ୍ଧ ରହିଛି । ତେବେ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ପୁରୁଣା ଫଟୋ ଭାଇରଲ ହେବାରେ ଲାଗିଛି । ଏହି ଫଟୋ ଆଉ କିଛି ନୁହେଁ ବରଂ କିଙ୍ଗ କୋହଲିଙ୍କ ୧୦ମ ପରୀକ୍ଷା ମାର୍କସିଟ୍ ରହିଛି । ନିକଟରେ ସିବିଏସଇ ପକ୍ଷରୁ ୧୦ମ ଏବଂ ୧୨ଶ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା ।ବିରାଟ କୋହଲିଙ୍କ ୧୦ମ ସିବିଏସଇ ମାର୍କସିଟ୍ ୨୦୦୪ର । ଏହାକୁ ପୂର୍ବରୁ ଆଇଏଏସ ଅଧିକାରୀ ଜିତିନ ଯାଦବ ୨୦୨୩ରେ ଶେୟାର କରିଥିଲେ । କିନ୍ତୁ ଏବେ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ପୁଣି ଭାଇରଲ ହେବାରେ ଲାଗିଛି ।

ମାର୍କସିଟରେ ଦେଖିବାକୁ ମିଳିଛି କି, ବିରାଟ କୋହଲି ୬୦୦ ମାର୍କରୁ ୪୧୯ ମାର୍କ ରଖିଛନ୍ତି । ଇଂଲିଶରେ ୮୩, ସାମାଜିକ ବିଜ୍ଞାନରେ ୮୧, ହିନ୍ଦୀରେ ୭୫, ଗଣିତରେ ୫୧, ସାଇନ୍ସ ଏବଂ ଟେକ୍ନୋଲୋଜିରେ ୫୫ ଏବଂ ଆଇଟିରେ ୭୪ ମାର୍କ ରଖିଥିଲେ । ଏହି ମାର୍କସିଟକୁ @Jitin_IAS ଆକାଉଣ୍ଟରେ ସେୟାର କରାଯାଇଛି । ବିରାଟ କୋହଲିଙ୍କ ମାର୍କସିଟ ଦେଖି ୟୁଜର୍ସ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।


ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଫ୍ୟାନ୍ସ ନିରାଶ ରହିଛନ୍ତି । ଟି୨୦ ଏବଂ ଟେଷ୍ଟରୁ ବିଦାୟ ନେଇସାରିଛନ୍ତି ବିରାଟ କୋହଲି । ଏବେ କେବଳ ଦିନିକିଆ ମ୍ୟାଚ ଖେଳିବାକୁ ଉପଲବ୍ଧ ରହିଛି । ତେବେ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ପୁରୁଣା ଫଟୋ ଭାଇରଲ ହେବାରେ ଲାଗିଛି । ଏହି ଫଟୋ ଆଉ କିଛି ନୁହେଁ ବରଂ କିଙ୍ଗ କୋହଲିଙ୍କ ୧୦ମ ପରୀକ୍ଷା ମାର୍କସିଟ୍ ରହିଛି । ନିକଟରେ ସିବିଏସଇ ପକ୍ଷରୁ ୧୦ମ ଏବଂ ୧୨ଶ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା ।

ବିରାଟ କୋହଲିଙ୍କ ୧୦ମ ସିବିଏସଇ ମାର୍କସିଟ୍ ୨୦୦୪ର । ଏହାକୁ ପୂର୍ବରୁ ଆଇଏଏସ ଅଧିକାରୀ ଜିତିନ ଯାଦବ ୨୦୨୩ରେ ଶେୟାର କରିଥିଲେ । କିନ୍ତୁ ଏବେ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ପୁଣି ଭାଇରଲ ହେବାରେ ଲାଗିଛି ।ମାର୍କସିଟରେ ଦେଖିବାକୁ ମିଳିଛି କି, ବିରାଟ କୋହଲି ୬୦୦ ମାର୍କରୁ ୪୧୯ ମାର୍କ ରଖିଛନ୍ତି ।

ଇଂଲିଶରେ ୮୩, ସାମାଜିକ ବିଜ୍ଞାନରେ ୮୧, ହିନ୍ଦୀରେ ୭୫, ଗଣିତରେ ୫୧, ସାଇନ୍ସ ଏବଂ ଟେକ୍ନୋଲୋଜିରେ ୫୫ ଏବଂ ଆଇଟିରେ ୭୪ ମାର୍କ ରଖିଥିଲେ । ଏହି ମାର୍କସିଟକୁ @Jitin_IAS ଆକାଉଣ୍ଟରେ ସେୟାର କରାଯାଇଛି । ବିରାଟ କୋହଲିଙ୍କ ମାର୍କସିଟ ଦେଖି ୟୁଜର୍ସ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।

You Might Also Like

କାର୍ ଦୁର୍ଘଟଣାର ଶିକାର ହେଲେ ଇଣ୍ଡିଆନ ଆଇଡଲର ୧୨ ୱିନର ପୱନଦୀପ

ପ୍ରତିଦିନ ୩ରୁ ଅଧିକ କପ୍ ଚା’ କଫି ପିଉଥିଲେ ସାବଧାନ

ଆର୍ଥିକ ସହାୟତା ଘୋଷଣା କଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ମୁମ୍ବାଇକୁ ହରାଇ ଫାଇନାଲରେ ପ୍ରବେଶ କଲା ପଞ୍ଜାବ

ପହଲଗାମରେ ପର୍ଯ୍ୟଟକଙ୍କୁ ବଞ୍ଚାଇ ପ୍ରାଣ ହରାଇଥିବା ବୀର ‘ପୋନିୱାଲା’ ଆଦିଲଙ୍କ କାହାଣୀ ସେୟାର କଲେ ପ୍ରିୟଙ୍କା ଚୋପ୍ରା

TAGGED:#matric exam#UTKALA KHABARIndian PlayerSports NewsVirat kohli
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?