Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: କୋଇଲା ବୋଝେଇ ଟ୍ରେନରେ ନିଆଁ, ଧାମରାରୁ ଯାଉଥିଲା ହାୱଡ଼ା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

କୋଇଲା ବୋଝେଇ ଟ୍ରେନରେ ନିଆଁ, ଧାମରାରୁ ଯାଉଥିଲା ହାୱଡ଼ା

utkala khabar
Last updated: April 16, 2025 10:55 am
utkala khabar
Published April 16, 2025
Share
SHARE

ବାଲେଶ୍ୱର ୧୬/୦୪ : କୋଇଲା ବୋଝେଇ ଟ୍ରେନରେ ନିଆଁ । ବାଲେଶ୍ୱର ଜିଲ୍ଲା ସୋର ରେଳ ଷ୍ଟେସନରେ କୋଇଲା ବୋଝେଇ ଟ୍ରେନର ୨ଟି ବଗିରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ଟ୍ରେନଟି ଧାମରାରୁ କୋଇଲା ବୋଝେଇ କରି ଟାଟା ଅଭିମୁଖେ ଯାଉଥିଲା । ମାର୍କୋଣା ଷ୍ଟେସନ ମାଷ୍ଟର ସୋର ଷ୍ଟେସନକୁ ଜଣାଇଥିଲେ ।  ସୋର ଷ୍ଟେସନ ନିକଟରେ ଟ୍ରେନଟି ଅଟକାଇଥିଲେ । ଖବର ପାଇ ସୋର ଅଗ୍ନିଶମ ବିଭାଗର କର୍ମଚାରୀ ଷ୍ଟେସନରେ ପହଁଞ୍ଚି ନିଆଁ ଲିଭାଇବା ପରେ ଟ୍ରେନଟି ୧ଘଣ୍ଟାରୁ ଅଧିକ ସମୟ ପରେ ଗନ୍ତବ୍ୟସ୍ଥଳକୁ ଯାଇଥିଲା ।  ରେଳ ବିଭାଗ ଘଟଣାର ତଦନ୍ତ କରୁଛି ।

You Might Also Like

କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା, ୭ ଜିଲ୍ଲାକୁ ପାଣିପାଗ ବିଭାଗର ଆଲର୍ଟ

ମା ବାସନ୍ତୀ ଦୁର୍ଗାଙ୍କ ୪୬ତମ ବାର୍ଷିକ ପୂଜା ଓ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ

କୁକୁଡ଼ା ମାଂସ ପ୍ରତି ସାବଧାନ !ହୋଇପାରନ୍ତି ନପୁଂସକତାର ଶିକାର

ଦେଶରେ ୨୭ ଶହ କରୋନା ମାମଲା ଚିହ୍ନଟ, ମୃତ୍ୟୁ ସଂଖ୍ୟା ୨୨

ମେ ୨ ତାରିଖ ଶୁକ୍ରବାର ଥିବାରୁ କେମିତି କଟିବ ଆଜିର ଦିନ ଜାଣନ୍ତୁ

TAGGED:#odisha#UTKALA KHABARBalasoreCoalFire in a trainSoro
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?