Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ପୁଣି ବଢିଲା ସୁନା ଦର
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ପୁଣି ବଢିଲା ସୁନା ଦର

utkala khabar
Last updated: May 6, 2025 1:29 pm
utkala khabar
Published May 6, 2025
Share
SHARE

ଭୁବନେଶ୍ୱର ୦୬/୫ : କିଛି ଦିନର ଆଶ୍ୱସ୍ତି ପରେ ପୁଣି ବଢିଲା ସୁନା ଦର । ମେ’ ୬ ଅର୍ଥାତ୍‌ ମଙ୍ଗଳବାର ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୮,୪୬୦ ଟଙ୍କା ରହିଛି । ଗତକାଲି ଏହା ୯୫,୭୩୦ ଟଙ୍କା ଥିଲା । ଦିନକରେ ୨,୭୩୦ ଟଙ୍କା ବୃଦ୍ଧି ପାଇଛି ।୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୦,୨୫୦ ଟଙ୍କା ରହିଛି । ଗତକାଲି ଏହା ୮୭,୭୫୦ ଟଙ୍କା ଥିଲା । ଏଥିରେ ୨,୫୦୦ ଟଙ୍କା ବୃଦ୍ଧି ପାଇଛି ।୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୭୩, ୮୪୦ ଟଙ୍କା ରହିଛି । ଗତକାଲି ଏହା ୭୧,୮୦୦ ଟଙ୍କା ଥିଲା । ଏଥିରେ ୨,୦୪୦ ଟଙ୍କା ବୃଦ୍ଧି ହୋଇଛି ।ମାତ୍ର ରୁପା ଦାମ୍‌ରେ ସାମାନ୍ୟ ହ୍ରାସ ହୋଇଛି । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୦,୭୯୦ ଟଙ୍କା ଥିବା ବେଳେ ଗତକାଲି ଏହା ୧୦,୮୦୦ ଥିଲା । ଏଥିରେ ୧୦ ଟଙ୍କା ହ୍ରାସ ହୋଇଛି ।

You Might Also Like

କାର୍ ଦୁର୍ଘଟଣାର ଶିକାର ହେଲେ ଇଣ୍ଡିଆନ ଆଇଡଲର ୧୨ ୱିନର ପୱନଦୀପ

ଆଜି ୧୦ ଜିଲ୍ଲାରେ ଘଡ଼ଘଡ଼ି ସହ କାଳବୈଶାଖୀ

ଜମ୍ମୁ-କାଶ୍ମୀର ପହଲଗାମର ଆକ୍ରମଣକୁ ନିନ୍ଦା କଲେ ମାହିରା ଖାନ୍

ଆଗକୁ ଅକ୍ଷୟ ତୃତୀୟା ଆସୁଛି କେଉଁ ସମୟରେ କରିବେ ପୂଜା ଜାଣନ୍ତୁ

ପ୍ରଥମ ସୁପର ଓଭରରେ ବାଜି ମାରିଲା ଦିଲ୍ଲୀ, ରାଜସ୍ଥାନର ପଞ୍ଚମ ପରାଜୟ

TAGGED:#odisha#UTKALA KHABARGold rateUpdate price
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?