Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଓଡ଼ିଶାରେ ଖୁବଶୀଘ୍ର ବନ୍ଦ ହେବ ତୁର୍କୀ ସେଓ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଓଡ଼ିଶାରେ ଖୁବଶୀଘ୍ର ବନ୍ଦ ହେବ ତୁର୍କୀ ସେଓ

utkala khabar
Last updated: May 16, 2025 12:26 pm
utkala khabar
Published May 16, 2025
Share
SHARE

ଓଡ଼ିଶା ୧୬/୫ : ଭାରତ ଏବଂ ତୁର୍କୀ ମଧ୍ୟରେ  ବଢୁଛି ତିକ୍ତତା ।  ତୁର୍କୀ ସେଓକୁ ବର୍ତମାନ ଶୁଣାଯାଉଛି ବହୁତ ଶୀଘ୍ର  ବନ୍ଦ କରାଯିବ । କାରଣ ଭାରତ-ପାକିସ୍ତାନ ଯୁଦ୍ଧ ପରେ ଏବେ ହାସ୍ ଟ୍ୟାଗ୍ ବଏକଟ୍ ତୁର୍କୀ ଟ୍ରେଣ୍ଡ କରୁଥିବା ବେଳେ ଧିରେଧିରେ ବଡ ବଡ଼ ବ୍ୟବସାୟୀମାନେ ମଧ୍ୟ ଏହି ଟ୍ରେଣ୍ଡରେ ସାମିଲ ହୋଇ ତୁର୍କୀକୁ ପାନେ ଦେବାକୁ ଅଣ୍ଟା ଭିଡ଼ିଛନ୍ତି । ତୁର୍କୀ ଭାରତର ଉପରେ ଅନେକ ନିର୍ଭରଶୀଳ ଥିବା ବେଳେ ଏବେ ତୁର୍କୀକୁ ବ୍ୟବସାୟିକ ସ୍ତରରେ ଝଟକା ଦେବାକୁ ଆରମ୍ଭ ହୋଇଛି ଆକ୍ସନ ।

 ଓଡିଶାର ବିଭିନ୍ନ ବ୍ୟବସାୟୀମାନେ ମଧ୍ୟ ତୁର୍କୀ ସାମଗ୍ରୀ ଉପରେ ରୋକ ଲଗାଇଛନ୍ତି । ତୁର୍କୀରୁ ସାମଗ୍ରୀ ଆଣିବେନି ବୋଲି ରୋକଠୋକ୍ ମନା କରି ଦେଇଛନ୍ତି । ଭଦ୍ରକର ଜଣେ ଫଳ ବ୍ୟବସାୟୀ କହିଛନ୍ତି, ଆମ ଶତ୍ରୁ ଦେଶ ପାକିସ୍ତାନକୁ ତୁର୍କୀ ସାହାଯ୍ୟ କରିଥିବାରୁ ତୁର୍କୀଠାରୁ ଆଉ ଆମେ କୌଣସି ଫଳ ଆଣିବୁନି । ତୁର୍କୀକୁ ବେଶି ସେଓ ଆସୁଥିବା ବେଳେ ଏହାକୁ ବନ୍ଦ କରିଛୁ ।
ଭାରତ ସହ ତୁର୍କୀର ବାଣିଜ୍ୟିକ ସମ୍ପର୍କ ବେଶ ପୁରୁଣା । କିନ୍ତୁ ପାକିସ୍ତାନ ପାଇଁ ଭାରତ ସହ ବିଶ୍ଵାସଘାତକଥା ଏବେ ତୁର୍କୀକୁ ମହଙ୍ଗା ପଡ଼ିବ । କାରଣ ଭାରତରେ ଆରମ୍ଭ ହୋଇଛି ବଏକଟ୍ ତୁର୍କୀ ଅଭିଯାନ । ତୁର୍କୀର ସାମଗ୍ରୀକୁ ସ୍ୱତଃପ୍ରବୃତ୍ତ ଭାବେ ବଏକଟ୍ କରିବାକୁ ଆଗେଇ ଆସିଛନ୍ତି ଭାରତୀୟ । ତୁର୍କୀକୁ ପାନେ ଦେବାକୁ ଏବେ ଏକାଠି ହୋଇଛନ୍ତି ଦେଶବାସୀ ।

ତୁର୍କୀରୁ ଭାରତକୁ ସେଓ, ମାର୍ବଲ, ଲେମ୍ବୁ ଓ ସିମେଣ୍ଟ ଆସିଥାଏ । ଭାରତ ତୁର୍କୀଠୁ ମୁହଁ ଫେରାଇବା ପରେ ପ୍ରଥମ ଝଟକା ଲାଗିଛି ତୁର୍କୀ ସେଓ ଉପରେ । ତୁର୍କୀରୁ ଆସୁଥିବା ସେଓକୁ ବଏକଟ୍ କରିଛନ୍ତି ଲୋକ । ଆଉ ଆଗକୁ ତୁର୍କୀର ମାର୍ବଲ ମାର୍କେଟ ଉପରେ ମଧ୍ୟ ହେବ ବଡ଼ ପ୍ରହାର । କାରଣ ଭାରତକୁ ୭୦% ମାର୍ବଲ ତୁର୍କୀରୁ ଆସେ ।

You Might Also Like

୨୪ରେ ପୁଣି ମିଳିବ ସୁଭଦ୍ରାର ଷଷ୍ଠ ପର୍ଯ୍ୟାୟ ଟଙ୍କା

ରାଜ୍ୟରେ ଆହୁରି ବଢିବ ତାତି, ୨ରୁ ୪ ଡିଗ୍ରୀ ବଢିପାରେ ପାରଦ

ମାଇଁକୁ ଗୁଳିମାଡ଼ କରି ଭଣଜା ଫେରାର

ଓଜନ କମାଇବାରେ ସାହାଯ୍ୟ କରେ କରମଙ୍ଗା ଜାଣନ୍ତୁ

ମୋଦୀଙ୍କ ଫଟୋ ଥିବା ନେକଲେସ ପିନ୍ଧି ଚର୍ଚ୍ଚାରେ ମଡେଲ

TAGGED:#odisha#UTKALA KHABARBoycot TurkeyTurkey Apple
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?