Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ୨୪ ଟଙ୍କା କମିଲା LPG ସିଲିଣ୍ଡର ଦାମ୍
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

୨୪ ଟଙ୍କା କମିଲା LPG ସିଲିଣ୍ଡର ଦାମ୍

utkala khabar
Last updated: June 2, 2025 3:43 pm
utkala khabar
Published June 2, 2025
Share
SHARE

ରାଜ୍ୟ ୨/୬ : ଗୃହିଣୀଙ୍କ ପାଇଁ ଖୁସି ଖବର । ଶସ୍ତା ହେଲା LPG  ସିଲିଣ୍ଡର । ୨୪ ଟଙ୍କା ଶସ୍ତା ହେଲା କର୍ମସିଆଲ ଗ୍ୟାସ ସିଲିଣ୍ଡର। ଆଜିଠୁ ନୂଆ ଦର ଲାଗୁ । ଅଏଲ ମାର୍କେଟିଙ୍ଗ କମ୍ପାନୀ ଦ୍ବାରା ୧୯କେଜି କର୍ମସିଆଲ ଗ୍ୟାସ ସିଲିଣ୍ଡର ଦାମ କମାଯାଇଛି । ଦିଲ୍ଲୀରେ ୧୯ କିଲୋ କର୍ମସିଆଲ LPG ସିଲିଣ୍ଡରର ମୂଲ୍ୟ ୧୭୭୬ ଟଙ୍କାରୁ ହ୍ରାସ ପାଇ ୧୭୫୧.୫୦ ଟଙ୍କା ହୋଇଛି । ଘରୋଇ LPG ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।

ପୂର୍ବରୁ କର୍ମସିଆଲ ସିଲିଣ୍ଡର ଦାମ ୧୭୬୨ଟଙ୍କା ଥିବା ବେଳେ ବର୍ତ୍ତମାନ ୨୪ଟଙ୍କା କମି ଦିଲ୍ଲୀରେ ୧୭୩୮ ଟଙ୍କା ରହିଛି । କୋଲକତାରେ ସିଲିଣ୍ଡରର ନୂତନ ଦର ୧୮୨୬ ଟଙ୍କା ହୋଇଥିବା ବେଳେ ଚେନ୍ନାଇରେ ରବିବାର ଠାରୁ ୧୮୮୧ ଟଙ୍କା ହୋଇଛି । ମହାରାଷ୍ଟ୍ରର ମୁମ୍ବାଇରେ ସିଲିଣ୍ଡରର ଦର ୧୬୭୪.୫୦ ଟଙ୍କା ରହିଥିବା ବେଳେ ବେଙ୍ଗାଲୁରୁରେ ନୂଆ ଦର ୧୭୯୬.୫୦ ଟଙ୍କା ହୋଇଛି । ଭୁବନେଶ୍ୱରରେ କର୍ମସିଆଲ ସିଲିଣ୍ଡରର ମୂଲ୍ୟ ୧୭୫୨ ଟଙ୍କା ହୋଇଛି ।

ଲଗାତାର ତୃତୀୟ ମାସ ଧରି କର୍ମସିଆଲ ସିଲିଣ୍ଡରର ଦର ହ୍ରାସ ପାଇଛି । ପୂର୍ବରୁ, ମେ’ ମାସରେ ମୂଲ୍ୟ ୧୪.୫ ଟଙ୍କା ହ୍ରାସ କରାଯାଇଥିଲା ଏବଂ ଏପ୍ରିଲ ମାସରେ ମଧ୍ୟ ୪୧ ଟଙ୍କା ହ୍ରାସ କରାଯାଇଥିଲା ।

You Might Also Like

ମୁଖ୍ୟମନ୍ତ୍ରୀ ବସ୍ ସେବା; ମହିଳା, ଟ୍ରାନ୍ସ ଜେଣ୍ଡରଙ୍କୁ ୫୦% ରିହାତି

ମହିଳାଙ୍କ ପାଦରୁ ମୁଦି ହଜିବା ଶୁଭ ନା ଅଶୁଭ? ଜାଣନ୍ତୁ

ଆସୁଛି ବଡ଼ ଲଘୁଚାପ ! କାଲିଠୁ ପ୍ରବଳ ବର୍ଷା

ଦୁବାଇ, ଇଣ୍ଡୋନେସିଆ ଏବଂ ଥାଇଲାଣ୍ଡ୍ ମାଗଣାରେ ବିଦେଶ ବୁଲୁଥିଲେ ୟୁଟ୍ୟୁବର୍ ଜ୍ୟୋତି

ୟୁଟ୍ୟୁବର ପ୍ରିୟଙ୍କାଙ୍କ ସହ ଜ୍ୟୋତିଙ୍କ ଲିଙ୍କ୍ ନେଇ ତନାଘନା କରୁଛି ପୁରୀ ପୁଲିସ

TAGGED:#odisha#UTKALA KHABAR1st JuneCheck New RatesLPG CylinderState news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?