Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ନବୀନ ଭରିବେ ନାମାଙ୍କନ ପତ୍ର
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ନବୀନ ଭରିବେ ନାମାଙ୍କନ ପତ୍ର

utkala khabar
Last updated: April 16, 2025 4:57 pm
utkala khabar
Published April 16, 2025
Share
SHARE

ପୁଣିଥରେ ହେବ ନିର୍ବାଚନ । ଆସନ୍ତାକାଲି ନାମାଙ୍କନ ଭରିବେ ବିଜେଡି ସୁପ୍ରିମୋ । ଏନେଇ ଘୋଷଣା କରିଛି ବିଜୁ ଜନତା ଦଳ । ୧୯ରେ ବିଜେଡି ସଭାପତି ନିର୍ବାଚନ ନେଇ କୁହାଯାଇଛି । ଆଉ ସେହିଦିନ ହିଁ ଘୋଷଣା ହେବ ଦଳର ମୁଖିଆଙ୍କ ନାଁ । ୧୭ତାରିଖ ଅର୍ଥାତ ଆସନ୍ତାକାଲି ନୋମିନେସନ ଭରିବେ ନବୀନ ପଟ୍ଟନାୟକ । ତେବେ ବିଜେଡିର ସଭାପତି କିଏ ହେବେ ସେ ନେଇ ଲାଗି ରହିଥିଲା ଅନେକ କଳ୍ପନାଜଳ୍ପନା । ଚର୍ଚ୍ଚା ହେଉଥିଲା ହୁଏତ ଅନ୍ୟ କାହାକୁ ଉତ୍ତରାଧିକାରୀ ଭାବେ ଚୟନ କରି ସଭାପତି ଭାବେ ଏଣ୍ଟ୍ରି କରାଇପାରନ୍ତି ନବୀନ ପଟ୍ଟନାୟକ । କିନ୍ତୁ ତାର ଘଟିଛି ଅବସାନ । କାରଣ ଖୋଦ ନବୀନ ନିଜେ ହିଁ ଦଳର ସଭାପତି ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଛନ୍ତି । ଆସନ୍ତାକାଲି ସେ ଦଳର ନିର୍ବାଚନ ଅଧିକାରୀ ପ୍ରତାପ ଦେବଙ୍କ ନିକଟରେ ନାମାଙ୍କନ ଦାଖଲ କରିବେ । ସେପଟେ ଦଳରୁ ଅନ୍ୟ କେହି ନବୀନଙ୍କ ବିପକ୍ଷରେ ନାମାଙ୍କନ ଭରିବାର ପ୍ରଶ୍ନ ହିଁ ଉଠୁନି । ତେଣୁ ପୁଣି ଥରେ ନବୀନ ପଟ୍ଟନାୟକ ବିଜେଡିର ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ଏକ ପ୍ରକାର ସ୍ପଷ୍ଟ ।

You Might Also Like

ଖରାଦିନେ ଅଞ୍ଜିର ଜୁସ୍ ପିଇବା ଦ୍ଵାରା ପେଟକୁ ଥଣ୍ଡା କରିଥାଏ

ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଟପିଲା

ମେ ୧ ତାରିଖରୁ ବଦଳିବ ଏହି ସବୁ ନିୟମ

ବଢ଼ିଲା ସୁନା ଦର, କିଣିବା ପୂର୍ବରୁ ନିଶ୍ଚୟ ପଢ଼ିନିଅନ୍ତୁ ଆଜି କେତେ ଅଛି ଦାମ୍‌

ତହବୁର ରାଣାକୁ ହୋଇପାରେ ଖୁବ ଶୀଘ୍ର ଫାଶୀଦଣ୍ଡ

TAGGED:#odisha#UTKALA KHABARBJD PresidentNaveen PatnaikX CM
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?